Sign in
Sign in
Recover your password.
A password will be e-mailed to you.
ଗୁଜରାଟ ଦଙ୍ଗା ମାମଲା: ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ ଗିରଫ
ଅହମ୍ମଦାବାଦ: ଶନିବାର ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼(ଏଟିଏସ) ଚର୍ଚ୍ଚିତ ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ଗିରଫ କରିଛି। ସେ ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ଗିରଫ ପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଛି। ଏତଲା!-->…
ତିନି ଟ୍ରାକ୍ଟରରୁ ବ୍ୟାଟେରୀ ଓ ତେଲ ଚୋରି, ଥାନାରେ ଏତଲା
ପାତ୍ରପୁର : ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ କୋଳିହଳା ଗ୍ରାମରେ ଶୁକ୍ରବାର ମଧ୍ୟ ରାତିରେ ତିନି ଗୋଟି ଟ୍ରାକ୍ଟର ଗାଡ଼ି ରୁ ବ୍ୟାଟେରୀ ଓ ତେଲ ଚୋରି ହୋଇଥିବା ନେଇ ଜରଡା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗ୍ରାମର ଚକ୍ରପାଣି ସାହୁ ଓ ଶିବ ଶଙ୍କର ସାହୁ ଙ୍କ ତିନୋଟି!-->…
ଚିକିଟିରେ” ମୋ ଗେହ୍ଲା ଝିଅ” ଓ “ନିର୍ଭୟ କଢି” କାର୍ଯ୍ୟକ୍ରମ
ଚିକିଟି : ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଆଜି "ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଡିପିଓ ଗୀତାଞ୍ଜଳୀ ପାଣିଗ୍ରାହୀ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ!-->…
ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ
ରାଉରକେଲା : ସୁନ୍ଦରଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଡାକ୍ତର ପରାଗ ହର୍ଷଦ ଗାଭାଲି ଶନିବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ରାଉରକେଲାର ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା!-->…
୨୦୨୫ ସୁଦ୍ଧା ଓଡ଼ିଶା ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ହେବ – ଶ୍ରମ ମନ୍ତ୍ରୀ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଥିବା ସମୀକ୍ଷାରେ ମନ୍ତ୍ରୀ ଶ୍ରୀ!-->…
ନିଷିଦ୍ଧ ନିଶାଦ୍ରବ୍ୟର ବିରୋଧରେ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୁଦ୍ଧ ଦିବସ ଅବସରରେ ଆନ୍ତଃଜିଲ୍ଲା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ!-->…
ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ, ପାଞ୍ଚଟି ଆଇଇଡି ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ଫୁଲମପାଡ଼ ଗ୍ରାମ ଅଞ୍ଚଳରେ ନକ୍ସଲ ଦ୍ୱାରା ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ଏବଂ କୌଣସି ଏକ ବଡ଼ ଘଟଣା ଘଟଇବା ପାଇଁ ପାଞ୍ଚଟି ଆଇଇଡି ନକ୍ସଲ ଖଞ୍ଜିଥିଲେ!-->!-->!-->…
ଚାକିରି କରାଇ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ଗିରଫ
ମାଲକାନଗିରି : ଜଗତସିଂପୁର ତିର୍ତ୍ତୋଲରୁ ଚାକିରି ଦେବା ନାଁରେ ଲୁଟ କରିଥିବା ଅଭିଯୁକ୍ତକୁ ଗିରଫ କଲା ମାଥିଲି ପୋଲିସ । ପ୍ରାୟ ତିରିଶ ଲକ୍ଷ ଟଙ୍କା ଲୁଟ କରିଥିବା ଲୁଟେରାର ନା ହେଉଛି ସ୍ମୁତି ଶେଖର ଜେନା । ମାଥିଲି ପୋଲିସ କୁ ମିଳିଛି ବଡ଼ ସଫଳତା । ଚାକିରୀ ଯୋଗାଇ ଦେବା କହି ପ୍ରାୟ ୩୦!-->…
ବିଶାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମ ପ°ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଣ୍ଟାସାରୁ ଗ୍ରାମର ତିଲାଇ ହନ୍ତାଳ, (ବୟସ-୭୦ )ନାମକ ଜଣେ ବୃଦ୍ଧା ଆଜି ସକାଳେ କିଛି ବନଜାତ ଦ୍ରବ୍ୟ ସ°ଗ୍ରହ ଉଦ୍ଦେଶ୍ୟରେ ନିକଟସ୍ଥ ଜ°ଗଲକୁ!-->…
ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ : ବିପୁଳ ସାମଗ୍ରୀ ସହ ୨ ଗିରଫ
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର :- କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଞ୍ଚଳ ରେ ଚାଲିଥିବା ଏକ ବେ ଆଇନ ନକଲି ମଦ ତିଆରି କାରଖାନା କୁ ଠାବ କରାଯାଇଥିବା ବେଳେ ଦୁଇ ଜଣ କୁ ଗିରଫ ସହ ମଦ ତିଆରି ସାମଗ୍ରୀ!-->!-->!-->…