Sign in
Sign in
Recover your password.
A password will be e-mailed to you.
“ମା ତାରା ତାରିଣୀ”ଙ୍କ ଷୋଡ଼ଶ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ
ଛତ୍ରପୁର (୧୫.୦୯) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ସମସ୍ତ ନୀତି ନିୟମ, ପୂଜା ପଦ୍ଧତି, ଜନ ସାଧାରଣଙ୍କ ସମାଗମକୁ ଦୃଷ୍ଟିରେ!-->…
ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ
ବ୍ରହ୍ମପୁର : ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ବନ୍ଦ କରିବା, କୋଭିଡ଼ ପୁର୍ବରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବା ଆଦି ଦାବିରେ ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସମ୍ପାଦକ!-->…
ସୁଶାସନ ସମ୍ପର୍କୀୟ କର୍ମଶାଳା
ଦାରିଙ୍ଗବାଡ଼ି, ୧୫/୯ : ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା କୁ ନେଇ, ସୁଶାସନ ସମ୍ପର୍କୀୟ ଅନୁସ୍ଥାପନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଲାଇଫ ଶୋ ରେ ପ୍ରଦର୍ଶନ କରି ବୁଝାଇ ଥିଲେ । ଏହି କର୍ମଶାଳା ରେ ବ୍ଲକ!-->…
ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାକେନ୍ଦ୍ର ଉଦଘାଟିତ
ଛତ୍ରପୁର : ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ । ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର କୌଣସି ଅସୁବିଧା ହେଲେ ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିଥାଏ । ହେଲେ!-->…
ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ୍ ରଦ୍ଦ କରିବା ଦାବି ଜୋର ଧରିଲା
ଭୀମପୁର, ହତାପୁର, ପାଣ୍ଡରାଖଲ୍ଲୀ ଓ ହୁଣ୍ଡତ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ ରଦ୍ଦ କରିବା ଦାବି ନେଇ ଭୀମପୁର, ପ୍ରତାପପୁର, ପାଣ୍ଡରପଲ୍ଲୀ ଓ!-->!-->!-->…
ଫସଲ ବୀମା ସହାୟତାରୁ ବାଦ୍ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ ଦାବି
ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ଛତ୍ରପୁର : ଫସଲ ବୀମା ସହାୟତା ରୁ ବାଦ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଋଷିକୂଲ୍ୟା ରୟତ ମହସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ!-->!-->!-->…
ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି। ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାଆ ଗୃହର ମଧ୍ୟ ପ୍ରତିଷ୍ଠା ଦିବସ!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ହେଲେ ସର୍ଵ ନିମ୍ନ ସହାୟତା ପାଇବାରୁ ବଞ୍ଚିତ
ଦାରିଙ୍ଗବାଡ଼ି (୧୫/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିବା ଫଳରେ ଗ୍ରାମାଞ୍ଚଳର ବହୁ ଲୋକଙ୍କ ଘର ଦୁଆର ଭାଙ୍ଗି ଯାଇଛି। ଆଜି ଯାଏ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ବହୁ ଲୋକ, ସର୍ଵ ନିମ୍ନ ସହାୟତା ପାଇ ନଥିବା ଖବର ହସ୍ତଗତ ହୋଇଛି।!-->…
ପୁର୍ବତନ ଏସଡିପିଓ ମୁର୍ମୁ ଓ ନୂତନ ଏସଡିପିଓ ସୁପ୍ରସନ୍ନଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟା ରେ ପ୍ରେସ କ୍ଲବରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ!-->…