Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ବାଜି ମାରିଲେ ବାରକ୍ସ ଫୁଟବଲ କ୍ଲବ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର : ଚଳିତ ମାସ 8ତାରିଖ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ମେଡିକାଲ ଖେଳ ପଡିଆରେ ଆଜି ଉଦଯାପିତ ହୋଇ ଯାଇଛି ଏହି ଉଛବରେ ମୁଖ୍ୟ ଅତିଥି ରୂପେ ସାଂସଦ ଚନ୍ଦ୍ରଶେଖର ସାହୁ, ସନ୍ନମାନିତ ଅତିଥି ରୂପେ!-->!-->!-->…
ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍ ଜବତ
ରାଉରକେଲା: ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚଣ୍ଡିପୋଶ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ!-->…
ସାଂସଦ ଅପରାଜିତାଙ୍କ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ
ଭୁବନେଶ୍ୱର : ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦଙ୍କ ତୃତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ମୁଖ୍ୟତଃ ଜନସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି, ସମାଧାନ ଏବଂ ଜନସାଧାରଣ ନିକଟରେ!-->…
ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ସୋନିଆଙ୍କୁ ଚିଠି ଲେଖିବି : ସୁର ରାଉତରାୟ
ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶା କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରୁ ନ ଥିବା ବେଳେ ଦଳର ହାଇକମାଣ୍ଡ ଯାହା ନିଷ୍ପତି ନେବେ ସେ ତାହାକୁ ଗ୍ରହଣ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ। ତେବେ ପୂର୍ବରୁ!-->…
ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି!-->…
ଶେଷ କିଶାନଙ୍କୁ ଦେଖି ଭାବବିହ୍ୱଳ ହେଲେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କୁ ଭେଟିଛନ୍ତି ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଶାନ। ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଗସ୍ତ ବେଳେ ଶ୍ରୀ କିଶାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ୪ ବର୍ଷ ତଳର ସ୍ମୃତିକୁ ରୋମନ୍ଥନ କରିଛନ୍ତି। ଜର୍ମାନୀରେ!-->…
ଛାତ୍ରୀ ନିଖୋଜ ଘଟଣା : ପୁରୁଷବନ୍ଧୁଙ୍କ ସହ ସ୍ୱିଟି ପଶ୍ଚିମବଙ୍ଗରୁ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ସୁଇଟ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ!-->…
ରାଜ୍ୟରେ ଆଉ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪ଜଣ ସଂକ୍ରମିତ ରହିଛନ୍ତି!-->…
ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮)!-->…
ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍
ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ!-->…