Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ୧୬୦ ଜାତିକୁ ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଅନୁରୋଧ
ଭୁବନେଶ୍ବର: ରାଜ୍ୟ ସରକାର ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ!-->…
ମନ୍ତ୍ରୀ ଉଷାଦେବୀଙ୍କ ଖରଣୀପଡା ପଞ୍ଚାୟତରେ ସମୀକ୍ଷା ବୈଠକ
ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଉକ୍ତ ବୈଠକରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ!-->…
ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୨୦ରେ ଲଘୁଚାପ ସମ୍ଭାବନା
ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ ଆଜି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଉତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟି!-->…
ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ ରକ୍ତଚାପ ଔଷଧ ନକଲି ଥିବା ସ୍ପଷ୍ଟ କଲେ କଟକ ଡିସିପି
କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ!-->…
ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ
ବାଲିଗୁଡା(୧୭/୦୯) : ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ!-->…
ଧରାବତରଣ କଲେ ଦେବଶିଳ୍ପୀ ଵିଶ୍ଵକର୍ମା
ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଲେଜଛକ ନିକଟ ବରାହୀ ପାହାଡ ପାଦଦେଶରେ ଅବସ୍ଥିତ ଥିବା ବିଶ୍ବକର୍ମା ମନ୍ଦିରରେ ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୂମାର ମହାରଣା ଙ୍କ ସଭାପତିତ୍ବରେ ମହାରଣା କୂଳ ପକ୍ଷରୁ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ପୂଜାଉତ୍ସବ!-->…
ଗାଧୋଇବା ବେଳେ ନଦୀରେ ବୁଡ଼ି ଇଞ୍ଜିନିୟରିଙ୍ଗ ଛାତ୍ର ମୃତ
ଜଗତସିଂହପୁର ୧୭/୦୯: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସିଥିବା ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି।!-->…
ଜନ ଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ
ଭୁବନେଶ୍ବର: ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ହୋଇଛି। ଡଗରାସାହି ଲେବୁଲ କ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାୱଡା ଭୁବନେଶ୍ବର ଆସୁଥିବା ବେଳେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ଲାଇଚ୍ୟୁତ ହୋଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ!-->…
ମାଁ କନକ ଦୁର୍ଗାଙ୍କ ଷୋଡଶ ଊପଚାର ଆରମ୍ଭ
ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗା ଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଷୋଡ଼ଶ ଉପଚାରର ନିମନ୍ତେ ମନ୍ଦିର କୁ ରଙ୍ଗବେରଙ୍ଗ!-->…
ଆନ୍ଧ୍ରର ୧୩ ଜଣ ମାଓ ମିଲିସିଙ୍କ ସହ ୭୦୦ ମାଓ ସମର୍ଥକ କଲେ ଆତ୍ମ ସମର୍ପଣ
ମାଲକାନଗିରି (୧୭।୯) : ମାଲକାନଗିରି ଜିଲ୍ଲାରେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓ ମୁକ୍ତ ଅଭିଯାନ, ମାଓ ଦମନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ମାଓ ଗଡ ଭୁଶୁଡିବା ସହ ସହ ସହ ମାଓ ସମର୍ଥକ ଓ ମାଓବାଦୀ ବର୍ତ୍ତମାନ ପୋଲିସ ନିକଟରେ କରୁଛନ୍ତି ଆତ୍ମ!-->…