ରାଜ୍ୟର ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ,

ରଥଯାତ୍ରା ପାଇଁ ଶେଷ ହେଲା ଦ୍ବିତୀୟ ସମନ୍ୱୟ ବୈଠକ

ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ହୋଇଛି ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ, ସେଥିପାଇଁ

ହାଇକୋର୍ଟ ଗଲା ବିଧାୟକଙ୍କ କ୍ୱାଟର୍ସ ପାଇଁ ଗଛ କଟା ମାମଲା

ଭୁବନେଶ୍ୱର :ହାଇକୋର୍ଟ ଗଲା ଗଛ କଟା ମାମଲା । ବିଧାୟକଙ୍କ କ୍ୱାଟର୍ସ ପାଇଁ ଗଛ କଟାକୁ ବିରୋଧ କରି ହାଇକୋର୍ଟରେ ମାମଲା । ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ । ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ

ମଟର ସାଇକେଲ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୧/୬ : ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(୨୫) ,ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନ (୨୦), ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ (୧୭) କୌଣସି କାମରେ ମଟର ସାଇକେଲ(ହୋଣ୍ଡା ସାଇନ)ରେ ଦାରିଙ୍ଗବାଡ଼ି ଆସି ତେରାବଡ଼ି

ମେଡିକାଲର ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା । ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି

ଜୁଲାଇ ୪ରୁ OJEE ପରୀକ୍ଷା, ୨୭ରୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର: ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁନ୍ ୨୭ ତାରିଖରୁ OJEE ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ। ତେବେ ସକାଳ ୯ଟାରୁ ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ

ନନ୍ଦନକାନନରେ ଭାଲୁ ମୃତ

ଭୁବନେଶ୍ବର: ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା। ଗୁଳିମାଡ଼ରେ

ଦଳର ବିଦ୍ରୋହୀଙ୍କୁ କଡ଼ା ଚେତାବନୀ ଦେଲେ ପିସିସି ସଭାପତି

ଭୁବନେଶ୍ବର: ବିଦ୍ରୋହୀଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡା ଚେତାବନୀ । କାନକୁହା କଥା ଶୁଣିବନି ଓ କିଏ କଣ କଲା ସେ କଥା କହିବନି ବୋଲି ଚେତାବନୀ ଦେଇଛନ୍ତି ନୂଆ ପିସିସି ସଭାପତି । ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି . ଦୁଇ ଦିନିଆ ରାଜ୍ୟ କଂଗ୍ରେସ ନବ ସଂକଳ୍ପ ଶିବିର ।

ବାଲେଶ୍ୱର ଜିଲ୍ଲା ପରିଦର୍ଶନ କଲେ ୧୮୧ ଜଣ ଆଇଏଏସ ପ୍ରବେସନାରି

ଜଳେଶ୍ୱର : ଭାରତ ଦର୍ଶନରେ ଆସି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକ ବୁଲି ଦେଖିଲେ ଆଇଏସ ପ୍ରବେସନାରୀ। ୫ଟି (5t) ପାଇଁ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯାହାକି ସବୁ କ୍ଷେତ୍ରରେ ମଡେଲ ରାଜ୍ୟ ଭାବରେ ପରିଣତ ହୋଇଛି।

ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, ୭ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି