ଫୁଲବାଣୀ ବିଧାୟକଙ୍କ ବାଲନ୍ଦାପଡା – ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ଆଲୋଚନା

ଫୁଲବାଣୀ (୨୩/୬) : କନ୍ଧମାଳ -ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି l ଏଥିରେ ଫିରିଙ୍ଗିଆ ବି ଡିଓ

କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି : ନରସିଂହ ମିଶ୍ର

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ଭୋଟ ଦେବନି କିମ୍ବା ସମର୍ଥନ କରିବନି । ଓଡ଼ିଶା କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଏକଥା ସ୍ପଷ୍ଟ କରିଛନ୍ତି। ତେବେ ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା

ବୁଲେର ପିକପ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଦାରିଙ୍ଗବାଡ଼ି (୨୩/୦୬) : ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁର ବ୍ରାଡିମାହା ବୁଲାଣିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଗାନ୍ଦରଗୁଡି ରାସ୍ତା ନିର୍ମାଣରେ ନିୟୋଜିତ ଥିବା ବୁଲେର ପିକପ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣ

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ୩୪ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ

ଭଦ୍ରକ/ଜୟପୁର: ଶିକ୍ଷକଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା ନେଇ ଶିକ୍ଷକଙ୍କ ନିକଟରୁ ୩୪ ଲକ୍ଷ ଟଙ୍କା ଠକେଇ। ପୁଲିସ ଅଭିଯୁକ୍ତ ସଂଗ୍ରାମ କେଶରୀ ବାରିକକୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରିଥିବା ବେଳେ ତାଠାରୁ ଏକ ସ୍କୋଡା କାର, ନଗଦ ୪୦,୦୦୦ ଟଙ୍କା, ୧୩୪ ଗ୍ରାମ ସୁନା ଶହ ଏକ ମୋବାଇଲି

ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଘଟିଛି ଦୁଃଖଦ ଘଟଣା। ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ଜମିଥିବା ପାଣିରେ ବୁଡ଼ି ୪ ଜଣ ଛୋଟ ପିଲାମାନଙ୍କ ଜୀବନ ଯାଇଛି। ମୃତକ ମଧ୍ୟରେ ୩ ଝିଅ ଓ ଜଣେ ପୁଅ ରହିଛନ୍ତି। ମୃତକଙ୍କ ବୟସ ୫ରୁ ୭

‘ମୋ ବସ’ ପାଇଁ CRUTକୁ ଜାତିସଂଘ ପକ୍ଷରୁ ମିଳିଲା ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ପରିବହନ କ୍ଷେତ୍ରରେ ଲିଙ୍ଗଗତ ସମାନତା ପାଇଁ CRUTକୁ ମିଳିତ ଜାତିସଂଘର ଜନସେବା ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ CRUTକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମିଳିତ ଜାତିସଂଘର ଜନସେବା ପୁରସ୍କାର ହେଉଛି ଜନସେବାରେ ଉତ୍କର୍ଷର ଆନ୍ତର୍ଜାତୀୟ

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମୋକଦ୍ଦମା ଗୁଡିକ ଫୈସଲା କରିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ…

ଛତ୍ରପୁର (୨୩/୦୬) : ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ବ ସମୀକ୍ଷା ଓସ୍ବାନ ଦ୍ବାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ବ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ, ରାଜସ୍ବ

ଘରୋଇ ସେନା ବାହିନୀ ତିଆରି ପାଇଁ ପ୍ରଣୟନ ହୋଇଛି ଅଗ୍ନିପଥ : ଏ.ଆଇ.ଏସ୍‌.ଏଫ୍‌

ଦେଶର ପ୍ରତିରକ୍ଷାକୁ ଧ୍ୱଂସ କରିବା ଓ ଯୁବବର୍ଗଙ୍କୁ ଠକିବାର ଏହା ଏକ ଅଭିନବ ଉପାୟଭୁବନେଶ୍ୱର(୨୩/୦୬) : ଗତ ଜୁନ୍ ୧୪ ତାରିଖରେ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଦୀର୍ଘ ତିନି ବର୍ଷଧରି ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଇଥିଲେ ସୁଦ୍ଧା କରୋନା ଆଳରେ ସେନା

କ୍ରସରରୁ ଚୋରି ମାମଲା: ଅଟୋ ସହ ଚୋରି ସାମଗ୍ରୀ ଜବତ, ୭ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ରହିଥିବା ଏକ କ୍ରସରରୁ ବିଭିନ୍ନ ଲୌହ ସାମଗ୍ରୀ ଚୋରି ହୋଇଥିବା ନେଇ କ୍ରସର ମାଲିକ ପ୍ରଶାନ୍ତ ମଲ୍ଲିକ କିଛି ଦିନ ତଳେ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ୧୯ତାରିଖରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଗୁରୁବାର

ମୁଁ ଏବେ ବି ବିଜେଡିରେ ଅଛି, ବହିଷ୍କାର ହୋଇନାହିଁ : ପ୍ରଦୀପ ପାଣିଗ୍ରାହୀ

‌ବ୍ରହ୍ମପୁର: ଦୀର୍ଘଦିନ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ