ଗଞ୍ଜାମ ଗସ୍ତକରି ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିଲେ ୧୮୧ ଆଇଏଏସ ପ୍ରୋବେସନାରି

ବ୍ରହ୍ମପୁର : ଗଞାମ ଜିଲ୍ଲାରେ ବିକାଶ କାର୍ଯ୍ୟ କିପରି ଚାଲିଛି, ଉନ୍ନୟନ ମୂଳକ କାର୍ଯ୍ୟ କିପରି ଚାଲିଛି? ଏସବୁର ସ୍ଥିତି ପରଖିଛନ୍ତି ପ୍ରବେସନାରୀ ଆଇଏଏସ୍ ଅଧିକାରୀ । ୫ଟି (5t) ଯୋଗୁଁ ଓଡିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯାହାକି ସବୁ କ୍ଷେତ୍ରରେ ମଡେଲ ରାଜ୍ୟ ପାଲଟିଛି। ଏହା

ବିଶ୍ୱ ତମାଖୁ ବର୍ଜନ ଦିବସ: ଖୋର୍ଦ୍ଧାକୁ ମିଳିଲା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ୪ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିଧାନସଭା ସ୍ୱତନ୍ତ୍ର ପ୍ରକୋଷ୍ଠରେ ପ୍ରସ୍ତାବକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ଜଣ ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ପ୍ରତି ପ୍ରାର୍ଥୀ ୨ ସେଟ୍‌ ଲେଖାଏ

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଲେ ମାନ୍ୟବର ଅଦାଲତ। ଗତ ୨୦୧୫ ମସିହା ଫେବ୍ରୁଆରୀ ୨୬ ତାରିଖ ଦିନ

ମାହାଙ୍ଗାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

କଟକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ଟି ଯୋଜନାର ଲାଭାର୍ଥୀମାନଙ୍କ କଥାବାର୍ତ୍ତା ଅବସରରେ ଶିମଲା ଠାରେ ମୁଖ୍ୟ କାର୍ଯ୍ୟକ୍ରମରେ କୃଷକ ମାନଙ୍କ ପାଇଁ ୧୧ ତମ କିସ୍ତି ଦେଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ରାଜଧାନୀରେ ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଅଚାନକ ଯାଞ୍ଚ

ରାଜଧାନୀରେ ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଅଚାନକ ଯାଞ୍ଚ । ୫୮ଟି ହୋଟେଲରେ ଯାଞ୍ଚ କରିଥିଲା ପୋଲିସ । ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ୧୪ଟି ହୋଟେଲ, ଅଶୋକ ନଗରରେ ୨୭ଟି, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୭ଟି, ଚନ୍ଦ୍ରଶେଖରପୁରରେ ୧୦ଟି ହୋଟେଲକୁ ଅଚାନକ ଯାଞ୍ଚ କରିଥିଲା ପୋଲିସ । ସରାଇ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅବସର ପ୍ରାପ୍ତ ସେନା କର୍ମଚାରୀ ଗିରଫ

ନୀଳଗିରି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ନାବାଳାକିଙ୍କୁ ସେହି ଅଞ୍ଚଳ ଜଣେ ୬୨ ବର୍ଷୀୟ

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହେବ ।

ଗ୍ୟାସ୍ ଗୋଦାମରେ ନିଆଁ ଲାଗି ଜଣେ ମୃତ

ସମ୍ବଲପୁର: ଗ୍ୟାସ ଗୋଦାମରେ ନିଆଁ ଲାଗି ଜଣେ ମୃତ । ସମ୍ବଲପୁର ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଏଲପିଜି ଗ୍ୟାସ ଗୋଦାମରେ ନିଆଁ ଲାଗି ଜଣକର ମୃତ୍ୟୁ ହୋଇଛି । ସୂଚନା ଅନୂଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ସମୟରେ ଏହି ଗ୍ୟାସ ଗୋଦାମରେ ନିଆଁ ଲାଗିଥିଲା । ଏହି ସମୟରେ ଗୋଦାମରେ

ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଭୁବନେଶ୍ୱର: ପ୍ରତି ବର୍ଷ ମେ ୩୧ ତାରିଖକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଏ । ଭାରତର ଗ୍ଲୋବାଲ୍ ଆଡ଼ଲ୍ଟ୍ ତମାଖୁ ସର୍ଭେ ୨୦୧୬-୨୦୧୭ ସର୍ବେକ୍ଷଣ ବିବୃତିରୁ ଜଣାପଡ଼ିଛି ଯେ, ୨୬୭ ମିଲିଅନ୍ ଯାହାକି ଶତକଡ଼ା ୨୯% ବୟଷ୍କ ବ୍ୟକ୍ତି