Sign in
Sign in
Recover your password.
A password will be e-mailed to you.
ବିଏସଏଫ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ
ମାଲକାନଗିରି : (୧୯/୦୨) : ୬୫ ବିଏସଏଫ ବଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଖାଇରପୁଟ ବ୍ଲକ ର ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଅନୁଷ୍ଠିତ ହେଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ DIG ଶ୍ରୀ ମଦନଲାଲ ଏବଂ ୬୫ ବଟାଲିୟନ ର କମାଣ୍ଡିଂ ଅଫିସର ଶ୍ରୀ ଟି.ଏନ.ରେଡ୍ଡୀ!-->…
ଖଲ୍ଲିକୋଟ : ପିଇବା ପାଣି, ଭତ୍ତା ଓ ଆବାସ ପାଲଟିଛି ନିର୍ବାଚନୀ ମୁଦ୍ଦା
ଖଲ୍ଲିକୋଟ (୧୯ /୨) : ପଂଚାୟତ ଓ ନଗରପାଳିକା ଆଇନର ପ୍ରଚଳନ ପ୍ରାୟ ୨୬ ବର୍ଷ ବିତିବା ସହ ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ ବିତିଗଲାଣି ଓ ବାରମ୍ବାର ପଂଚାୟତ ଅନୁଷ୍ଠିତ ହେଉଛି ତଥାପି ଗାଁ ଗଣ୍ଡା ଏବେବି ମାଲ ମାଲ ମୌଳିକ ସମସ୍ୟା ଏବେବି ଅପହଞ୍ଚ ହେବା ସହ ଗ୍ରାମାଞ୍ଚଳ ରେ ଉତ୍କଟ ବେକାରୀ,!-->…
ରାୟଗଡ଼ା ମୃତକଙ୍କ ନାଁରେ ମନରେଗା ବିଲ ହଡପ, ଗୁଡାରି ବ୍ଲକରେ ଅନିୟମିତତା ଅଭିଯୋଗରେ ଲୋକପାଳଙ୍କ ଦ୍ୱାରସ୍ଥ
ରାୟଗଡ଼ା (୧୯/୦୨) : ରାୟଗଡା ଜିଲ୍ଲାରେ ବିକାଶ ନାଁରେ ଚାଲିଛି ଠକେଇ | ବିଶେଷ କରି ମନରେଗା ଯୋଜନାରେ ସମସ୍ତ ବିଭାଗରେ ଅନିୟମିତତା ବଢ଼ିବାରେ ଲାଗିଛି | ଏହିପରି ଅନିୟମିତତା ରାୟଗଡା ଜିଲ୍ଲା ଗୁଡାରି ବ୍ଲକରେ ଦେଖିବାକୁ ମିଳିଛି | ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟକ୍ତିଙ୍କ ଅଗୋଚରରେ!-->!-->!-->…
ରାୟଗଡ଼ା ଅଚଳ ହୋଇ ପଡ଼ିଛି ବିଭିନ୍ନ ସ୍ଥାନର ପାନୀୟ ଜଳପ୍ରକଳ୍ପ
ରାୟଗଡ଼ା (୧୯/୦୨) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପମାନ ଅଚଳ ହୋଇ ପଡ଼ି ଥିବାରୁ ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉ ଥିବାଜଣା ଯାଇଛି ।ନିମ୍ନ ମାନର କାମ ଯୋଗୁଁଜଳ ପ୍ରକଳ୍ପ ମାନ ଶୀଘ୍ର ଖରାପ ହୋଇ ପଡ଼ୁ ଥିବା!-->…
ଭୋଟ ଦେବାକୁ ମନା କରିବାରୁ ହତ୍ୟା ଧମକ ଅଭିଯୋଗ
ହିଞ୍ଜିଳିକାଟୁ, ୧୯ା୨ : ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଟଙ୍କା ନେଇ ଭୋଟ ଦେବାକୁ ବାଧ୍ୟ କରିବା ଓ ଭୋଟର ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଛି । ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଂଚାୟତରେ ବୁଧବାର ମତଦାନ!-->…
୧୧ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତେଇବାକୁ ବିଧାୟକ ସାଲୁଗା ପ୍ରଧାନଙ୍କ ଗଦାପୁର ଓ ଝିଞ୍ଜିରିଗଡା ଠାରେ ଦଳୀୟ…
ଦାରିଙ୍ଗବାଡ଼ି, (୧୯/୦୨) : ଦାରିଙ୍ଗବାଡି ବ୍ଲକରେ ଦୁଇଟି ଜିଲାପରିଷଦ ଯୋନ ରହିଛି। ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଶାସକ ଦଳ ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ବାସିନ୍ଦା ଅଟନ୍ତି। ଏଣୁ ଏହି ବ୍ଲକରେ ଥିବା ୨ ଜିଲା ପରିଷଦ ପଦବୀ ହତେଇବା ପାଇଁ, ବିଜେଡିର ଦଳୀୟ ପଥୀଙ୍କୁ!-->!-->!-->…
ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣାରେ ୫ ଗିରଫ
ଜଗତସିଂହପୁର, ୧୯ ।୨ ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ!-->…
ରାଜ୍ୟରେ ୧୨୬୬ ଜଣ କରୋନାରୁ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ କରୋନା ତଳମୁହାଁ ହେଉଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨୬୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୧୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ!-->…
୨୩ରେ ୪୫ ବୁଥରେ ହେବ ସାନି ମତଦାନ
ଭୁବନେଶ୍ବର, ୧୯।୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ବେଳେ କେତେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ସବୁ ସ୍ଥାନରେ ଫେବୃୟାରୀ ୨୩ ତାରିଖରେ ସାନି ମତଦାନ ହେବ। ୪୫ଟି ବୁଥରେ ସାନି ମତଦାନ ହେବ। ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥରେ ଓ ଦ୍ବିତୀୟ ପର୍ଯ୍ୟାୟର ୨୦ଟି ବୁଥରେ ସାନି!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗଚି
ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି ସୁବ୍ରତ ବାଗଚି । ୭୫୦ ବେଡ଼ ବିଶିଷ୍ଟ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ। ସୁବ୍ରତ!-->…