Sign in
Sign in
Recover your password.
A password will be e-mailed to you.
ଆମ୍ଵଗାଁ ରେ ଗୋଷ୍ଟି ସଂଘର୍ଷ, ଦୁଇ ବାଇକ ପୋଡି ପାଉଁଶ
ହିଞ୍ଜିଳିକାଟୁ (୨୧।୬) : ହିଞ୍ଜିଳିକାଟୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତ ବାଦିଆମ୍ବ ଗ୍ରାମରେ ଘଟିଛି ରାଜନୈତିକ ଆକ୍ରୋଶ। ଫଳରେ!-->…
୩ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ସହାୟତା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲଗୁଳିରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ୍ଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ!-->…
ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ ହେବ ପୁରୀ, ଖର୍ଚ୍ଚ ହେବ ୩୬୪ କୋଟି
ପୁରୀ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୁରୀ ରେଳଷ୍ଟେସନ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ ହେବ । ଏ ନେଇ ଖର୍ଚ୍ଚ ହେବ 364 କୋଟି ଟଙ୍କା । ଏଥିପାଇଁ ଟେଣ୍ଡର ହୋଇଛି । ଆଉ ଦୁଇ ମାସ ଭିତରେ କାମ ଆରମ୍ଭ ହେବ ବୋଲି ସେ!-->…
ପାଞ୍ଚ ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ହାତୀ
ପାଞ୍ଚ ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା । ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟ ପୋଖରୀ ପଙ୍କରେ ଫସିଥିବା ହାତୀର ମୃତ୍ୟୁ ହୋଇଛି । ଗତ ପାଞ୍ଚ ଦିନ ତଳେ ହାତୀଟି ପୋଖରୀରେ ପଶି ଯାଇ ପଙ୍କ ଭିତରେ ଫସି ରହିଥିଲା । ବନବିଭାଗ ଓ ଅଗ୍ନିଶମ ବାହିନୀ!-->…
ନୂଆପଡ଼ାରେ ମାଓ ହମଲା : ୩ ସିଆରପିଏଫ୍ ଯବାନ ସହିଦ
ନୂଆପଡା: ପୁଣି ନୂଆପଡ଼ାରେ ଲାଲବାହିନୀଙ୍କ ଆତଙ୍କ । ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ହମଲା ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା ହୋଇଛି। ଏହି ହମଲାରେ ୩ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଉଭୟ ପକ୍ଷ!-->…
ଅନୁଭବଙ୍କ ଘରେ ରହିବେ ବର୍ଷା
ଭୁବନେଶ୍ୱର : ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ମାମଲାରେ କଟକ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି । ଅନୁଭବଙ୍କ ଘର ଛାଡ଼ି!-->…
ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ
ରୋମ୍: ରୋମଠାରେ ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ!-->…
କୋଣାର୍କକୁ ରେଳସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ : କେନ୍ଦ୍ର ରେଳମନ୍ତ୍ରୀ
ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ । ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବ ସେ ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ!-->…
ଥାନାରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣା, ୩ ପୋଲିସ ନିଲମ୍ବିତ
ଜଳେଶ୍ବର: ଜଳେଶ୍ବର ଥାନା ପରିସରରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସବ୍ ଇନ୍ସପେକ୍ଟର ପ୍ରିୟଦର୍ଶନୀ ଖଟୁଆ, କନେଷ୍ଟବଳ ସେକ ମୈଉଦ୍ଦିନ ଓ ଏପିଆର ଜବାନ ରବୀନ୍ଦ୍ର କୁମାର ହାଁସଦା ନିଲମ୍ବିତ ହୋଇଛନ୍ତି। ଆଇଜିଙ୍କ ନିର୍ଦ୍ଦେଶରେ ଏଏସପି ଅମରେଶ!-->…
ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍: ରେଳମନ୍ତ୍ରୀ
ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୨ ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍ ଚାଲିବ। ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ସ୍ବତନ୍ତ୍ର ଟ୍ରେନ୍ ଗୁଡ଼ିକ ଚାଲିବ। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୂର୍ବ!-->…