Sign in
Sign in
Recover your password.
A password will be e-mailed to you.
ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…
ବ୍ରହ୍ମପୁର : ସରଧାବାଲି ସ୍ଥିତ ନିବାସ ଏନକ୍ଳାଭ ଆପାର୍ଟମେଣ୍ଟ ର ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସୋସାଇଟି ର ସଭାପତି ପ୍ରକାଶ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର!-->!-->!-->…
ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ…
ଫୁଲବାଣୀ:-ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ କନ୍ଧମାଳ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବରେ!-->…
ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ…
ବ୍ରହ୍ମପୁର :-ପ୍ରତ୍ୟେକ ବର୍ଷ ଜୁନ ମାସର ୨୬ ତାରିଖକୁ ସାରା ବିଶ୍ୱ ରେ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ଭାବେ ପାଳିତ ହୋଇ ଆସୁଅଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଦିବସକୁ ପାଳନ କରାଯାଇଛି ।!-->!-->!-->…
ଚୋରୀ କାରବାକୁ ଯାଇ ଚୋର ପାଇଲା ପ୍ରଜାକୋଟ ରେ ଦଣ୍ଡ ପୁଣି ଆଇନ ର ଦଣ୍ଡ..!
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର :- ଗତ ସମବାର ଟାଟାବେଞ୍ଜ ଛକ ରେ ଥିବା ଖାଣ୍ଟି ଓଡ଼ିଆ ହୋଟେଲ ରେ ହେଇଥିବା ଚୋରି ଘଟଣା କୁ ନେଇ ବୈଦ୍ୟନାଥପୁର ଥାନା ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଇତନ୍ୟପୋଡ଼ା ଗ୍ରାମ ର କେ. ସାଗର ରେଡ୍ଡୀ କୁ ଗିରଫ କରି କୋର୍ଟ!-->!-->!-->…
ଦିନେ ଥିଲେ ଆଇସିସି ଅମ୍ପାୟାର, ଏବେ ବିକୁଛନ୍ତି କପଡ଼ା ଓ ଜୋତା
ଇସଲାମାବାଦ: ସମୟ କେତେବେଳେ କାହାକୁ କେଉଁଠି ଆଣି ଛିଡ଼ା କରିବ, ସେକଥା କେହି ବି ଜାଣି ନାହାନ୍ତି। ଦିନ ଯେଉଁ ବ୍ୟକ୍ତି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଗୁଡ଼ିକର ଅମ୍ପାୟାରିଂ କରୁଥିଲେ, ଆଜି ସେ କପଡ଼ା ଓ ଜୋତା ବିକ୍ରି କରୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପାକିସ୍ତାନର ଅଶଦ!-->…
ଶିବସେନା ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ
ମୁମ୍ବାଇ: କିଏ ହେବ ଶିବସେନା ଉତ୍ତରାଧିକାରୀ । ଦଳ ଉପରେ ହକକୁ ନେଇ ଜୋରଦାର ହୋଇଛି ଲଢେଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ୭ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ କ୍ଷମତା ଦିଆଯାଇଛି ।!-->…
ବିରୋଧୀ ମେଣ୍ଟରେ ଫାଟ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନେଇ ଏବେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥତ୍ୱକୁ ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିବାରେ ଲାଗିଛନ୍ତି। ଓଡ଼ିଆ ଝିଅ!-->…
ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶଙ୍କ ଦଳ
ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଭେଟିବା ପରେ ଏହା କହିଛନ୍ତି ଅଠାୱାଲେ । ସେ କହିଛନ୍ତି ଯେ, ଯଦି!-->…
ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ, ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି
ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ ହେଉଛି। ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଶନିବାର ସୁଦ୍ଧା ୧୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଶେଷ କରି ଏହି ବନ୍ୟାରେ ଚର୍ଚ୍ଚର ଜିଲ୍ଲାର ସିଲଚା ଟାଉନରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରପେଟା ,!-->…
ମୋଟରସାଇକେଲ ଦୁର୍ଘଟଣା : ଚାଳକ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ 59 ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି | ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ!-->…