Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ଦିଲ୍ଲୀ ସତ୍ୟାଗ୍ରହରେ ହେବେ ସାମିଲ
ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ବିଧାୟକଙ୍କୁ ଦିଲ୍ଲୀ ଯିବା ପାଇଁ କହିଥିବା ଦଳର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ୯ ଜଣ ବିଧାୟକ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଛି ।!-->…
କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସରକାରୀ ଅଧିକାରୀଙ୍କ ପରେ କୋଟିଆକୁ ଗୁପ୍ତ ଗସ୍ତ କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ।କୋଟିଆ ତାଡିବାଲସା ଗାଁକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ନେଇ ଆଲୋଚନା କରିଛନ୍ତି ।ଆନ୍ଧ୍ରର ଅନେକ ପ୍ରଶାସନିକ ଅଧିକାରୀ କୋଟିଆ!-->…
ଡେଙ୍ଗୁ ପାଇଁ ଭୁବନେଶ୍ୱରରେ ୨ ଦିନ ପାଳନ ହେବ ଡ୍ରାଇ ଡେ’
ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବଢ଼ୁଥିବା ଡେଙ୍ଗୁକୁ ଦେଖି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ!-->…
ଓଲଟିଲା ସ୍କୁଲ ଭ୍ୟାନ, ଅନେକ ଛାତ୍ରଛାତ୍ରୀ ଆହତ
ପୁରୀ: ଓଲଟିଲା ସ୍କୁଲ ଭ୍ୟାନ । ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହାତ । ଏଭଳି ଅଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ଖେଲାର ରଡ ବଜାର ନିକଟରେ । ତେବେ ପ୍ରାଥମିକ ଚିକିତ୍ସା ପାଇଁ ଆହତ ଛାତ୍ରଛାତ୍ରୀ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
ସୂଚନା ଅନୁସାରେ ଏକ ଘରୋଇ ସ୍କୁଲର!-->!-->!-->…
ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସର ଅଧିକାରୀ ଗଣ ଏବଂ!-->…
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,(୨୧/୬) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ବ୍ଲକ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ସ୍ୱାବଲମ୍ବୀ କରିବା ଏବଂ କ୍ଷୁଦ୍ର ବ୍ୟବସାୟୀ ପ୍ରତ୍ସାହନ ରାଶି ବଣ୍ଟନ!-->…
୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇ ଯାଇଥିବା ବେଳେ ଗତକାଲି ଠାରୁ ତମାମ୍ ରାଜ୍ୟରେ ମୌସୁମୀ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ଗତ 24 ଘଣ୍ଟାର ସ୍ୱାଭାବିକ!-->…
ହିଞ୍ଜିଳିକାଟୁରେ ଯୋଗ ଦିବସ ପାଳିତ
ହିଞ୍ଜିଳିକାଟୁ (୨୧।୬) : ପ୍ରତିବର୍ଷ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିଵସ ରୂପରେ ପାଳନ କରାଯାଇଥାଏ । ଏହି ଗୋଟିଏ ଦିନ ଯୋଗର ମାହାତ୍ମ୍ୟ ଏବଂ ଯୋଗର ଉପଯୋଗୀତା ସମ୍ୱନ୍ଧରେ ସଚେତନତା କରାଯାଇଥାଏ । ଯୋଗ ଶରୀରକୁ ଫିଟ ରଖିବା ସହିତ ଶରୀର ସାଥିରେ ଯୋଡି ହୋଇଥିବା ସମସ୍ତ ସମସ୍ୟାର ଉପାୟ ଅଟେ ।!-->…
ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ ୪ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ । ଅଟକ ଥିବା ୪ ଜଣ ହେଲେ ସୁଶୀଲ ରାଉତ, ବିଶ୍ୱଜିତ୍ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଯେଉଁମାନେ!-->…
ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ
ଫୁଲବାଣୀ : ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ l!-->…