Sign in
Sign in
Recover your password.
A password will be e-mailed to you.
ରାଜ୍ୟ ପୁଲିସ ଓ ପରିବହନ ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର
କଟକ: ରାଜ୍ୟରେ ଦୁର୍ଘଟଣାଜନିତ ଅନୁସନ୍ଧାନକୁ ସଠିକ ଢଙ୍ଗରେ କିପରି କରାଯାଇ ପାରିବ ସେନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର କଟକର ସହିଦ ଭବନରେ ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ପୁଲିସ ଓ ପରିବହନ ବିଭାଗର ମିଳିତ ସହଯୋଗରେ ୩ଟି ଜିଲ୍ଲାର ୪୦ ପୁଲିସ ଅଧକାରୀ ଓ ୧୫ ଜଣ ପରିବହନ ଅଧିକାରୀ ପ୍ରଶିକ୍ଷଣ!-->…
ପ୍ରଥମ ମହଲାରୁ ଖସି ପୁରୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଗୁରୁତର
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର ପ୍ରଥମ ମହଲାରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମାଙ୍କଡ଼ ଗୋଡ଼ାଇବାରୁ ସେ ତଳକୁ ଖସି ପଡ଼ିଥିଲେ। ତାଙ୍କର ଦୁଇ ଗୋଡ଼ରେ ଆଘାତ ଲାଗିଛି।!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅରୁଣ!-->…
ସ୍କୁଲରେ ପାଠପଢ଼ା ଅବଧି ବୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ବର: ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ । ବର୍ତ୍ତମାନ ସ୍କୁଲର ପାଠପଢ଼ା ସମୟ ସକାଳ ୬!-->…
ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା
ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ' କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି!-->…
ଦିପୁ-ଓମ୍ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
କଟକ : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ!-->…
ମହିଳା ଟି-୨୦ ଚାଲେଞ୍ଜରେ ପ୍ରିୟଙ୍କା, ସୁଜାତା: ମାଧୁରୀ ପୁଣି ଉପେକ୍ଷିତ
କଟକ: ପୁଣେର ଏମ୍ସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ମହିଳା ଟି-୨୦ ଚାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇଜଣ ଖେଳାଳି ମନୋନୀତ ହୋଇଛନ୍ତି। ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧିନ ଟ୍ରେଲବ୍ଲେଜର୍ସ ଦଳରେ ଓଡ଼ିଶାର ଦ୍ରୁତ ବୋଲର ସୁଜାତା ମଲ୍ଲିକ ଓ ସ୍ପିନର ପ୍ରିୟଙ୍କା ପ୍ରିୟଦର୍ଶିନୀ!-->…
ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ
ନୂଆଦିଲ୍ଲୀ : ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି ଭାରତ ସରକାର । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ ।ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,!-->…
‘ବୈବାହିକ ବଳାତ୍କାର’ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ବିରୋଧରେ ସୁପ୍ରିମ୍ କୋର୍ଟରେ ହେଲା ଆବେଦନ
ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟକୁ ଚ୍ୟାଲେଞ୍ଜ କରି ଶୀର୍ଷ ଅଦାଲତ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଆବେଦନ ଦାଖଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଖୁସବୁ ସୈଫି ଦିଲ୍ଲୀ ହାଇକୋର୍ଟରେ କରିଥିବା ଏକ ଆବେଦନକୁ ଗତ ମେ ୧୧!-->…
ଆଜମ ଜଣେ ଜମି ମାଫିଆ ଓ ଅଭ୍ୟାସଗତ ଅପରାଧୀ: ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଲେ ଉତ୍ତରପ୍ରଦେଶ ସରକାର
ନୂଆଦିଲ୍ଲୀ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଜମି ମାଫିଆ ବୋଲି କହି ସୁପ୍ରିମକୋର୍ଟରେ ଜାମିନକୁ ଉତ୍ତରପ୍ରଦେଶ ସରକାର ବିରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଆଜମ ଖାନ ଜଣେ ଅଭ୍ୟାସଗତ ଅପରାଧୀ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ!-->…