Sign in
Sign in
Recover your password.
A password will be e-mailed to you.
ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ନିସ୍ତୁକ ମାଡ଼, ଥାନାରେ ଏତଲା
ଦାରିଙ୍ଗବାଡ଼ି (୨୨/୬) : ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନଙ୍କ ନାମରେ ଆସିଛି କିଛି ଏଭଳି ଅଭିଯୋଗ । ସୂଚନା ପ୍ରକାରେ, ସିମନବାଡ଼ି ସ୍ଥିତି ଲାଦାମାଲା!-->!-->!-->…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ
ମାଲକାନଗିରି (୨୨/୬) : ମାଲକାନଗିରି ଜିଲ୍ଲା ପାଣ୍ଡରିପାଣି ଗ୍ରାମରେ ଆଜି ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମରେ ଆଜି ଏକ ପରିବାର ନିଜ ଘର ନିକଟରେ ହୋଇଥିବା କିଛି ଛତୁ ସଂଗ୍ରହ କରି ତାହାକୁ!-->!-->!-->…
ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣାରତ ୩ୱାର୍ଡବାସୀଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଅବଗତ ହେଲେ ସାଂସଦ ରମେଶ…
ମାଲକାନଗିରି (୨୨/୬) : ଦୀର୍ଘଦିନ ଧରି ସ୍ଥାଇ ଘରବାଡି ପଟ୍ଟା ପାଇବା ଦାବିରେ ମାଲକାନଗିରି ଜିଲ୍ଲା ସଦରର ୱାର୍ଡ ନମ୍ବର ୩ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଧାରଣା ଦିଆଯାଇଥିବା ବେଳେ ଆଜି ଧାରଣା ସ୍ଥଳକୁ ଯାଇ ଲୋକଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା!-->!-->!-->…
ଜିଲ୍ଲା ପରିଷଦର ୬୯ ତମ ଜିଲ୍ଳା ପରିଷଦ ବୈଠକ ଅନୁଷ୍ଠିତ
ମାଲକାନଗିରି (୨୨/୬) : ମାଲକାନଗିରି ଜିଲ୍ଲା ସଦର ମହକୁମାର ଜିଲ୍ଳା ପରିଷଦ କାର୍ଯ୍ୟଳୟରେ ଆଜି ଜିଲ୍ଲା ପରିଷଦର ୬୯ ତମ ଜିଲ୍ଳା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ!-->…
ଭାଗବତ ମନ୍ଦିର ହନୁମତ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ପାତ୍ରପୁର : ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତ ତିନିଘରିଆ ଗ୍ରାମରେ ଭାଗବତ ମନ୍ଦିର ଏବଂ ହନୁମତ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତହୋଇଥିଲା। ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ଏହି ଉତ୍ସବ ଶନିବାର ଦିନ ଆରମ୍ଭ ହୋଇ ବୁଧବାର ଦିନ ଶେଷ ହୋଇଥିଲା। ପ୍ରତିଷ୍ଠା ଦୁଇଦିନ ପୂର୍ବରୁ ଗ୍ରାମରେ ଭାଗବତ!-->…
ଅଙ୍ଗନୱାଡି କେନ୍ଦ୍ରରେ ତାଲା, ପିଲା ପାହାଚ ଉପରେ ବସି ଜଗିଲେ କର୍ମୀଙ୍କୁ
ହିଞ୍ଜିଳିକାଟୁ (୨୨/୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ ର ଅଙ୍ଗନୱାଡି କେନ୍ଦ୍ର ଠିକ୍ ରୁପେ ଖୋଲା ଯାଉନଥିବା ଓ ଅନିୟମିତତା ଅଭିଯୋଗ ହୋଇଛି। ତାହାର ଉଦାହରଣ ସ୍ୱରୂପ ୧୫ ନଂ ୱାର୍ଡ ର ବୁଧବାର ସକାଳୁ କୁନି କୁନି କୋମଳମତିଶିଶୁମାନନେ ହିଞ୍ଜିଳିକାଟୁ ପୌରପରିଷଦ!-->…
ପାନ ଦୋକାନରୁ ଜରିମାନା ଆଦାୟ
ଛତ୍ରପୁର : ଛତ୍ରପୁର ସହର ଓ ବାଇପାସ୍ ଅଂଚଳରେ ଥିବା ସମସ୍ତ ପାନ ଦେକାନ ଗୁଡିକୁ ଏକ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ଯାଂଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟଖା, ବିଡି, ସିଗାରେଟ୍, ଖଇନି ଆଦି ବିକ୍ରି ହେଉଥିବା ଯାଂଚ ବେଳେ ସ୍କ୍ୱାର୍ଡ ଦେଖିବାକୁ ପାଇଥିଲେ । ଉକ୍ତ ଦୋକାନୀ!-->…
ବ୍ରହ୍ମପୁର ଶାନ୍ତିକୁଣ୍ଡ ତରଫରୁ ଅନ୍ତରାଷ୍ଟୀୟ ଯୋଗ ଦିବସ ପାଳନ
ବ୍ରହ୍ମପୁର : ଶାନ୍ତି ଜ୍ୟୋତି ଭବନ, ନିଳାଚଳ ନଗର, ଅନ୍ତରାଷ୍ଟୀୟ ଯୋଗ ଦିବସ ପାଳନର ଶୁଭ ଅବସରରେ ଆୟୋଜିତ ଏକ ସାର୍ବଜନୀକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଦୀପ ପ୍ରଜ୍ଜ୍ବଳନ ଦ୍ବାରା କରିଛନ୍ତି ଅହମଦାବାଦର ଲୋକ ଜାଗୃତି କେନ୍ଦ୍ର ବିଶ୍ବ ବିଦ୍ୟାଳୟର ଅଧ୍ୟାପିକା ଭଗ୍ନୀ ଡା ଅନୁରାଧା ଆଚାର୍ଯ୍ୟ,!-->…
ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ (୨୨/୬) : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡିଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି lବୃନ୍ଦା ଡିଙ୍କୁ ଓଏସଏମସି ଏଲ, ଭୁବେନଶ୍ୱରକୁ ବଦଳି ହୋଇଛି l ଆଶିଷ ଈଶ୍ୱର!-->…
ଚିତି ସାପ କାମୁଡ଼ାରେ ଜଣେ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ନୀଳନ୍ତି ମଲ୍ଲିକଙ୍କୁ ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ନୀଳନ୍ତି!-->…