ଭିନ୍ନକ୍ଷମ ପିଲାକୁ ବିମାନଯାତ୍ରା ମନା ଘଟଣା : ଦୁଃଖ ପ୍ରକାଶ କଲେ ଇଣ୍ଡିଗୋ ସିଇଓ, ଇଲେକ୍ଟ୍ରିକ ହ୍ବିଲଚେୟାର ଉପହାର…

ନୂଆଦିଲ୍ଲୀ : ବିମାନସେବା କମ୍ପାନି ଇଣ୍ଡିଗୋ ନିଜ ବିମାନରେ ଜଣେ ଭିନ୍ନକ୍ଷମ ପିଲାକୁ ଚଢିବାକୁ ମନା କରିବା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ଖୋଦ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହସ୍ତକ୍ଷେପ କରିବାକୁ ସଂକେତ ଦେଇଛନ୍ତି

ନିର୍ମଳା ସୀତାରମଣଙ୍କ ମାନବିକତା, ଭାଷଣ ସମୟରେ ମଞ୍ଚଉପରେ ପାଣି ନେଇଦେଲେ ମହିଳା ଅଧିକାରୀଙ୍କୁ

ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନଏସଡିଏଲ)ର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପାଣି ଦେଉଥିବାର ନଜର ଆସିଛନ୍ତି। ଏନଏସଡିଏଲର ପରିଚାଳନା

ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୋମବାର ଦିନ ସୁପ୍ରିମକୋର୍ଟ ତାଗିଦ କରିବା ସହ ପ୍ରଶ୍ନ କରିଛନ୍ତି ଯେ ଏହି ମାମଲାରେ ପୀଡିତଙ୍କ ବଦଳରେ ରାଜନୈତିକ ଦଳ କାହିଁକି କୋର୍ଟଙ୍କ ଦ୍ବାରସ୍ଥ

ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ ।

ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ

ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।ଏହି ଡ୍ରୋନ୍‌ରୁ ୯

ପୁଣି ନିଶାନାରେ ‘ଡି’ କମ୍ପାନୀ, ଦାଉଦଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ରେଡ୍‌

ମୁମ୍ବାଇ: ପୁଣି ନିଶାନାରେ ‘ଡି’ କମ୍ପାନୀ। ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ରେଡ୍‌ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ରେଡ୍‌ ହୋଇଛି। ବାନ୍ଦ୍ରା, ନାଗପାଡ଼ା, ବୋରିଭାଲି ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା

ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ..

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। ସେମାନେ ପ୍ରତ୍ୟେକ ଦିନ ପରି ମାଛ ଧରିବାକୁ ଯାଇଥିଲେ, ମାଛ ଧରି ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି

ପୁର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିପଦ ସଂକୁଳ ପରିସ୍ଥିତିରେ ରହିଥିବା ସୁଖିଲା ଗଛକୁ କାଟି ହଟାଇଲେ ବନବିଭାଗ…

ଖବର ପ୍ରକାଶିତ ପରେ ଚେତାପସିଲା... ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ସୁଖିଲା ଗଛ ରହିଥିଲା। ସେହି ସୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ

ରାଉରକେଲା : ସରକାରୀ ହସପିଟାଲ ରେ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି…

ରାଉରକେଲା ; ରାଉରକେଲା ସରକାରୀ ହସପିଟାଲ ରେ ଜଣେ ଚିକିତ୍ସାଧୀନ ରୋଗୀ ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହି ଅଘଟଣ ର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି।