Sign in
Sign in
Recover your password.
A password will be e-mailed to you.
‘ହିନ୍ଦୀ ଭାଷା ଲୋକେ ଗୁପଚୁପ ବିକନ୍ତି’- ନିଜ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ତାମିଲନାଡ଼ୁ ମନ୍ତ୍ରୀ
ଚେନ୍ନାଇ: ପୁଣି ଥରେ ତେଜିଲା ଭାଷା ବିବାଦ। ମୁହାଁମୁହିଁ ହେଲା ଉତ୍ତର ଓ ଦକ୍ଷିଣ ଭାରତ। ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡି ହିନ୍ଦୀ ଭାଷା ଉପରେ ଦେଇଥିବା ବୟାନ ବିବାଦୀୟ ମୋଡ଼ ନେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍ ବିକୁଥିବା!-->…
କଂଗ୍ରେସ ଛାଡ଼ିଲେ ସୁନୀଲ ଝାକର
ଚଣ୍ଡିଗଡ଼: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ପଞ୍ଜାବରେ ଦଳକୁ ଲାଗିଛି ଝଟକା । ହାତ ଛାଡ଼ିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର । ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍ ଲକ୍ ଓ ଗୁଡ୍ ବାଏ କହିଛନ୍ତି। ଫେସବୁକ୍ର ଏକ ଲାଇଭ!-->…
ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…
ବ୍ରହ୍ମପୁର : ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଅଧ୍ୟକ୍ଷ ଶ୍ରୀ ପି. ସୂର୍ଯ୍ୟ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନୋଟି ଉପଭୋକ୍ତା ମାମଲା ସମାଧାନ ହୋଇ ଟ୧,୧୩,୧୭୮ଙ୍କା କ୍ଷତିପୂରଣ ଉପଭୋକ୍ତା ଙ୍କୁ ପ୍ରଦାନ!-->…
ଆସନ୍ତା ୨୦ରୁ କଟକରେ ପ୍ରଥମ ଥର ଜିଲ୍ଲା ପଡ଼ିଆରେ ଆୟୋଜନ ହେବ ଜାତୀୟ ଆଦିବାସୀ ମେଳା…
କଟକ: ପ୍ରଦର୍ଶିତ ହେବ ଓଡି଼ଶା ସମେତ ୧୭ଟି ରାଜ୍ୟର ଆଦିବାସୀ କଳାକୃତି । ଲୋକନୃତ୍ୟ ପରିବେଷଣ ହେବ । ଷ୍ଟଲ୍ରେ ସ୍ଥାନ ପାଇବ ଆଦିବାସୀଙ୍କ ହସ୍ତଶିଳ୍ପ ଓ ଭଳିକି ଭଳି ଖାଦ୍ୟସାମଗ୍ରୀ । ସହରୀ ଦୁନିଆରେ ଆଦିବାସୀ କଳାକୃତିର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କଟକରେ ଆରମ୍ଭ!-->…
ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ପୈତୃକ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା!-->…
ଆସିକାର ପୂର୍ବତନ MLA ସରୋଜ ପାଢ଼ୀଙ୍କ କିଡନାପ୍ ନେଇ ବଢ଼ିଲା ସନ୍ଦେହ
ଭୁବନେଶ୍ୱର: ଗତକାଲିଠାରୁ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ସରୋଜଙ୍କୁ କେହି କିଡନାପ୍ କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟମେଣ୍ଟରେ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାମ ବନ୍ଦ କରିବାକୁ ଇନଟାକ୍ ପକ୍ଷରୁ କୁହାଯାଇଛି । ଇନଟାକର ସୂଚନା ଅନୁଯାୟୀ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ!-->…
ଭିଜିଲାନ୍ସରେ ହାଜର ହେଲେ ମାହାଙ୍ଗା ଆଇଆଇସି
ଭୁବନେଶ୍ୱର : ଭିଜିଲାନ୍ସରେ ହାଜର ହେଲେ ନିହାର । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି ।
ତେବେ ଭିଜିଲାନ୍ସରେ ହାଜର!-->!-->!-->…
ପୁରୀରୁ ୩ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ
ପୁରୀ : ପୁରୀ ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ୩ କେଜି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ କଣାସ ଥାନା ଅନ୍ତର୍ଗତ କେଶରପୁର ଗ୍ରାମର ଲଣ୍ଡା ଓରଫ ପଟନାୟକ, ରାଜକିଶୋର ସାହୁ ଓରଫ ରାଜୁ ଏବଂ ମାନସ ସାହୁ ଓରଫ ଗୁଣ୍ଠା ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। କିଙ୍ଗପିନ ନଣ୍ଡାକୁ!-->…
ରାଜ୍ୟ ପ୍ରଦୂଷଣ ବୋର୍ଡର ବିନାନୁମତିରେ ପଣ୍ୟ କାରବାର ବଢ଼ାଇଛି ପାରାଦୀପ ବନ୍ଦର
ପାରାଦୀପ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ବାରମ୍ବାର ଉପେକ୍ଷା ଓ ଉଲ୍ଲଂଘନ କରି ଏବେ ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ(ପିପିଏ) । ୨୦୧୭ ମସିହାରୁ ପଣ୍ୟ କାରବାରରେ ଲଗାତାର ରେକର୍ଡ କରି ଚାଲିଥିବା ପିପିଏ, ଏହି କାରବାର ନିମନ୍ତେ ପ୍ରଦୂଷଣ!-->…