Sign in
Sign in
Recover your password.
A password will be e-mailed to you.
ମହିଳାଙ୍କଠୁ ଲୁଟିଲେ ଚେନ୍, ସ୍କୁଟିରୁ ପଡି ମହିଳା ଆହତ
ରାଜଧାନୀ ଭୁବନେଶ୍ୱରରେ ଏବେ ଚୋରୀ ଡକାୟତୀ ସାଧାରଣ କଥା ହୋଇଗଲାଣି । ଦୈନିକ ଚୋରି ଏବଂ ହତ୍ୟାର ଖବର ଶୁଣି ଶୁଣି ରାଜଧାନୀ ବାସି ଦେହସୁହା ହୋଇଗଲେଣି । ଏହାରି ମଧ୍ୟରେ ଏବେ ପୁଣି ରାଜଧାନୀରେ ବ୍ଲାକ୍ ପଲସର ଆତଙ୍କ ଖବର ଆସିଲାଣି ।
ସୂଚନା ଅନୁସାରେ ଆଜି ସକାଳେ ଜଣେ ମହିଳା ତାଙ୍କ ଝିଅକୁ!-->!-->!-->…
ପୁରୀରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ
ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ କଣାସ ପୋଲିସ ୨ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ସେମାନଙ୍କଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର!-->…
ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ!-->…
ଧର୍ମ ସଂସଦରେ ଘୃଣା ଭାଷଣ: ସୁପ୍ରିମ୍ କୋର୍ଟ ମାଗିଲେ ଷ୍ଟାଟସ ରିପୋର୍ଟ
ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା!-->…
ମମିତାକୁ ନ୍ୟାୟ ଦେବାପାଇଁ କଳାକୋର୍ଟ ପିନ୍ଧିଲେ ନରସିଂହ ମିଶ୍ର
ବଲାଙ୍ଗିର: ମୁଁ ଶିକ୍ଷୟିତ୍ରୀ ମମିତା ମେହେର ପରିବାରକୁ ଯଥାସମ୍ଭବ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରି ରଖିବି । ଏହି ହତ୍ୟାକାଣ୍ଡ ଘଟଣାର ଉପଯୁକ୍ତ ତଦନ୍ତ ହୋଇନି । ଆବଶ୍ୟକ ହେଲେ ୮୪ ବର୍ଷ ବୟସରେ କଳେ କୋର୍ଟ ପିନ୍ଧିବି ଓ କୋର୍ଟକୁ ଯିବି । ଯେପର୍ୟ୍ୟନ୍ତ ମମିତାକୁ ନ୍ୟାୟ ନ ମିଳିଛି!-->…
ଆଜି ବି ଇଣ୍ଟରନେଟ୍ ସେବା ବନ୍ଦ : ଯୋଡାରେ ଜାରି ରହିଛି ୧୪୪ ଧାରା
ଯୋଡା: କେନ୍ଦୁଝରରେ ଆଜି ବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଫକ୍ଷରୁ ପ୍ଲାଗମାର୍ଚ୍ଚ ଜୋରଦାର କରାଯାଇଛି । ଯୋଡାରେ ୧୪୪ ଧାରା ଜାରି ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ!-->…
ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ!-->…
ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ ପୂର୍ବରୁ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଟକାଇଲା ପୁଲିସ
ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କୁ ରଜସ୍ଥାନ ପୁଲିସ ଅଟକ ରଖିଛି। ସେମାନେ ରାଜସ୍ଥାନର ହିଂସାପ୍ରଭାବିତ କରୌଲି ଗସ୍ତ ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଛି। ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ସତୀସ!-->…
ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ
ଦିସପୁର: ଆସାମର ୪ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆସାମ ମେଡିକାଲ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ପ୍ରଶାନ୍ତ ଡିହିଙ୍ଗିଆ ଏହି ସୂଚନା ଦେଇଛନ୍ତି। ଡାକ୍ତର ପ୍ରଶାନ୍ତଙ୍କ କହିବା ଅନୁଯାୟୀ, ମୃତକମାନେ ବିଷାକ୍ତ ଛତୁ ଖାଇଥିଲେ। ସେମାନଙ୍କର ଚିକିତ୍ସା ବେଳେ!-->…
ଛାୟାପଥରେ ପୃଥିବୀ ଭଳି ଘର ଖୋଜିବ ଚାଇନା
ନୂଆଦିଲ୍ଲୀ: ନୂଆ ଘର ଖୋଜିବ ଚାଇନା। ପୃଥିବୀ ତଥା ସୌରମଣ୍ଡଳ ବାହାରେ ସେ ଏହି ଦୁନିଆ ଖୋଜିବ। ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଘର ଖୋଜାଯିବ।ରିପୋର୍ଟ ମୁତାବକ, ଅନ୍ତରୀକ୍ଷରେ ନିଜର ନୂଆ ଘର ଖୋଜିବାକୁ ଚାଇନା ଚନ୍ଦ୍ର ଓ ମଙ୍ଗଳ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ!-->…