ଏମାର ମଠ ପରିସର ଖନନରୁ ମିଳିଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍‌ଆଇ ଟିମ୍‌, ଗଙ୍ଗ ସାମ୍ରାଜ୍ୟ ସମୟର ଅନୁମାନ

ପୁରୀ: ଏମାର ମଠ ପରିସର ଖନନ ନିକଟରେ ସରିଲା ଏଏସଆଇର ଅନୁଧ୍ୟାନ। ଖନନ ସ୍ଥାନରେ ଥିବା ସିଂହ ମୂର୍ତ୍ତି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥିବା ଅନୁମାନ । ଏକ ୱଲ୍‌ର ଅବଶିଷ୍ଟାଂଶ ମିଳିଛି । ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ । ହାଇକୋର୍ଟରେ ମାମଲା ଥିବାରୁ ଅଧିକ କିଛି କହିବା ପାଇଁ

ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ । ଚଳିତଥର ମୋଟ ପାସହାର ୮୭.୨୦ ପ୍ରତିଶତ ରହିଛି । ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି ୯ ହଜାର ୩୯ ଜଣ ଛାତ୍ରଛାତ୍ରୀ । ଏ-୨ ଗ୍ରେଡରେ ୫୮ ହଜାର ୯୯୧ ଜଣ, ବି-୧ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ପାସ୍ ହୋଇଛନ୍ତି । ସେହିଭଳି ବି-୨

ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ । ବେଟିଂରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ଏହା ଛଡ଼ା ୯ଟି ମୋବାଇଲ ଫୋନ୍, ଗୋଟିଏ କାର୍ ବି ଜବତ କରିଛି ପୋଲିସ । ଆଇପିଏଲ୍ ବେଟିଂ

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୯ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡିଛି । ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହାସହିତ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଥୁଆମୂଳ ରାମପୁର ସିନ୍ଧି ପଦର ପଞ୍ଚାୟତରୁ ପିଡିଏସ ଚାଉଳ

ଅଧ୍ୟାପକଙ୍କୁ ନିଯୁକ୍ତି ଦେଲା ଷ୍ଟେଟ ସିଲେକ୍ସନ ବୋର୍ଡ

ଭୁବନେଶ୍ୱର: ପୁଣି ଟ୍ରାକକୁ ଫେରିବ କରୋନାରେ ଧିମା ପଡ଼ିଥିବା ରାଜ୍ୟ ଶୈକ୍ଷିକ ବାତାବାରଣ । ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ ବା ଏସଏସବି ପକ୍ଷରୁ ୯୭୨ରୁ ୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫-୧୬ରେ ୧୫୧୦ ଜଣ ଏସଏସବି

ବାରବାଟୀ ଷ୍ଟାଡିୟମର ନାହିଁ ଫାୟାର ସେଫଟୀ ସାର୍ଟିଫିକେଟ୍, ଓସିଏକୁ ମାନବାଧିକାର କମିଶନଙ୍କ ରିପୋର୍ଟ

କଟକ: ଅନିଶ୍ଚିତତାରେ ବାରବାଟୀ ଟି-୨୦। ବାରବାଟୀ ପରି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସାର୍ଟିଫିକେଟ୍। ବିଶ୍ଵାସ ନହେଲେ ବି ଏହି ଖବର ସତ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି

ଚିଦାମ୍ବରମ ଲିଙ୍କ୍‌ରେ ଝାରସୁଗୁଡାରେ ସିବିଆଇ ଯାଞ୍ଚ

ଝାରସୁଗୁଡା: ପି. ଚିଦାମ୍ବରମ ୨୦୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କଂଗ୍ରେସ ନେତା କାର୍ତ୍ତି

ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ

ଜଗତସିଂହପୁର: ବିବାହ ବନ୍ଧନରେ ବାନ୍ଧିହେବେ ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ। ତାଙ୍କ ପ୍ରେମିକା ତଥା ଜଗତସିଂହପୁର ପୌରାଞ୍ଚଳ ଦେଉଲି ଗ୍ରାମେଶ୍ୱରର ସୋମାଲିକା ଦାଶଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ବିବାହ ପାଇଁ ଉଭୟ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସ୍‌ରେ ଆବେଦନ

ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ

ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ନୂଆ ଗେଟରେ ଝଲସିବ ବିଶ୍ବବିଦ୍ୟାଳୟର ମୁଖଶାଳା । ପ୍ରଶସ୍ତ ରାସ୍ତା ସାଙ୍ଗକୁ ଗେଟ୍ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ । ବାଣୀବିହାର ଓଭରବ୍ରିଜଠାରୁ ୮ ଶହ ମିଟର ନୂଆ ରାସ୍ତା ନିର୍ମାଣ କରାଯିବ । ଏହାର ଡିଜାଇନ୍ କରିଛନ୍ତି

କାଳବୈଶାଖୀ ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୩ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୧୩ ଜିଲ୍ଲାଗୁଡିକ