Sign in
Sign in
Recover your password.
A password will be e-mailed to you.
କଟକ କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ: କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି ।
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ!-->!-->!-->…
ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ। ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଦୁଇ!-->…
ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା: ଡିସିପି
ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଖୁଲାସା ହୋଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ!-->…
ବଢ଼ୁଛି ସଂକ୍ରମଣ : ଆଜି ରାଜ୍ୟରେ ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->!-->…
ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି…
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ!-->!-->!-->!-->!-->…
ଦାରିଗଂବାଡି ଏନ୍ଏଚ୫୯ର ଡାବୁଲୁମାହା ଘାଟିରେ ଦୁର୍ଘଟଣା
ଦାରିଙ୍ଗବାଡ଼ି, (୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିକଟ ଏନ୍ ଏଚ ୫୯ ର ଡାବୁଲୁମାହା ଘାଟିରେ କାର ଦୁର୍ଘଟଣାହୋଇଛି ଏହି ଦୁର୍ଘଟଣା ରେ ଦୁଇ ଜଣ ଆହତ ଓ ଜଣେ ଗୁରୁତର ଅଛନ୍ତି ସମସ୍ତଙ୍କୁ ଦାରିଙ୍ଗବାଡି ମେଡିକାଲ ରେ ଭର୍ତି କରାଯାଇଛି। ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳ ରେ!-->!-->!-->…
ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର
ଦାରିଙ୍ଗବାଡ଼ି,(୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୋଲିସ ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କରିଛି । ସୂଚନାରୁ ପ୍ରକାଶଯେ ମୃତ ତପସି ପ୍ରଧାନ (୭୫) ମାନସିକ ବିକୃତି ବ୍ୟକ୍ତି!-->!-->!-->…
ଆଦର୍ଶ ବିଦ୍ୟାଳୟ, ଗୁଣ୍ଡୁରିଗୁଡା ରେ ବିଏସଏଫର “ହର ଘର ଝଣ୍ଡା” କର୍ମଶାଳା ଅନୁଷ୍ଠିତ
ମାଲକାନଗିରି କୁଡୁମୁଲୁଗୁମ୍ମା (୨୩/୦୬) : ଭାରତବର୍ଷର ମହାପର୍ବ "ଆଜାଦୀ କି ଅମୃତ ମହୋତ୍ସବ ୨୦୨୨" ପରିପ୍ରେକ୍ଷୀରେ ସ୍ୱତନ୍ତ୍ରତା ର ସୁନେହେରି ପଞ୍ଚସ୍ତରୀ ବର୍ଷର ଅଭିଜ୍ଞତା ଓ କଷ୍ଟାର୍ଜିତ ସ୍ୱାଧୀନତା ପ୍ରାପ୍ତି ର ମହାବାର୍ତ୍ତା ପ୍ରଦାନ ସହ ,ରାଷ୍ଟ୍ରୀୟ ଧ୍ୱଜା "ତ୍ରୀରଙ୍ଗା" ଓ ଏହାର!-->…
ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ
ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ବାମହାତୀ ଯୁବ ଓପ୍ନର ଈଶାନ କିଶନ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ-୧୦ରେ ସ୍ଥାନ ଦୃଢ଼ କରିଛନ୍ତି। ଏହି ଶୃଙ୍ଖଳାରେ ଦୁଇ ଅର୍ଦ୍ଧଶତକ ସାଙ୍ଗକୁ ଭାରତର ଅଗ୍ରଣୀ ସ୍କୋର୍ର ଭାବେ ୨୦୬ ରନ୍!-->…
ଲୋକଙ୍କ ସମସ୍ୟା ବୁଝୁନଥିଲେ କି ଫୋନ ଉଠାଉନଥିଲେ ଠାକରେ… ଏଭଳି ଅଭିଯୋଗ ଆଣିଲେ ବିଦ୍ରୋହୀ ବିଧାୟକ
ମୁମ୍ବାଇ: ସମ୍ପ୍ରତି ମହାରାଷ୍ଟ୍ରରେ ଉପୁଜି ଥିବା ରାଜନୈତିକ ବିଦ୍ରୋହ ଦୀର୍ଘ ଦିନରୁ ଅବଦମିତ ହୋଇ ରହିଥିବା ଅସନ୍ତୋଷର ପରିଣାମ ବୋଲି ଜଣାପଡ଼ିଥିବା ବେଳେ ଏବେ ଉଦ୍ଧବ ସରକାରଙ୍କ ବିରୋଧୀ ହେବାର ପ୍ରକୃତ କାରଣ ଜଣାଇଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ। ଶିବସେନା ନେତା ଏକନାଥ!-->…