Sign in
Sign in
Recover your password.
A password will be e-mailed to you.
ସିମନବାଡି ହାଇସ୍କୁଲରେ ବାର୍ଷିକ ଉତ୍ସବ…
ଦାରିଙ୍ଗବାଡି : ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୨ ପାଳନ ହୋଇଯାଇଛି । ଏହି ଅବସରରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରି ସରୋଜିନୀ ନାୟକଙ୍କ ସଭାପତିତ୍ୱ କ୍ରମେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ । ଅତିଥି!-->!-->!-->…
ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର…
ଫୁଲବାଣୀ /ବାଲିଗୁଡ଼ା:କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ :ସିସିସି ଲେଙ୍କାଖାଲି ଓ ଡ୍ରାଗନ ଏକାଦଶ ଦଳ ବିଜୟୀ
ହିଞ୍ଜିଳି : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ମଙ୍ଗଳବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।!-->!-->!-->…
ଗିତା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ମନ୍ଦିର, ଓ ରାଧାକୃଷ୍କଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି। ପଣ୍ଡିତ ସଙ୍କର୍ଷଣ ପାଠୀ( ନନ୍ଦିକ)ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ!-->!-->!-->…
ନବରଙ୍ଗପୁର ଜିଲ୍ଲାପାଳ ,ଏସ ପି ଙ୍କ ରାଇଘର ଗସ୍ତ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଦୁର୍ନୀତି କାର୍ଯ୍ୟର…
ଉମରକୋଟ : ରାଇଘର ସଦରମୋହକୁମା, ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକରେ ଆଜି ଡ଼କ୍ଟର, କମଳ ଲଚନ ମିଶ୍ର, କଳଲେକ୍ଟର ଓ ସୁପେରଣ୍ଟେଣ୍ଡେଣ୍ଟ ଅଫ ପୋଲିସ ମହାଦୟା ଏମଏସ, ଏସ, ସୁଶ୍ରୀ ରାଇଘର ଗସ୍ତ କରି ବିଭିନ୍ନ ଦୁର୍ନୀତିକରନ ଓ ଉନ୍ନତିମୂଳକ କାର୍ଯ୍ୟର ଦେଖ ରେଖ କରିବା!-->!-->!-->!-->!-->!-->!-->!-->!-->…
ବଡ଼ ମେଡ଼ିକାଲ୍ ବଞ୍ଚାଅ ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଓ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱିତୀୟ…
ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ "ବଡ଼ ମେଡ଼ିକାଲ୍!-->…
ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…
ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ .
ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ...
ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ
ଉତ୍ସବ ରେ ଯୋଗ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ସମ୍ବାଦପତ୍ର ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏହି!-->!-->!-->…
ଗୁଣିଆ ସନ୍ଦେହ ରେ ଗ୍ରାମୀଣ କୁ ହତ୍ୟା ସନ୍ଦେହ ୫ ଅଟକ…
ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକେଣ୍ଡା ଗ୍ରାମରେ ଜୈନେକ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ!-->!-->!-->…
ବିଜୁଳି ଆଘାତ ରେ ତିନି ଗୋରୁଙ୍କ ମୃତ୍ୟୁ…
ଚିତ୍ରକୋଣ୍ଡା:- ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଂଚଳ ତଥା ପାପରମେଟେଲା ପଞ୍ଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ଭୀଷଣ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପାପରମେଟେଲା ଓ ଆଖ ପାଖ ଅଞ୍ଚଳରେ ଭୀଷଣ ବିଜୁଳି ମାରିବା ସହ ଘଡଘଡି ସହ ବର୍ଷା ହୋଇଥିଲା । ବିଜୁଳି!-->…