ପଞ୍ଜାବ ଗାୟକଙ୍କୁ ହତ୍ୟା ଘଟଣା,ତିହାର ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ରର ପ୍ଲଟ !

ନୂଆଦିଲ୍ଲୀ: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୋଜ୍‌ ୱାଲାଙ୍କୁ ଗତକାଲି କିଛି ଅଜଣା ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଛନ୍ତି। ମାନଜା ଜିଲ୍ଲାର ଜାୱାହାରକେ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ସିଦ୍ଧୁ ମୋଜ୍‌ ୱାଲାଙ୍କ ସମେତ ୪୨୪ ଜଣଙ୍କର ସୁରକ୍ଷ୍ୟା ବ୍ୟବସ୍ଥା ହଟାଇ

ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ ଏଆଇଏମଆଇଏମ

ଅହମ୍ମଦାବାଦ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନ ସଭା ନିର୍ବାଚନ ଉପରେ ଅଲ ଇଣ୍ଡିଆ ମଜଲିସ୍‌-ଇ-ଲିଟେହାଦୁଲ ମୁସଲିମେନ(ଏଆଇଏମଆଇଏମ)ର ଆଖି। ଏଠାରେ ଦଳ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ଦଳର ମୁଖ୍ୟ ଅସାଦୁଦ୍ଦିନ

ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼

ବେଙ୍ଗାଲୁରୁ: ସୋମବାର ବେଙ୍ଗାଲୁର ପ୍ରେସ କ୍ଲବରେ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରକୁ ଦୁର୍ବୃତ୍ତମାନେ କାଳି ମାଡ଼ କରିଛନ୍ତି। ଭାରତୀୟ କୃଷକ ସଙ୍ଗଠନର ପୂର୍ବତନ ଉପଦେଷ୍ଟା ରାକେଶ ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଉଥିବା ବେଳେ ତାଙ୍କୁ ଏଭଳି ଅସଚାଚରଣ କରାଯାଇଛି। ଏହି

ବାହାରିଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ

ଭୁବନେଶ୍ୱର : ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୬୮୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୁତି ଶର୍ମା। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନକୁ ବି ଝିଅମାନେ କବ୍‌ଜା

୨୫ ତମ ଦିନରେ ଠାକୁରାଣୀଙ୍କ ଯାତ୍ରା : ବ୍ଯାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ଫୁଲବାଣୀ :-ଫୁଲବାଣୀ ରେ ମା ନାରାୟଣୀଙ୍କ ସମେତ ପଂଚ ଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରାର ୨୫ ତମ ଦିନର ପହଞ୍ଚିଛି। ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇ ଯାଇଛି। ଏହି ଅବସରରେ ଯାତ୍ରା ପଡିଆରେ ପଂଚ ଠାକୁରାଣୀଙ୍କ ସଂନ୍ଧ୍ଯା

ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ…

ଫୁଲବାଣୀ:-ଅନ୍ତର୍ଜାତୀୟ ସଂଗଠନ ସେଭ୍ ଦି ଚିଲ୍ଡରେନ୍ ତରଫରୁ କ ନୁଆଗାଁ ବ୍ଳକ୍ ର ସାରଂଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳନ ହୋଇଯାଇଛି। ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ

କନ୍ଧମାଳ : ସାମ୍ବାଦିକଙ୍କ ମାତୃ ବିୟୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ସହ

ବୈଦ୍ୟନାଥପୁର ଥାନ ଅଞ୍ଚଳ ପାଲଟିଛି ଅପରାଧୀ ଙ୍କ ଅମରାବତୀ..!

ବଢି ଚାଲିଛି ବେଆଇନ କାରବାର, ସତରେ କଣ ଟେର ପାଉନି ପୋଲିସ....! ବ୍ରହ୍ମପୁର : ବୈଦ୍ୟନାଥ ପୁର ଥାନା ଅଞ୍ଚଳ ବର୍ତମାନ ଅପରାଧୀ ମାନଙ୍କ ଚରାଭୂଇ ପାଲୋଟି ଥିବା ଦେଖି ବାକୁ ମିଳିଲାଣି, ଦିନକୁ ଦିନ ବିଭିନ୍ନ ପ୍ରକାର ଚୋରୀ, ଡାକୟତି, ଚୋରା ନିଶାକରବାର ଏଭଳିକି ଦାଦା ବଟି କାରବାର ମଧ୍ୟ

ବଣାଇ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ : ସାଇବର ଠକାମୀ ଉପରେ ଗୁରୁତ୍ୱ…

ଅନଲାଇନ ଏବଂ ଫେସବୁକ ଜରିଆରେ ଠକାମି ସମ୍ପର୍କରେ ପୋଲିସ ର ଜନସାଧାରଣ ଙ୍କୁ ସଚେତନତା.. ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ ସଚେତନତା କରାଇବା

ଆନ୍ତଃ ରାଜ୍ଯ ଗଞ୍ଜେଇ ଚାଲାଣକୁ ଭଣ୍ଡୁର କଲା ପୋଲିସ, ୧୪୨ କିଗ୍ରା ଗଞ୍ଜେଇ ସହ ଜଣେ ଗିରଫ…

ମାଲକାନଗିରି : ପଡିଆ ବ୍ଲକ ଅନ୍ତରାଜ୍ଯ ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ କାର କୁ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ଠାବ କରିଛି। ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ ଟା ବେଳେ ମାଲକାନଗିରି ଏସପି ଙ୍କ ନିର୍ଦ୍ଦେଶକ୍ରମେ ପଡିଆ ଥାନା ଅଧିକାରୀ ସୁନୀଲ