Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ହେଲା ଆଲୋଚନା
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ନେତାଙ୍କ!-->…
ଆସନ୍ତା ଜୁନ୍ ୧ରୁ ଆରମ୍ଭ ହେବ HSRP ଆବେଦନ: ରାଜ୍ୟ ପରିବହନ ବିଭାଗ
ଭୁବନେଶ୍ୱର: ଆସନ୍ତା ଜୁନ୍ ମାସ ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ୧୦ ହଜାର ଟଙ୍କାର!-->…
ଯୁବକ ବେଶରେ ଲେଡି ଲୁଟେରା, ଡିକି ଭାଙ୍ଗି ନେଇଗଲେ ହୀରା ମୁଦି
ପୁରୀ: ଅଭିନବ ଉପାୟରେ ଲୁଟ୍। ପୁଅ ବେଶରେ ଆସିଲେ, ଡିକି ଭାଙ୍ଗି ହୀରା ମୁଦି (Diamond Ring) ଲୁଟିନେଇଗଲେ ଯୁବତୀ । ପୁରୀ ବଡ଼ଦାଣ୍ଡରେ ଡିକି ଭାଙ୍ଗି ଜଣେ ଯୁବତୀ ହୀରାମୁଦି ଚୋରି କରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ସତ ।
ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ପୋଲିସ । CCTV!-->!-->!-->…
ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବ୍ରଜରାଜନଗର: ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।ଏନେଇ ନିର୍ବାଚନମଣ୍ଡଳୀରେ ୨୭୯ ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ!-->…
ପ୍ରକାଶ ପାଇଲା ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ:ଓଡ଼ିଶା ଟପ୍ପର ହେଲେ କାର୍ତ୍ତିକ ପାଣିଗ୍ରାହୀ
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି 'କେନ୍ଦ୍ରୀୟ ଲୋକସେବା ଆୟୋଗ'ଦ୍ବାରା ଆୟୋଜିତ '୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା'ର ଲିଖିତ ଫଳାଫଳ । ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍ ହୋଇଥିବା ବେଳେ କାର୍ତ୍ତିକ୍ ପାଣିଗ୍ରାହୀ ସର୍ବ ଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ!-->…
ରାଜ୍ୟର ୨୦ଟି ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ବର : ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ରାଜ୍ୟର ବହୁତ ଅଞ୍ଚଳରେ ଆକାଶ ମେଘୁଆ ରହିଛି। ଏହାରି ମଧ୍ୟରେ ରାଜ୍ୟରେ ୨୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ରାଜସ୍ଥାନରୁ!-->…
ଆସନ୍ତା ଜୁନ୍ ମାସ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ । ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା । ତେବେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା!-->…
ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରଖିଲେ କିନ୍ନର
ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି । ଓଡ଼ିଶା!-->…
ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ
ପଟ୍ଟାମୁଣ୍ଡାଇ: କୁମ୍ଭୀର ମୁହଁରୁ ସଂଘର୍ଷ କରି ବର୍ତ୍ତିଲେ ନାବାଳକ। ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ନାବାଳକର ସାହାସିକତା ଯୋଗୁ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚେଇଇବା ଘଟଣା କେନ୍ଦ୍ରପଡା ଅଞ୍ଚଳରେ ଚ।ଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ!-->!-->!-->…
ରଥଯାତ୍ରା: ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନର ଆଲୋଚନା
ପୁରୀ : ଆଉ ମାସେ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତାରିଖ ଯେତିକି ପାଖେଇ ଆସୁଛି ରଥଖଳାରେ କାମ ସେତେ ଚଳଚଞ୍ଚଳ ହେବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରସୋର ପ୍ରସ୍ତୁତି କରାଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ!-->…