ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି – ଉଦ୍ଧବ ଠାକରେ

ମୁମ୍ବାଇ: ବିଜେପି ଆମ ପଛପଟୁ ଛୁରି ମାରିଛି। ଆମେ ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି। ରାଜନୈତିକ ଚକ୍ରାନ୍ତରେ ଶିକାର ହୋଇ କ୍ଷମତାଚ୍ୟୁତ ହେବାକୁ ବସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ଜରିଆରେ ଶିବସେନାର କିଛି

ଦିନକରେ ୩୦% ବଢ଼ିଲା କରୋନା ସଂକ୍ରମଣ, ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବା ଆରମ୍ଭ କଲାଣି। ସ୍ଥିତି ଏପରି ହୋଇଛି ଯେ ଦିନକରେ କରୋନର ସଂକ୍ରମଣ ୩୦%ରୁ ଅଧିକ ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ୩୦.୨% ଅଧିକ।ଗୁରୁବାର

କବର ଖୋଳି ପୁଅର ମୃତ ଦେହକୁ ମାଗିଲେ ପରିବାର ଲୋକେ, ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: କବର ଖୋଳି ପୁଅର ମୃତ ଦେହକୁ ହସ୍ତାନ୍ତର ପାଇଁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାଳୟ ରାଜି ହୋଇଛନ୍ତି। ୨୦୨୧ରେ ଆତଙ୍କବାଦୀ ସନ୍ଦେହରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ତାର ମୃତ୍ୟୁ ଘଟିଥିଲା। ଏବେ ତାର ବିଧି

ୟୁରୋପୀୟ ୟୁନିୟନରେ ସାମିଲ ହେବ ୟୁକ୍ରେନ, ମିଳିଲା ପ୍ରାର୍ଥୀର ମାନ୍ୟତା

କିଭ୍‌: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି। ଅର୍ଥାତ ୟୁକ୍ରେନକୁ ୟୁରୋପୀୟ ୟୁନିୟନର ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ୟୁକ୍ରେନ ବ୍ୟତୀତ ମାଲଡୋବାକୁ ମଧ୍ୟ

ଗୌହାଟୀର ୫ ଷ୍ଟାର ହୋଟେଲ ରାଡିସନ ବ୍ଲୁରେ ଅଛନ୍ତି ବିଦ୍ରୋହୀ ବିଧାୟକ

ଗୌହାଟୀ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ପ୍ରାୟ ୪୦ରୁ ଅଧିକ ବିଧାୟକ ଏବେ ବିଜେପି ଶାସିତ ଆସାମର ଗୌହାଟୀରେ ରହୁଛନ୍ତି। ଏମାନଙ୍କ ସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି। ସମସ୍ତେ ଗୌହାଟୀର ୫ ଷ୍ଟାର ହୋଟେଲ ରାଡିସନ ବ୍ଲୁରେ ବୁଧବାର ଠାରୁ ଅଛନ୍ତି।

ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ

ରଥଯାତ୍ରାରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାହାର ଜିଲାରୁ ଆସିବେ ୨୨୩ ଡାକ୍ତର

ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଏକ ଚ୍ୟାଲେଞ୍ଜ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ କହିଥିଲେ। ଏ ନେଇ ପୁରୀ ଛଡ଼ା ବାହାର

ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ଏହି ବୈଠକ ବସିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବିଇଓ ଅଫିସର ମୁଖ୍ୟ କିରାଣି

ଧର୍ମଗଡ : ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ କିରାଣୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଶିକ୍ଷା ବିଭାଗର ମୁଖ୍ୟ କିରାଣୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ବିଭାଗ

ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଓ କାଳବୈଶାଖୀର ସମ୍ଭାବନା ରହିଛି। ଏ ପରିସ୍ଥିତିରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ବୋଲି ବୋଲି କହିଛି ଭୁବନେଶ୍ୱରସ୍ଥିତ