Sign in
Sign in
Recover your password.
A password will be e-mailed to you.
ଥମୁନି ହିଜାବ ବିବାଦ: ଶିବମୋଗାରେ ହିଜାବ ପିନ୍ଧିଥିବାରୁ ୫୮ ଛାତ୍ରୀ ନିଲମ୍ବିତ
ବେଙ୍ଗାଲୁରୁ : ହିଜାବ ପିନ୍ଧିବାକୁ ନେଇ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଦକ୍ଷିଣ କନ୍ନଡ଼ ଏବଂ ଉଡ଼ୁପି ଜିଲ୍ଲାର ଅଧିକରୁ ଅଧିକ କଲେଜ୍କୁ ଆନ୍ଦୋଳନ ବ୍ୟାପିଲାଣି। ୧୦ ଦିନ ସ୍କୁଲ୍ କଲେଜ୍ ବନ୍ଦ ରହିବାପରେ ପୁଣିଥରେ ଖୋଲିଛି। ଉଡ଼ୁପିର ମିଲାଗ୍ରେସ କଲେଜ୍,!-->…
ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ…
ରାଉରକେଲା (୧୯/୦୨) : ଭାରତ ସରକାରଙ୍କ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସମ୍ବର୍ଦ୍ଧିତ ହୋଇଛି। ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ଲାଗି ରାଉରକେଲା ଏହି ସଫଳତା ହାସଲ କରିଛି।
!-->!-->!-->!-->!-->…
ନିର୍ବାଚନ ନିମନ୍ତେ ଟିକାବାଲି ପ୍ରଶାସନର ପ୍ରସ୍ତୁତି
ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ଚଳିତ ମାସ 22 ତାରିଖରେ ଭୋଟ ରହିଥିବା ବେଳେ ଟିକାବାଲି ବ୍ଲକ ପ୍ରସାସନ ଭୋଟ ଯେପରି ସୁରୁଖୁରୁରେ ହେବ ସେଥିନିମନ୍ତେ ଲାଗିପଡିଥିବା ଜଣାପଡିଛି । ଟିକାବାଲି ପୋଲିସ ପ୍ରସାସନ ମଧ୍ୟ!-->!-->!-->…
ସୌର ପ୍ରକଳ୍ପ ଅଛି, କିନ୍ତୁ କାମ କରୁନି : ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସଦର ମହକୁମାଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡ଼ା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗାଁରେ ଏକ ସୌର ପ୍ରକଳ୍ପ ଥିବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉନାହିଁ। ଖରାଦିନ ନ ଆସୁଣୁ!-->…
ବିଦେଶରେ କାର୍ଯ୍ୟରତଙ୍କ ଭୋଟ ଦେବା ଘଟଣା : ସାନି ମତଦାନ ଦାବି
ଚିକିଟି : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କ ଭୋଟିଂ କାଳ ରେ କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ମନ୍ତବ୍ୟ ଚିକିଟି ବ୍ଲକ ରେ ବିଫଳ ହୋଇଛି । ବ୍ଲକ ର ପିତାତଳି ପଞ୍ଚାୟତ ବଇରୀବାଡ଼ ରେ ଏଜେଣ୍ଟ ଙ୍କ ପ୍ରତିବାଦ ସତ୍ୱେ ରେଗିଂ କରାଯାଇଛି।ପୋଲିସ ଉପସ୍ଥିତ!-->…
ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ
ଛତ୍ରପୁର (୧୯/୦୨) : ସହରାଞ୍ଚଳ ଗୁଡିକରେ ବିଦ୍ୟମାନ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ର (UPHC) ଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ, ଆସ୍କା!-->…
ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘର ବୈଠକ
ଫୁଲବାଣୀ:- ସ୍ଥାନୀୟ ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘ,କନ୍ଧମାଳ ସଭାପତି ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରବିନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ!-->…
ଆଜି ବି ବଞ୍ଚିଛି ମାନବିକତା : ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର
ଫୁଲବାଣୀ:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ। ଭଲ ହୋଇ ଘରକୁ ଫେରି ଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି। ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀ ମାନେ ଟଙ୍କା!-->!-->!-->…
କୋଟଗଡ଼ରେ ୮୨% ଭୋଟ
ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟି କୋଣରୁ ଗୁରୁତ୍ବପୁର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି। ଆଜି କୋଟଗଡ ଓ!-->!-->!-->…
କୁମାର ଅଭିଜିତ ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ଟିକାବାଲି ବ୍ଲକରେ ପ୍ରଥମ
ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ତୃତୀୟ ଶ୍ରେଣୀ ସ୍କୋଲାରସିପ ପରୀକ୍ଷା ରେ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବୁର୍ବିନାଜୁ ର ତୃତୀୟ ଶ୍ରେଣୀ ଛାତ୍ର କୁମାର ଅଭିଜିତ (ସୋହନ )ଭାଗନେଇ ଟିକାବାଲି ବ୍ଲକ ପାଇଁ ଉତୀର୍ଣ୍ଣ ହୋଇ!-->!-->!-->…