Sign in
Sign in
Recover your password.
A password will be e-mailed to you.
ପ୍ରଥମେ ଚାଳକଙ୍କୁ ସତର୍କ କଲା ପରେ ବିଚ୍ ରାସ୍ତାରେ ଜଳିଗଲା ଟାଟା ନେକ୍ସନ ଇଭି କାର୍
ମୁମ୍ବାଇ: ଭାରତରେ ଇଲେକ୍ଟ୍ରିକ୍ କାରରେ ଅଗ୍ନିକାଣ୍ଡର ପ୍ରଥମ ଘଟଣା ଦେଖିବାକୁ ମିଳିଛି। ଟାଟାର ଲୋକପ୍ରିୟ ତଥା ସର୍ବାଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ସେକ୍ସନ ଇଭିରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଘଟଣାଟିି ଜୁନ ୨୨ରେ ବିଳମ୍ବିତ ରାତି ସମୟରେ ଘଟିଥିବା ସାମ୍ନାକୁ ଆସିଛି। ମୁମ୍ବାଇର!-->…
ନିଜ ବଜେଟ ସ୍ଥିର କରିବା ସ୍ଥିତିରେ ନାହିଁ ପାକିସ୍ତାନ, ଆଇଏମଏଫ ନେଇଛି ଦାୟିତ୍ବ: ଶାହବାଜ ସରିଫଙ୍କ ମନ୍ତ୍ରୀ
ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଖରାପ ହେବାରେ ଲାଗିିଛି। ଏହା ଦେଶର ସାର୍ବଭୌମତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ ପାକିସ୍ତାନ ନିଜେ ନିଜ ବଜେଟ୍ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଛି। ଶାହବାଜ!-->…
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅକଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ଭୁବନେଶ୍ବର : ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଅକଳରେ ପଡ଼ିଯାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । କହିବାକୁ ଗଲେ ଦଳର ମୁଖ୍ୟ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଧର୍ମସଂକଟରେ ପଡ଼ିଯାଇଛନ୍ତି ।ଏହାର କାରଣ!-->…
ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି : ଆଜମ ଖାନ୍
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମଗଡ଼ ଓ ରାମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁରବାର ସେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବା ବେଳେ ପୁଲିସ!-->…
ଉଦ୍ଧବ ଠାକରେଙ୍କୁ ମେଣ୍ଟ ସରକାରରୁ ଓହିରିବାକୁ କହିଲେ ଏକନାଥ ସିନ୍ଦେ
ନୂଆଦିଲ୍ଲୀ: ଶିବସେନା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜବାବ ଦେଇଛନ୍ତି। ଏକନାଥଙ୍କ ବିଦ୍ରୋହ ଯୋଗୁ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡ଼ିଛି। ଶିବସେନା ନେତୃତ୍ୱରେ ଚାଲିଥିବା ଏହି ମେଣ୍ଟ ସରକାରରେ କଂଗ୍ରେସ ଓ ଏନସିପି!-->…
ସରଯୁ ନଦୀରେ ବୁଡ଼ ପକାଇବାବେଳେ ପତ୍ନୀଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ଯୁବକ
ଲକ୍ଷ୍ନୌ: ଅଯୋଧ୍ୟାର ସରଯୁ ନଦୀରେ ବୁଡ଼ ପକାଇବାକୁ ଯାଇ ହଟହଟା ହେଲେ ଦମ୍ପତି। ବୁଡ଼ ପକାଇବା ବେଳେ ପତ୍ନୀଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ଯୁବକ। ଉପସ୍ଥିତ ଲୋକେ ଯୁବକ ଜଣଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପ୍ରାୟ ସପ୍ତାହେ ତଳର ବୋଲି!-->…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, କାଲି ଭରିବେ ନାମାଙ୍କନ
ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ ଘୋଷଣା ହେବା ପରେ ସେ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟୁଛନ୍ତି। ଆଜି ପ୍ରଥମେ ଦ୍ରୌପଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏନେଇ ଉଭୟଙ୍କ ଭେଟଘାଟର ଫଟୋ!-->…
ଶିବସେନାର ବିଦ୍ରୋହୀ ନେତା ରହୁଥିବା ହୋଟେଲ ବାହାରେ ଟିଏମସି କର୍ମୀଙ୍କ ନାରାବାଜି
ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି ରହିଛି। ଗୌହାଟିର ଶିବସେନାର ବିଦ୍ରୋହୀ ନେତା ରହୁଥିବା ହୋଟେଲ ବାହାରେ ଆଜି ସକାଳେ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀମାନେ ବିକ୍ଷୋଭ କରିଛନ୍ତି। ଆସାମ ଟିଏମସି ନେତା ରିପୁନ ବୋରାଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ବହୁ ଦଳୀୟ!-->…
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତାଙ୍କ ସାକ୍ଷାତ
ନବରଙ୍ଗପୁର(୨୩/୦୬) : ଆଜି ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘ ର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ୧. ଜିଲ୍ଲା!-->…
ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଦାରିଙ୍ଗବାଡ଼ି (୨୨/୬) : କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଙ୍କୁ ପ୍ରବର୍ତ୍ତନା ନିର୍ଦେଶାଳୟର ଜେରା କରିବା ପ୍ରତିବାଦରେ ବୁଧବାର ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ!-->…