Sign in
Sign in
Recover your password.
A password will be e-mailed to you.
ଦ୍ରୌପଦୀ ବିଜୟୀ ହେଲେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଅଭିନନ୍ଦନର ସୁଅ ଛୁଟିଛି। କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ବିଜୟ ହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ୧୯୯୭ରେ ରାଇରଙ୍ଗପୁରର କାଉନସିଲର ହୋଇଥିବା ଦ୍ରୌପଦୀ ଦେଶର!-->…
ମହାରାଷ୍ଟ୍ର ରାଜନୀତି ଗରମ ଭିତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଏକ ଚର୍ଚ୍ଚିତ ଖବର ଆସିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରି କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। !-->…
ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ଦିନ ଦିପହର ରେ ଲୁଟୁଛନ୍ତି ପ୍ରଶାସନିକ ଅଧିକାରୀ…
ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅଞ୍ଚଳ ବାସୀ ଜଳକା...!
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା୍ ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇଥିବା ବେଳେ ସରକାରୀ ବାବୁମାନେ ନକ୍ସସଲ ବାହାନା ଦେଖାଇ ସରକାରଙ୍କ ଉର୍ଣ୍ଣୟନ ମୂଳକ କାମ ଗୁଡ଼ିକ ବେଖାତିର ଭାବେ ସରକାରୀ ନିୟମ କୁ!-->!-->!-->!-->!-->!-->!-->…
ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ, ୨୫୫ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ ଅନୁଭୂତ ହୋଇଛି। ଏଥିରେ ୨୫୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡ଼ିଥିବା ଜଣାପଡ଼ିଛି। ପାକିସ୍ତାନର କେତେକ ଘର!-->…
ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ପତନ ମୁହାଁ ହୋଇଛି। ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ! କିଛି ସମୟ ଭିତରେ ଉଦ୍ଧବ କ୍ୟାବିନେଟ ବୈଠକରେ ଯୋଗଦେବେ। ଏହା ପରେ ସେ ଇସ୍ତଫା ଦେବେ ବୋଲି ଖବର ମିଳୁଛି। ଯାହା ଉପରେ ସମସ୍ତଙ୍କ ନଜର ଆବଦ୍ଧ!-->…
ବାଇକ ଏବଂ କାର ଧକା ରେ ବାଇକ ଅରୋହୀଙ୍କ ମୃତ୍ୟୁ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଂଚାୟତର ଡାଙ୍ଗିଡିକିଆ ଗ୍ରାମର କଂସ କହଁର l ଆଜି ଫିରିଙ୍ଗିଆ ହାଟକୁ ଆସି ଘରକୁ ଫେରୁଥିବା ବେଳେ ଡାଙ୍ଗିଡ଼ିକିଆ ଛକ ଠାରେ ଏକ ହୁଣ୍ଡାଇ କାର କଂସ କହଁରଙ୍କ ବାଇକକୁ ଧକା ଦେଇଥିଲା ।ଯାହାଫଳରେ କଂସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ!-->!-->!-->…
ସୁନ୍ଦରଗଡ଼ : ଗମ୍ଭାରିଡ଼ିହି-ବଡବାହାଲପରା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…
ନିରୋଗ ଓ ଚିନ୍ତାମୁକ୍ତ ଜୀବନଧାରଣ ନିମନ୍ତେ ଯୋଗ ଅପରିହାର୍ଯ୍ୟ...
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ସୁନ୍ଦରଗଡ଼ : “ଯୋଗ” - ମନୁଷ୍ୟର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ। ଏହି ଅମୂଲ୍ୟ ପ୍ରାଚୀନ ପରମ୍ପରା ମାନବ ସମାଜକୁ ନିରୋଗ ଓ!-->!-->!-->!-->!-->…
ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ:ୟୁପିଏ ପରେ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ!-->…
ଧାନଘର ଉଚ୍ଚବିଦ୍ୟାଳୟରେ ବିଶ୍ୱ ଯୋଗଦିବସ ପାଳନ
ଚିକିଟି-ଚିକିଟି ବ୍ଲକ ଧାନଘର ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି। ଶୀଧେଶ୍ୱର ପ୍ରଜାପିତା ଇଶ୍ୱରୀୟ ବିଶ୍ଵବିଦ୍ୟl ଳୟ ବ୍ରହ୍ମା ର ସଂଚାଳିକ ଶିବ କନ୍ୟା ଭଉଣୀ ଯୋଗ ଦେଇ!-->…
ଦାରିଙ୍ଗବାଡ଼ିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଦାରିଙ୍ଗବାଡ଼ି, (୨୧/୬) : ଯୋଗ ଦିବସ ଅବସରରେ ଦାରିଙ୍ଗବାଡ଼ିରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର!-->…