ରାମ ମନ୍ଦିର ନିର୍ମାଣ ଖବର ଶୁଣି ନେପାଳବାସୀ ଖୁବ ଖୁସି, ନେପାଳ ବିନା ପ୍ରଭୁ ରାମ ଅସମ୍ପୂର୍ଣ୍ଣ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ

ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ

ମହିଳା ଓକିଲଙ୍କୁ ସର୍ବସମ୍ମୁଖରେ ଗୋଇଠା, ବିଧା ମାଡ଼

ବେଙ୍ଗାଲୁରୁର: ସର୍ବସମ୍ମୁଖରେ ମହିଳା ଓକିଲଙ୍କ ପ୍ରତି ଅଶୋଭନୀୟ ଆଚରଣ। ନିଜର ହିତାହିତ ଜ୍ଞାନ ଭୁଲି ମହିଳା ଓକିଲଙ୍କୁ ଆକ୍ରମଣ କଲେ । ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ଅତି ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ

ASI ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ଭୁବନେଶ୍ବର: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ସୁପରିଟେଣ୍ଡେଟ । ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ ବେଆଇନ ଭାବେ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ

ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ, ୨୭ରେ କେରଳ

ନୂଆଦିଲ୍ଲୀ: ଚାଷୀ କୂଳଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ମୌସୁମୀ। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆଣ୍ଡାମାନ

ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଆଣିବ ବିଏମ୍‍ସି

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି

ବଜରଙ୍ଗ ଦଳର କ୍ୟାମ୍ପରେ ବନ୍ଧୁକ ଚାଳନାର ଟ୍ରେନିଂ !

ବେଙ୍ଗାଲୁରୁ: ବଜରଙ୍ଗ ଦଳର କ୍ୟାମ୍ପରେ ସଦସ୍ୟମାନଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଛି। ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସଂଗଠନ ପକ୍ଷରୁ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। ବଜରଙ୍ଗ ଦଳର ନେତା ରଘୁ ସକଲେଶପୁର କହିଛନ୍ତି ଯେ

ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର

ଜଗତସିଂହପୁର: ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର । ତେବେ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା କଲେ ଡ଼ାକ୍ତର । ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତ୍ତୋଳ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାଡ଼ମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ

ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି ‘ଦି କଶ୍ମୀର ଫାଇଲସ୍‌’: ଫାରୁକ ଅବଦ୍ଦୁଲା

ଜମ୍ମୁ: ଜମ୍ମୁ-କଶ୍ମୀରେ ଲଗାତାର କଶ୍ମୀର ପଣ୍ଡିତଙ୍କ ଉପରକୁ ହେଉଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ସେ କହିଛନ୍ତି ଯେ, ‘ଦି କଶ୍ମୀର ଫାଇଲସ୍‌’ ଭଳି ସିନେମା ବନ୍ଦ ହବା ଉଚିତ୍‌। କାରଣ ଏହି ସିନେମା ଉଭୟ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ

ଭୁବନେଶ୍ୱରରେ ହେବ ବିଶ୍ୱ ସ୍ତରୀୟ କ୍ରିକେଟ୍ ଏକାଡେମୀ

ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏବଂ ଯେଉଁମାନେ କ୍ରିକେଟ୍ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱର ନିକଟ ବରୁଣାଇରେ ଆର୍ଟ ଷ୍ଟାଡିୟମର ସ୍ଥିତି, ଅଭ୍ୟାସ ଗ୍ରାଉଣ୍ଡ, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଭଳି ବିଶ୍ୱ ସ୍ତରୀୟ