ଶିବସେନା ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ

ମୁମ୍ବାଇ: କିଏ ହେବ ଶିବସେନା ଉତ୍ତରାଧିକାରୀ । ଦଳ ଉପରେ ହକକୁ ନେଇ ଜୋରଦାର ହୋଇଛି ଲଢେଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ୭ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ କ୍ଷମତା ଦିଆଯାଇଛି ।

ବିରୋଧୀ ମେଣ୍ଟରେ ‍ଫାଟ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନେଇ ଏବେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥତ୍ୱକୁ ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିବାରେ ଲାଗିଛନ୍ତି। ଓଡ଼ିଆ ଝିଅ

ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶଙ୍କ ଦଳ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଭେଟିବା ପରେ ଏହା କହିଛନ୍ତି ଅଠାୱାଲେ । ସେ କହିଛନ୍ତି ଯେ, ଯଦି

ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ, ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ ହେଉଛି। ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଶନିବାର ସୁଦ୍ଧା ୧୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଶେଷ କରି ଏହି ବନ୍ୟାରେ ଚର୍ଚ୍ଚର ଜିଲ୍ଲାର ସିଲଚା ଟାଉନରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରପେଟା ,

ମୋଟରସାଇକେଲ ଦୁର୍ଘଟଣା : ଚାଳକ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ 59 ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି | ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ

ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନୂତନ ଭାବେ ମନ୍ତ୍ରୀପଦ ପାଇଥିବା ଚିକିଟି ବିଧାୟିକା ତଥା କୋଠାବାଡ଼ି ଏବଂ ନଗର ଉନ୍ନୟନ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ମନ୍ତ୍ରୀ ଶ୍ରୀମତୀ

ବାଲଠାକରେଙ୍କ ନାମକୁ ବ୍ୟବହାର କରିବାକୁ ବିଦ୍ରୋହୀଙ୍କୁ ମନା, ପ୍ରସ୍ତାବ ପାରିତ  

ମୁମ୍ବାଇ: ବିଦ୍ରୋହୀ ନେତାଙ୍କ ବିରୋଧରେ ଆକ୍ସନମୋଡକୁ ଆସିଛି ଶିବସେନା। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଏକ

ହସ୍ପିଟାଲର ୮ ମହଲା ଉପରୁ ଡେଇଁ ପଡ଼ିଲେ ରୋଗୀ

କୋଲକାତା: ହସ୍ପିଟାଲର ୮ ମହଲା ଉପରୁ ଡେଇଁ ପଡିଲେ ରୋଗୀ। କୋଲକାତା ମଲ୍ଲିକ ବଜାର ସ୍ଥିତ ନ୍ୟୁରୋ ସାଇନ୍ସ ହସ୍ପିଟାଲରେ ଘଟିଛି ଏଭଳି କିଛି ଘଟଣା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳୁ ଜଣେ ମାନସିକ ରୋଗୀ ହସ୍ପିଟାଲର ଝରକା ଦେଇ ୮ମ ମହଲାର ବାଲକୋନୀରେ

ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଲା Z ସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ଶ୍ରୀ ସିହ୍ନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ

ଭିଜିଲାନ୍ସ ରେଡ୍‌ ବେଳେ ଫୁଟିଲା ଗୁଳି , ଆଇଏଏସ ଅଫିସର ପୁଅଙ୍କ ମୃତ୍ୟୁ

ଚଣ୍ଡିଗଡ଼: ଜଣେ ଆଇଏଏସ ଅଫିସରଙ୍କ ପୁଅଙ୍କ ଗୁଳି ମାଡ଼ରେ ମୃତ୍ୟୁ ଘଟିଛି। ପଞ୍ଜାବର ଚଣ୍ଡିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ସଞ୍ଜୟ ପୋପଲି ନାମକ ଜଣେ ଆଇଏଏସ ଅଫିସରଙ୍କ ପୁଅ କାର୍ତ୍ତିକ ପୋପଲିଙ୍କ ମୃତ୍ୟୃ ଘଟିଥିବା ପୁଲିସ କହିଛି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ପରିବାର