Sign in
Sign in
Recover your password.
A password will be e-mailed to you.
କାଲିମେଳା ବନବିଭାଗ କୁ ବଡ଼ ସଫଳତା, ଚୋରା କାଠ ଚାଲାଣ ମାମଲାରେ ଦୁଇଟି ଗାଡି ସହ ୪ଗିରଫ
ମାଲକାନଗିରି : ମାଲକାନଗିରି କାଲିମେଳା ରେଞ୍ଜ ଅନ୍ତର୍ଗତ ପଡିଆ ସେକ୍ସନ କୁର୍ତି ବିଟ ଅଂଚଳରେ ଆଜି ସକାଳେ ବନ ବିଭାଗତରଫରୁ ପେଟ୍ରୋଲିଂ କରିବା ସମୟରେ ବନପାଳ ଶ୍ରୀ ପବିତ୍ର ଦାସ ଏବଂ କାଲିମେଲା ରେଞ୍ଜର ବନ କର୍ମଚାରୀ ପପିତା ଆଜମେରା,କାନନ ବିଶ୍ୱାସ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ!-->!-->!-->…
ରାଜ୍ୟର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ଯରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା । ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ଏ ନେଇ!-->…
ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ
ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ରବିବାର ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଗରମ!-->…
କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସ ଗିରଫ
କଟକ: କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳେଶ୍ଵର ବିଡିଓ ଅଶ୍ବିନୀ କୁମାର ଦାସ । ସେ ତାଙ୍କ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ଆୟ କରିଥିଲେ ।
ବର୍ତ୍ତମାନ ତାଙ୍କୁ!-->!-->!-->…
ପୋଷ୍ଟାଲ ସ୍କିମ୍ରେ ବିନିଯୋଗ କରିବାକୁ କହି ଠକିନେଲେ ୧୧ ଲକ୍ଷ, ଜଣେ ଗିରଫ
ଭୁବନେଶ୍ବର: ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟଙ୍କୁ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ଗିରଫ ପୋଷ୍ଟାଲ ଏଜେଣ୍ଟ ଜଣକ ହେଲେ ବିଭୂତି ଭୂଷଣ ମହାପାତ୍ର ।
ପୋଷ୍ଟାଲ!-->!-->!-->…
ପ୍ରେମିକାଙ୍କ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କହିଲେ ତିର୍ତ୍ତୋଲ ବିଧାୟକ
ତିର୍ତ୍ତୋଲ: ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । କେତେବେଳେ କଥା ଦେଇ ବିବାହ ପାଇଁ ଆସୁନାହାନ୍ତି ତ ଆଉ କେତେବେଳେ ଦିନ ଗଡ଼ାଉଛନ୍ତି । ଯାହାକୁ ନେଇ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି ପ୍ରେମିକା । ଗତ ୧୭!-->…
ପୁଅ ନିଖୋଜ କୁ ନେଇ ଥାନା ର ଦ୍ଵାରସ୍ତ ହେଲେ ମା…
ଉମରକୋଟ : ପନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟେତ ଛତାବେଡ଼ା 1 ନମ୍ବର ଡି, ଏନ, କେ ଗାଁର ଏକ ବିଧବା ମାର ପୁଅ ନିଖୋଜ କୁ ନେଇ ଅଂଚଳରେ ଦୁଃଖ ଭରା ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ତାଙ୍କ ସାନ ପୁଅ ଉତ୍ପଳ ସରକାର ଯିଏ କି ପ୍ଳାସ ଥ୍ରୀ କମ୍ପ୍ଲିଟ କରିବା!-->…
ଚୋରି ହୋଇଥିବା ୧୦୮ ମୋବାଇଲ ଫେରାଇଲେ କମିସନରେଟ ପୁଲିସ
ଭୁବନେଶ୍ବର: କମିସନରେଟ୍ ପୁଲିସର ପ୍ରଶଂସନୀୟ ଉଦ୍ୟମ । ଚୋରି ହୋଇଥିବା ୧୦୮ମୋବାଇଲକୁ ପୁଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ଏହି ମେଳାରେ ଉପସ୍ଥିତ ଥିଲେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ,!-->…
ପିତୃ ଦିବସରେ ଶ୍ୱଶୁରକୁ କାଠ ଫାଳିଆରେ ମାରିଦେଲା ବୋହୂ
ଗଞ୍ଜାମ: ପିତୃ ଦିବସରେ ଶ୍ୱଶୁରକୁ ହତ୍ୟା । ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟଛି । ମୃତ ଶ୍ୱଶୁର ହେଲେ 55 ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ!-->…
ଭୁବନେଶ୍ୱର ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର
ଭୁବନେଶ୍ୱର: ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର । ଚାଇଲ୍ଡ ଲାଇନ ଓ ପୋଲିସର ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ତେବେ ଝିଅକୁ ନେଇ ପାଳିତ ମା ଓ ଜନ୍ମକଲା ମାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି। ୯ବର୍ଷର ଝିଅକୁ ପାଇବାକୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଉଦ୍ୟମ ଚାଲିଛି ।!-->…