Sign in
Sign in
Recover your password.
A password will be e-mailed to you.
ଆସିଲା ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି।
!-->!-->!-->…
ରୋମରେ ପୋପ ଫ୍ରାନସିସଙ୍କୁ ଭେଟିଲେ ନବୀନ
ରୋମ: ରୋମର ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଭେଟିଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ!-->…
୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି।
ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।
ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧,!-->!-->!-->!-->!-->…
ଭାରତୀୟ ଦଳରେ କେବଳ ଦୀପଗ୍ରେସ୍
ଭୁବନେଶ୍ବର: ଜୁଲାଇ ପହିଲାରୁ ନେଦରଲାଣ୍ଡ୍ସ ଓ ସ୍ପେନ୍ରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଥିବା ଦୀପଗ୍ରେସ୍ ଏକ୍କାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ଗୋଲରକ୍ଷିକା!-->…
ହତ୍ୟାର ୨ଦିନ ପୂର୍ବରୁ ସିଦ୍ଧୁଙ୍କ ପିଛା କରିଥିଲେ ସୁଟର୍
ଚଣ୍ଡୀଗଡ଼: ମେ’ ୨୯ରେ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଗୁଳି ମାଡ଼ରେ ମୃତ୍ୟୁବରଣ କରିଥିଲେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା। ତାଙ୍କ ହତ୍ୟା ସହ ଜଡ଼ିତ ଏକାଧିକ ଲୋକଙ୍କୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଏବେ ସିଦ୍ଧୁଙ୍କ ହତ୍ୟାକୁ ନେଇ ଆଉ ଏକ ବଡ଼!-->…
ରୁଚିରା କାମ୍ବୋଜ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ନିଯୁକ୍ତ
ନୂଆଦିଲ୍ଲୀ: ୧୯୮୭ ଆଇଏଏସ ବ୍ୟାଚର ସର୍ବଭାରତୀୟ ମହିଳା ଟପ୍ପର ରୁଚିରା କାମ୍ବୋଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେ ମଧ୍ୟ ୧୯୮୭ ଆଇଏଫଏସ (ବୈଦେଶିକ ସେବା)!-->…
ଦକ୍ଷିଣ ଚୀନ୍ ସାଗରରେ ୧୦୦୦ ମିଟର୍ରୁ ଅଧିକ ବୁଡ଼ି ଗଲାଣି ହଂକଙ୍ଗ୍ର ପ୍ରସିଦ୍ଧ ଭାସମାନ ରେସ୍ତୋରାଁ ‘ଜମ୍ବୋ’
ହଂକଙ୍ଗ୍: ଦକ୍ଷିଣ ଚୀନ୍ ସାଗରରେ ହଂକଙ୍ଗ୍ର ପ୍ରସିଦ୍ଧ ଭାସମାନ ରେସ୍ତୋରାଁ ‘ଜମ୍ବୋ’ ୧୦୦୦ ମିଟର୍ରୁ ଅଧିକ ବୁଡ଼ି ଯାଇଥିବାରୁ ତାକୁ ଉଠାଇବା କାର୍ଯ୍ୟ ଖୁବ୍ କଠିନ ହୋଇଯାଇଛି ବୋଲି ସୋମବାର ଦିନ କମ୍ପାନି ତରଫରୁ କୁହାଯାଇଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ମୂଳ!-->…
ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା, ନିୟୋଜିତ ରହିବେ NSG ସହ CRPF କମାଣ୍ଡୋ
ନୂଆଦିଲ୍ଲୀ ୨୨।୦୬ : ଦୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲାସ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ତାଙ୍କ ନିରାପତ୍ତା ନିମନ୍ତେ ‘ସିଆର୍ ପିଏଫ୍ ’ କମାଣ୍ଡୋ ମୁତୟନ କରାଯାଇଛି!-->…
ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାରୁ ଜରୁରୀ ପରିସ୍ଥିତି ଘୋଷଣା କରିବ ପାକିସ୍ତାନର ପଞ୍ଜାବ ପ୍ରଦେଶ
ଇସ୍ଲାମାବାଦ୍: ମହିଳା ଏବଂ ପିଲାମାନଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଜରୁରୀ ପରିସ୍ଥିତି ଘୋଷଣା କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ ସାମ୍ବାଦିକ ସମ୍ମିଳନୀର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ!-->…
କରୋନା କେତେବଳେ ବଢୁଛି ପୁଣି କେତେବେଳେ କମୁଛି
ନୂଆଦିଲ୍ଲୀ: କୋଭିଡ୍ ମହାରମାରୀ ଏବେ ପୂର୍ବଭଳି ପ୍ରଭାବଶାଳୀ ନଥିଲେ ମଧ୍ୟ ତାର ଉପସ୍ଥିତି ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୪୯ ଟି ମାମଲା ଚିହ୍ନଟ ହୋଇଛି। ଗତକାଲିଠାରୁ ଆଜି ସଂକ୍ରମଣ ହାର ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା!-->…