Sign in
Sign in
Recover your password.
A password will be e-mailed to you.
ବାଲିଗୁଡାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ର ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ!-->…
ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ
ଭୁବନେଶ୍ୱର : ସେ ନିରବି ଯାଇଛନ୍ତି । ନିଶ୍ଚଳ ହୋଇଯାଇଛି ବିରାଟକାୟ ଶରୀର । ଛାତିରେ ଛାତିଏ ଦୁଃଖକୁ ଜାବୁଡ଼ି ଧରି ରଖିଥିବା ରାଇମୋହନ କାହାରିକୁ ଦେଖିଲେ ମୁରୁକି ହସି ଦିଅନ୍ତି । ଆଜି ସମସ୍ତଙ୍କୁ କନ୍ଦାଇ ସେ ଆରପାରିକୁ ଚାଲି ଯାଇଛନ୍ତି । ସେ ସିନା ଚାଲି ଯାଇଛନ୍ତି ହେଲେ ତାଙ୍କ ଆଖିରେ ଆଉ!-->…
କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ
କଟକ: କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ୍ ଢାଳି ଦେହରେ!-->…
ସମ୍ଭାବ୍ୟ ଦୁର୍ବିପାକ ମୁକାବିଲା ପାଇଁ ରାଉରକେଲାରେ ଏନଡିଆରଏଫ ଟିମର ମକ ଡ୍ରିଲ…
ରାଉରକେଲା : ସମ୍ଭାବ୍ୟ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ ତରଫରୁ ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ମକ ଡ୍ରିଲର ଆୟୋଜନ କରାଯାଇଥିଲା। ରାଉରକେଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।
ବନ୍ୟା ପରିସ୍ଥିତିରେ!-->!-->!-->!-->!-->…
ବାଣୀବିହାରରେ ବୁଲିଲା ଖଣ୍ଡା, ଭୁଜାଲି
ଭୁବନେଶ୍ବର: ବାଣୀବିହାର ପରିସରରେ ବୁଲିଲା ଖଣ୍ଡା ଓ ଭୁଜାଲି। ଉତ୍କଳ ବିଶ୍ବବିଦ୍ୟାଳୟର ପୁରୁଣା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି। ଉଭୟ ଛାତ୍ରଗୋଷ୍ଠୀ ଗାଳିଗୁଲଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। କିଛି ଗାଡ଼ି!-->…
ପଞ୍ଚରାଷ୍ଟ୍ରୀୟ ହକିରେ ଭାରତ ଅପରାଜେୟ: ଅନୁ, ନିକିତା, ବୈଷ୍ଣବୀଙ୍କ ଗୋଲ୍ରେ ହାରିଲା ଆମେରିକା
ଡବଲିନ: ଆୟର୍ଲାଣ୍ଡର ଡବଲିନଠାରେ ଚାଲିଥିବା ପଞ୍ଚରାଷ୍ଟ୍ରୀୟ ୨୩ ବର୍ଷରୁ କମ୍ ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଗୁରୁବାର ଶେଷ ଲିଗ୍ ମ୍ୟାଚ୍ ଭାରତୀୟ ଦଳ ଆମେରିକାକୁ ଏକତରଫା ଭାବେ ୪-୧ ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅନୁ (୪୯ ଓ ୫୨ ମିନିଟ୍)!-->…
୧୦ ମାସ ପରେ କାବୁଲରେ ପୁଣି ଖୋଲିଲା ଭାରତୀୟ ଦୂତାବାସ
କାବୁଲ : ୧୦ ମାସ ବନ୍ଦ ରହିବା ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଖୋଲିଛି ଭାରତୀୟ ଦୂତାବାସ । ଏହା ସହିତ ଭୂକମ୍ପ ବିଧ୍ବସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକନିକାଲ ଟିମ ସମେତ କେତେକ କୂଟନୀତିଜ୍ଞଙ୍କୁ ପଠାଯାଇଛି ।ଭାରତ ଦ୍ବାରା!-->…
ୱାୟନାଡ଼ରେ ରାହୁଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ, ଭଙ୍ଗାରୁଜା
ନୂଆଦିଲ୍ଲୀ: କେରଳର ୱାୟନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଶୁକ୍ରବାର ଦିନ ଆକ୍ରମଣ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର ଏକ ପ୍ରତିବାଦ ଶୋଭାଯାତ୍ରା ହିଂସାତ୍ମକ ରୂପ ନେବାପରେ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ!-->…
ଯୁଦ୍ଧ ଜାହାଜରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ
ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ଶୁକ୍ରବାରଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍)ର ସଫଳ ପରୀକ୍ଷଣ!-->…
ଲଦାଖରେ ତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କଲା ଭାରତୀୟ ସେନା
ନୂଆଦିଲ୍ଲୀ : ଲଦାଖରେ ଏକ ସ୍ବତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କରିଛି ଭାରତୀୟ ସେନା । ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧଯାନର ନାଁ ହେଉଛି ଇନଫ୍ରାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେହିକ୍ଲ (ଆଇପିଏମଭି) । ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ଓ!-->…