ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର

ରାଉରକେଲା,(୧୫/୦୫) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଂଏଟ ଓ ସେକ୍ଟର ୨୨ଏମ୍ପେ୍ଲାଇଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲ।। ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ର ନିର୍ଦ୍ଦେଶକ

ବିଦ୍ୟୁତ୍ ସମସ୍ୟା ନେଇ ଚିତ୍ରକୋଣ୍ଡା ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ

ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବହୁ ଗ୍ରାମରେ ଦୁଇ ଦିନ ଧରି ବିଦ୍ୟୁତ୍ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବିଦ୍ୟୁତ୍ ସେବା ଓ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇ ଆଜି ଅପରାହ୍ନ ସୁଦ୍ଧା କରେଣ୍ଟ

ଚିତ୍ରକୋଣ୍ଡାଠାରେ ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ନୂଆ ଥାନା ଅଧିକାରୀ ଭାବରେ ଅନିଲ କୁମାର ପରିଡ଼ା ଯୋଗଦେବା ପରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଚିତ୍ରକୋଣ୍ଡା ଶାଖା ର ସଦସ୍ୟ ମାନେ ନୂଆ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ଫୁଲ ତୋଡ଼ା ସହ ସ୍ବାଗତ ସମ୍ବର୍ଦ୍ଧନା

ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ସାହିତ୍ୟ ଜ୍ୟୋତି ସମ୍ମାନ

ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ କରଯାଇଛି l କଟକ ସlରଳା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ର ଏକ

ତାରାତାରିଣୀ ମନ୍ଦିର ପ୍ରତିଷ୍ଠାରେ ନିମନ୍ତ୍ରିତ ସାମ୍ବାଦିକମାନଙ୍କୁ ଗେଟରେ ଥିବା କନେଷ୍ଟବଳଙ୍କ ଦୁର୍ବ୍ୟବହାର

ଛତ୍ରପୁର(୧୫/୦୫) : ତାରାତାରିଣୀମନ୍ଦିର ଦୀର୍ଘ ୧୮ବର୍ଷ ପରେ ଜୀର୍ଣ୍ଣଧାର ମନ୍ଦିର ର ନୂତନ ନବ କଳେବର କରି ପ୍ରତିଷ୍ଠା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ, ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ର ପୁର ପିଡିସିନ୍ଧେ ଦତ୍ତା ତ୍ରୟ

ଜାତୀୟ କ୍ୱାନକି ଡୋ ଚାମ୍ପିଅନସିପରେ ସୁନ୍ଦରଗଡ ଜିଲ୍ଲାର ସଫଳତା

ରାଉରକେଲା : ଚଳିତ ମାସ ତା ୭ ଏବଂ ୮ ତାରିଖରେ ଗୋଆ ସ୍ଥିତ ଡନ ବସ୍କୋ ସ୍କୁଲ ରେ ତୃତୀୟ ଜାତୀୟ କ୍ୱାନକି ଡୋ ଚାପିଅନସିପ ଉଦଯାପିତ ହୋଇଯାଇଅଚ୍ଛି । ଏହି ଚାମ୍ପିଅନସିପ ରେ କ୍ବାନ କି ଡୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ୧୮ ଟି ରାଜ୍ୟ ରୁ ମୋଟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ସ୍କୁଲ କର୍ତ୍ତୃପକ୍ଷ ଓ ବନ ବିଭାଗ ଜାଣତରେ 5ଟି ସ୍କୁଲ ଘର ରୂପାୟନ ନାଁରେ କାଟିବିକି ଦେଲେ ଶହ ଶହ ଗଛ

ରାଉରକେଲା (୧୫/୦୫) : ଗତକାଲି ସ୍କୁଲ ଘର ନିର୍ମାଣ ନା ରେ କାଟି ନେଇ ଗଲେ ସ୍କୁଲ ରେ ଥିବା ଶହ ଶହ ଗଛ, ନା ଅଛି ଜଏଣ୍ଟ ଭେରୀଫିକେଶନ, ନା ବନବିଭାଗ ର ତଦନ୍ତ, ଏତେ ମାତ୍ରାରେ କିପରି ଗଛ କଟା ଗଲା ଏବଂ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଝରକା ପାଖରୁ ତା ଏବେ ପ୍ରଶ୍ନ ଥିବା ବେଳେ ପ୍ରଧାନ

ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ନୂଆଦିଲ୍ଲୀ: ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର। ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ

ବିକେୟୁ ଦୁଇ ଫାଳ: କୃଷକଙ୍କ ସମସ୍ୟା ଛାଡ଼ି ରାଜନୀତି କରୁଥିବାରୁ ତଡ଼ା ଖାଇଲେ ଟିକାୟତ

ଲକ୍ଷ୍ନୌ: ଭାରତୀୟ କିଷାନ ୟୁନିଅନ(ବିକେୟୁ) କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୃଷି ଆଇନ ଲାଗୁ ହେବା ପରେ କୃଷକମାନେ କରିଥିବା ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ବିକେୟୁରୁ ବିଦା କରାଯାଇଛି। ରାକେଶଙ୍କ ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ

୧୮୫୭ ‘ବିଦ୍ରୋହ’: ୨୮୨ ସୈନିକଙ୍କ ମିଳିଲା କଙ୍କାଳ

ଚଣ୍ଡିଗଡ଼: ଅମୃତସର ନିକଟରେ ଚାଲିଥିବା ଏକ ପ୍ରତ୍ନତାତ୍ତ୍ୱିକ ଖନନ କାଳରେ ସେଠାରୁ ୧୮୫୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୮୨ ଜଣ ଭାରତୀୟ ସୈନିକଙ୍କ କଙ୍କାଳ ମିଳିଛି। ଏହି ସୂଚନା ଦେଇଛନ୍ତି, ପଞ୍ଜାବ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ