Sign in
Sign in
Recover your password.
A password will be e-mailed to you.
ପାଗଳ କୁକୁର କାମୁଡ଼ାରେ ୪ ଆହତ : ଭୟର ଲହରୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା କରିବାକୁ ଯାଉଥିବା ବେଳେ ସମୟରେ ହଠାତ୍ ପାଗଳ କୁକୁର!-->…
ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହେବ ଫେନ୍ସିଂ ଚମ୍ପିୟାନ୍ସିପ
କଟକ, : ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ଉଭୟ ରାଜ୍ୟ ସରକାର ଓ ଫେନ୍ସିଂ ରାଜ୍ୟ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ!-->…
ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର
କୋଣାର୍କ: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ସେପଟେ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର!-->…
ରେରା ଆଇନ୍କୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର
କଟକ, ୨୨/୦୬: ଆଗକୁ ନୂତନ ରେରା ଆଇନ କାର୍ଯ୍ୟକାରୀ ହବ । ଆଗାମୀ ୩ ମାସ ମଧ୍ୟରେ ଏହି ସଂଶୋଧିତ ରିଅଲ ଇଷ୍ଟେଟ ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆପାର୍ଟମେଣ୍ଟ ବିକ୍ରୀ ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ!-->…
ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ
ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା!-->…
ଦୁଇ ମାଲିକଙ୍କ ଭିତରେ ଟଣା ଓଟରା, ଥାନାରେ ଅଟକ ରହିଲା ଗାଈ
ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି ।!-->…
ପାରାଭାଡ଼ି ଉଠି ରଥରେ ଖପୁରି ସ୍ଥାପନ
ପୁରୀ : ମଙ୍ଗଳବାର ତିନି ରଥରେ ପାରାଭାଡ଼ି ଉଠି ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ଖପୁରି ଉପରେ ପୋତା ହୋଇଛି କଳସ ଡାଙ୍ଗିଆ । ଏହାପରେ କଳସ ଲାଗିବ । ଏପଟେ ରଥଖଳାରେ ଦୁଆର ଘଡ଼ା କାମ ଜାରି ରହିଛି । ପ୍ରତି ରଥର ତିନୋଟି ଲେଖାଏଁ ଦୁଆର ଘଡ଼ା ସରିଛି । ମହାପ୍ରଭୁଙ୍କ ସିଂହାସନ ସ୍ଥାପନ!-->…
ଓଡିଶାକୁ ଭଲ ପାଇବାର ସର୍ବଶ୍ରେଷ୍ଠ ଉଦାହରଣ: ସମୀର ମହାନ୍ତି
ଭୁବନେଶ୍ୱର : ଦ୍ରୈାପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ପ୍ରେସମିଟରେ ପ୍ରତିକ୍ରିୟା ଜଣାଇଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମୋଦୀ ସରକାର ଓଡିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡିଛନ୍ତି । ଏବେ ଦ୍ରୈାପଦୀ ମୁର୍ମୁ ଙ୍କୁ!-->…
ଆଜି ରାଜ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->!-->…
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମନ୍ଦିର ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ
ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଦିନ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ଆଜି ସକାଳୁ ସକାଳୁ ରାଇରଙ୍ଗପୁର ବିଭିନ୍ନ ମନ୍ଦିର ଯାଇ ସେ ପୂଜାର୍ଚ୍ଚନା କରିଛନ୍ତି।
ବୁଧବାର ସକାଳୁ!-->!-->!-->…