Sign in
Sign in
Recover your password.
A password will be e-mailed to you.
ରାଇମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ ବୋଲି ମୁଖ୍ଯମନ୍ତ୍ରୀ!-->…
ବୈତରଣୀ ନଦୀରୁ ପ୍ରାଚୀନ ମନ୍ଦିର ଶିଳାଖଣ୍ଡ ଉଦ୍ଧାର
ଧାମନଗର: ବାସୁଦବଙ୍କ ପୀଠ ସନ୍ନିକଟ ବୈତରଣୀ ନଦୀଗର୍ଭରୁ ପୂରାତନ ମନ୍ଦିରର ଭଗ୍ନାବିଶେଷ ଭଳି ଦିଶୁଥିବା ପ୍ରାଚୀନ ପଥର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ବାଲିଘାଟରେ ଟ୍ରାକ୍ଟର ଓ ଟ୍ରକରେ ବାଲି ଉତ୍ତୋଳନ ହେଉଥିବା ବେଳେ ଡୋଜରରେ ବାଲି ଉଠାଯିବା ବେଳେ ଏକ ପଥର!-->…
ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ
ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜନାର୍ଦ୍ଦନ ପଲାଇ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଜଳେଶ୍ୱରରେ ଥିବା ଘର, ଜଳେଶ୍ୱର ନୂଆବଜାରରେ ଥିବା କାର୍ଯ୍ୟାଳୟ, ୬୦ ନମ୍ବର ଜାତୀୟ!-->…
ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଅଙ୍ଗନବାଡ଼ିର ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସକାଳ ୯ଟାରୁ ଅପରାହ୍ଣ ୨ଟା ଯାଏ ଚାଲିବ । ଯେଉଁ ଅଙ୍ଗନବାଡ଼ି ସ୍କୁଲ ଗୃହରେ ଚାଲୁଛି ସେସବୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଖୋଲିବ ।
!-->!-->!-->…
ପୁଅକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବାପା
ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ!-->…
ଚୋରଙ୍କ ଅମରାବତୀ ସାଜିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ : ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଦିନ ବ୍ୟବଧାନରେ ହେଉଛି…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର : ବ୍ରହ୍ମପୁର ସହର ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରି,ଡକାୟତି, ବେଆଇନ ମଦ ବେପାର, ଏବଂ ଅନେକ ଅପରାଧ ହେଉଥିବା ସ୍ଥଳେ ଏହି କ୍ଷେତ୍ରରେ ବହୁ ପାଦରେ ଆଗରେ ରହିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ ଏହା ଚୋର ଓ ମଫିଆ ମାନଙ୍କ ଅମରାବତୀ!-->!-->!-->…
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଂଜନ ବିଶି
ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା।
!-->!-->!-->…
ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ହୋଇଥିବା ସୂଚନା
ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ଦୁଇରୁ ତିନି ଦିନ!-->!-->!-->…
ଅଲଟିମେଟ୍ ଖୋ ଖୋ ଲିଗ୍: ଫ୍ରାଞ୍ଚାଇଜ କିଣିବେ ଓଡ଼ିଶା ସରକାର
ଭୁବନେଶ୍ୱର: ଅଲଟିମେଟ୍ ଖୋ ଖୋ ଲିଗ୍ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛନ୍ତି ଓଡ଼ିଶା ସରକାର । ଖୁବ୍ ଶୀଘ୍ର ଏହି ଲିଗ୍ରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି । ଏ ବିଷୟରେ ଗୁରୁବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି!-->…
କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣା : ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ…
କଟକ : କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ। କଟକ ଗ୍ରାମାଞ୍ଚଳ ଏସ୍ପି ଏନେଇ ସୁପାରିଶ କରିଛନ୍ତି । ଏହି ମାମଲାରେ ଆହତ ହୋଇଥିବା ଗୁଣନିଧି ବିଷୋୟୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ।!-->…