Sign in
Sign in
Recover your password.
A password will be e-mailed to you.
ନୀଳଗିରିରୁ ବ୍ରାଉନ୍ସୁଗାର ଜବତ; ଜଣେ ଗିରଫ
ନୀଳଗିରି : ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍ ବ୍ରାଉନ ସୁଗାର (ଧଳା ଜହାର) ଜବତ କରିଛି। କିଛି ମାସ ପରେ!-->…
ରଥଯାତ୍ରା ପାଇଁ ଓଟିଡିସିର ସ୍ବତନ୍ତ୍ର ଟୁର୍ ପ୍ୟାକେଜ୍
ଭୁବନେଶ୍ବର : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ (ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିଭଳି ଐତିହାସିକ ଘୋଷଯାତ୍ରାକୁ ସୁରୁଖୁରୁରେ ଦେଖି!-->…
ରାସ୍ତା ଉପରେ ଦୁଇ ସ୍କୁଲ ବସ୍ ସିଜ୍ କଲେ ମନ୍ତ୍ରୀ
ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାସ୍ତା ଉପରେ ଦୁଇ ସ୍କୁଲ୍ ବସ୍ ଉପରେ ଅନ୍ ଦି ସ୍ପଷ୍ଟ ଆକ୍ସନ୍ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ୍ । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ!-->…
ଭିଜିଲାନ୍ସ ହାତରେ ଧରାପଡିଲେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ
ନବରଙ୍ଗପୁର : ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକାଉଣ୍ଟେଣ୍ଟ କମ୍ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ ବିକାଶ ସାନା । ସୂଚନାଯୋଗ୍ୟ ଯେ ତା୨୩-୬-୨୩ ଗୁରୁବାର ଅପରାହ୍ନ ରେ ନବରଙ୍ଗପୁର ର ଜଣେ ଏମ ଡ଼ି ଏମ!-->…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା
ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।!-->…
ସମ୍ବଲପୁର ହାତୀ ମୃତ୍ୟୁ ଘଟଣା: ଗୁଳିମାଡ଼ ଯୋଗୁଁ ହାତୀ ଦେହରେ ହୋଇଥିଲା ସଂକ୍ରମଣ
ସମ୍ବଲପୁର: ସମ୍ବଲପୁରର ସାପଲହରା ଗାଁରେ ଘଟିଥିବା ଦନ୍ତାହାତୀ ମୃତ୍ଯୁର ପର୍ଦ୍ଦାଫାସ ହୋଇଛି। ଗୁଳିମାଡରେ ଉକ୍ତ ଦନ୍ତାହାତୀର ମୃତ୍ଯୁ ଘଟିଥିବା ଡିଏଫ୍ଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି। ଉକ୍ତ ଘଟଣାରେ ସନ୍ଦେହରେ ୩ ଜଣଙ୍କୁ!-->…
ନାବାଳକକୁ ଯୌନ ନିର୍ଯାତନା, ଦୋଷୀକୁ ୨୦ବର୍ଷ ଜେଲ୍ ଦଣ୍ଡ, ୨୦ହଜାର ଜରିମାନା
ବ୍ରହ୍ମପୁର : ନାବାଳକକୁ ଯୌନ ନିର୍ଯାତନା ମାମଲାର ବିଚାରଣା କରି ଫାଷ୍ଟଟ୍ରାକ୍ ସ୍ପେସିଆଲ୍ କୋର୍ଟ (ପୋକ୍ସୋ) ଜଜ୍ ଗୁରୁପ୍ରସାଦ ସାହୁ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଏଥିରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତା’କୁ ୨୦ବର୍ଷ ଜେଲ୍ ଦଣ୍ଡ ସହ ୨୦ହଜାର ଟଙ୍କା!-->…
ଜୁଆ ଆଡ୍ଡାରେ ଚଢାଉ, ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ, ୫ ଗିରଫ
ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ୟ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ!-->…
ଡକାୟତି ଯୋଜନା ପଣ୍ଡ, ୫ଗିରଫ, ମାରଣାସ୍ତ୍ର ସହ ଚୋରି ସାମଗ୍ରୀ ଉଦ୍ଧାର କଲା ସଦରଥାନା ପୋଲିସ
ବ୍ରହ୍ମପୁର : ପଦରବାଲି ନିକଟ ଏକ ଆଶ୍ରୟସ୍ଥଳୀରୁ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ସଦର ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅସ୍କା ଥାନା ବଜ୍ରକୋଟର ଜି.ରଘୁଆ ପାତ୍ର (୨୦), ବୁଗୁଡ଼ା ଥାନା ପଚାଲୁଣ୍ଡିର ରାଜେଶ ସାହୁ (୩୦), ବାଲିପଦର ବିସ୍ତାପିନଗରର କେ.ଅନିଲ୍ (୩୨),!-->…
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା
ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ସଭାପତି ଜେ.ପି ନଡ୍ଡା କଥା ହୋଇଛନ୍ତି। ବିଜେଡିର ୨ ମନ୍ତ୍ରୀ ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ!-->…