Sign in
Sign in
Recover your password.
A password will be e-mailed to you.
ଭାରତ ଯୋଡ଼ୋ ଯାତ୍ରା ବେଳେ ବଳପୂର୍ବକ ଟଙ୍କା ଆଦାୟ: ୩ କଂଗ୍ରେସ କର୍ମୀ ନିଲମ୍ବିତ
କୋଲ୍ଲାମ: କଂଗ୍ରେସ ୮ ଦିନ ହେଲା ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ପଦଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧିଙ୍କ ଟି-ଶାର୍ଟକୁ ନେଇ ବିବାଦ ଦେଖାଯାଉଛି ତ ଆଉ କେତେବେଳେ ଦଳର ବିଶ୍ରାମ ପାଇଁ ପ୍ରସ୍ତୁତ କରାଯାଇଥିବା କଣ୍ଟେନର ବିବାଦ!-->…
ଅବକାରୀ ନୀତି ଦୁର୍ନୀତି: ୪୦ଟି ସ୍ଥାନରେ ଇଡିର ରେଡ୍
ନୂଆଦିଲ୍ଲୀ: ଲାଗୁ ହେବା ପରେ ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶବ୍ୟାପୀ ୪୦ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ଦିନକ ପୂର୍ବରୁ ବିଜେପି ପକ୍ଷରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ!-->…
ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ ଏ ନେଇ ମାମଲା ପହଞ୍ଚିଲା…
ନୂଆଦିଲ୍ଲୀ : ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ । ବୈବାହିକ ଦୁର୍ଷ୍କମକୁ ଅପରାଧିକ ଶ୍ରେଣୀରେ ଅନ୍ତୁର୍ଭୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁମିମକୋର୍ଟ!-->…
ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ, ଯିବେ ଜେଲ…
ଅହମ୍ମଦାବାଦ: ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି। ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି। ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ ଜିଗ୍ନେଶଙ୍କ ସମେତ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ!-->…
ଇସ୍ପାତ ଶିଳ୍ପରେ ସର୍ବଭାରତୀୟ ବିକ୍ଷୋଭ ସେଲରେ ସମ୍ମାନଜନକ ବୋନସ/ଏକ୍ସଗ୍ରାସିଆ ପ୍ରଦାନ ପାଇଁ ସିଟୁର ବିକ୍ଷୋଭ…
ରାଉରକେଲା :(ବସନ୍ତ କୁମାର ଜେନା): ଆଜି ବିଶ୍ରା ଛକଠାରେ ଆରଏସପି ପାୱାର ଗେଟ ଠାରେ ଏସଡ଼ବ୍ଲୁଏଫଆଇ ଆହ୍ୱାନରେ ସେଲରେ ସମ୍ମାନଜନକ ବୋନସ ପୂଜା ପୂର୍ବରୁ ପ୍ରଦାନ ଦାବିରେ ବିକ୍ଷୋଭ ସାଧାରଣ ସଂପାଦକ ବସନ୍ତ ନାୟକ ଓ ସାଧାରଣ ସଂପାଦକ ବିମାନ ମାଇତିଙ୍କ ନେତୃତ୍ୱରେ କରାଯାଇଥିଲା । ଗତ ଅଗଷ୍ଟ!-->!-->!-->…
ଚର୍ଚ୍ଚାରେ ୫ନଂ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାଙ୍କ ବିବାଦ, ୪ ଦିନ ହେଲା ଏନ୍ଏସିର ବିଭିନ୍ନ କେନ୍ଦ୍ର ବନ୍ଦ,…
ବୁଗୁଡ଼ା : ସଂପ୍ରତି ବୁଗୁଡ଼ା ଏନ୍ଏସି ଅଧିନସ୍ଥ ୫ନଂ ଓ୍ବାର୍ଡର ଅଙ୍ଗନୱାଡି କେନ୍ଦ୍ରରେ ସମ୍ପୃକ୍ତା କର୍ମୀ ଓ ସହାୟିକାଙ୍କ ବିବାଦକୁ ନେଇ ୪ ଦିନ ହେଲା କୋମଳମତି ଶିଶୁଙ୍କ ସ୍ବାର୍ଥକୁ ବଳି ପକାଇ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ!-->…
ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ଗଞ୍ଜେଇ ସହ କାର ଏବଂ ବାଇକ ଜବତ : ଚାରି ଗିରଫ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ ଚିତ୍ରକୋଣ୍ଡା ଥାନା ଏସ.ଆଇ. ବିଜୟ କୁମାର ମାଝୀ ଗାଡ଼ି ମଟର ଯାଞ୍ଚ କରୁଥିବା ସମୟରେ କାର ଏବଂ ବାଇକ ସହ ୦୧!-->!-->!-->…
ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା : ୧୮୦୦ ଗ୍ରାମ ଅଫିମ ସହ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୁ ମିଳିଛି ବଡ଼ ସଫଳତା ଏକ କିଲୋଗ୍ରାମ ଆଠଶହ ଗ୍ରାମ ଓଜନ ର ଅଫିମ ଚୋରା ଚାଲାଣ ବେଳେ ଜଣଙ୍କୁ କାବୁ କରିଛି ଅବକାରୀ। ଗତକାଲି ଶ୍ରୀରାମ ନଗର ମୁଖ୍ୟ ରାସ୍ତାରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରୁଥିବା ସମୟରେ ଜୈନିକ ଯୁବକଙ୍କୁ!-->…
ଆଇଟିଡିଏ ପକ୍ଷରୁ ମନରେଗାରେ ଆମ୍ବ ଚାରା ପ୍ରଦାନ
ଦାରିଙ୍ଗବାଡ଼ି,୧୫/୯ : ଆଜାଦି କି ଅମୃତ ମୋହତ୍ସବ ଅବସରରେ ବାଲିଗୁଡା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଛି । ଏହି ଅବସରରେ ୩୧.୫ ହେକ୍ଟର ଜମିରେ ଚାଷ କାରାଯିବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ!-->!-->!-->…
ବୁଗୁଡ଼ା ଓ ବି.କରଡ଼ାବାଡ଼ିରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା(୧୫/୦୯) : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଠାରେ ମା ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭାବେ ଶିଶିର କୁମାର ମିଶ୍ର ବିଧିବିଧାନ!-->…