Sign in
Sign in
Recover your password.
A password will be e-mailed to you.
ବିଦେଶୀ ମୁଦ୍ରା ନାଁରେ ବ୍ୟବସାୟୀଙ୍କ ଠାରୁ ନେଇଗଲେ ୨ ଲକ୍ଷ ଟଙ୍କା
କଟକ: ବିଦେଶୀ ମୁଦ୍ରା ନାଁର ଠକେଇ । କଟକ ବକ୍ସିବଜାରର ବ୍ୟବସାୟୀ ମହମ୍ମଦ ମୋଇଉଦ୍ଦିନଙ୍କୁ ଠକି ନେଲେ ଦୁର୍ବୃତ୍ତ । ବିଦେଶୀ ନୋଟ୍ ନାଁରେ ମୋଇଉଦ୍ଦିନଙ୍କୁ ଠକ ଦେଲେ କାଗଜବିଡ଼ା । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, କଟକ ବକ୍ସିବଜାରର ମହମ୍ମଦ୍!-->!-->!-->…
ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ; ମୁସେୱାଲାଙ୍କ ହତ୍ୟାକାରୀକୁ ମିଳିଲା ଏଭଳି ଧମକ
ଚଣ୍ଡୀଗଡ: ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ। ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସମେତ ଜଣେ ପଞ୍ଜାବୀ କଣ୍ଠଶିଳ୍ପୀଙ୍କୁ ବମ୍ବିହା ଗ୍ୟାଙ୍ଗ ଏଭଳି ଚେତାବନୀ ଦେଇଛି। ଏହି!-->…
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର
ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିବା ପରେ ଏବେ ରାଜନୀତି ସରଗରମ । ଏହି ମନ୍ତବ୍ୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଉତ୍ତର ରଖିଛନ୍ତି ।
ସେ କହିଛନ୍ତି ଯେ, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି!-->!-->!-->…
ଋଷରେ ଗିରଫ ହୋଇଥିବା ଆତଙ୍କବାଦୀକୁ ପଚରାଉଚୁରା କରିବା ପାଇଁ ମସ୍କୋ ଯାଇପାରନ୍ତି ଏନଆଇଏ ଓ ଆଇବି ଅଧିକାରୀ
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି। ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଋଷର!-->…
ନକଲି ଫେସବୁକ ଏକାଉଣ୍ଟ ଖୋଲି ମହିଳାଙ୍କୁ ବ୍ଲାକମେଲିଙ୍ଗ : ସାଇବର ଥାନା ଦ୍ଵାରା ବନ୍ଧା ହେଲା ଅଭିଯୁକ୍ତ…
ବ୍ରହ୍ମପୁର : ଜୈନିକ ମହିଳାଙ୍କ ନାମରେ ନକଲି ଫେସବୁକ ଏକାଉଣ୍ଟ ଖୋଲି ଆପତ୍ତି ଜନକ ସନ୍ଦେଶ ପଠାଇ ବନ୍ଧା ହେଲେ ଯୁବକ। ସୂଚନା ଥାଉକି ଅନନ୍ତ ନଗରର ଜନୈକା ବିବାହିତ ମହିଳାଙ୍କ ନକଲି ଫେସ୍ ବୁକ୍ ଏକାଉଣ୍ଟ ମାଧ୍ୟମରେ କେହି ଜଣେ ଦୁର୍ବୃତ ଆପତିଜନକ ସନ୍ଦେଶ ପ୍ରେରଣ କରିଥିବା ନେଇ ଗତ ମେ ମାସ!-->…
ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ପରିବାରର ୫ ଜଣ ଥାନାରେ ଅଟକ
ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ହତ୍ୟାକାଣ୍ଡ। କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ। ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ!-->…
ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ବର: ମୋହନ ମାଝିଙ୍କୁ ମିଳିଲା ନୁଆ ଦାୟିତ୍ୱ । ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଛି ନୂଆ ଦାୟିତ୍ୱ । ବିଧାନସଭା ପବ୍ଲିକ୍ ଆକାଊଣ୍ଟସ୍ କମିଟିର ଅଧ୍ୟକ୍ଷ ଭାବେ ମୋହନ ମାଝିଙ୍କୁ ନିଯୁକ୍ତି ମିଳିଛି । ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ!-->…
ଅଖିଳେଶ ଚାହିଁଲେ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ଯୋଗୀ ସରକାର: ସପା ନେତା
ଲଖନଉ: ସପା(ସମାଜବାଦୀ ପାର୍ଟି) ଅଧ୍ୟକ୍ଷ ଅଖିଳେଶ ଯାଦବ ଚାହିଁଲେ ୧୫ ଦିନ ମଧ୍ୟରେ ଯୋଗୀ ସରକାର ଭାଙ୍ଗିଯିବ | କାରଣ ଯୋଗୀଙ୍କୁ ନେଇ ୧୫୦ ଜଣ ବିଧାୟକ ନାରାଜ ଅଛନ୍ତି | ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବ ସରକାରରେ ମନ୍ତ୍ରୀ ଥିବା ନାରଦ ରାୟ କିଛି ଏଭଳି କହିଛନ୍ତି | ପୂର୍ବତନ!-->…
୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଠାରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ହେବ ପ୍ରଭାବିତ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ଭଦ୍ରକ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର!-->…
ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର ବନ୍ୟାଜଳ ଘେରରେ ରହିଥିବା ପରିବାରମାନଙ୍କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ!-->…