Sign in
Sign in
Recover your password.
A password will be e-mailed to you.
ଆଇପିଏଲ୍ ଫାଇନାଲ୍-୨୦୨୨: ରାଜସ୍ଥାନକୁ ୧୩୦ ରନ୍ରେ ଅଟକାଇଲା ଗୁଜରାଟ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ୩…
ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ଫାଇନାଲ୍ ମ୍ୟାଚ୍ ରାଜସ୍ଥାନ୍ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜାରି ରହିଛି। ସ୍ଥାନୀୟ ଅହମଦାବାଦ୍ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ରାଜସ୍ଥାନର ଅଧିନାୟକ ସଂଜୁ ସାମ୍ସନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ!-->…
ଜାଲ୍ ନୋଟ୍ ସଂଖ୍ୟା ବଢ଼ିଥିବା ଜଣାପଡ଼ିବାରୁ ‘ବିମୁଦ୍ରାୟନ’ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ଓ…
ମୁମ୍ବାଇ: ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍ ନୋଟ୍ ସଂଖ୍ୟା ବୃଦ୍ଧି ପାଇଥିବା କଥା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରୁ ଜଣାପଡ଼ିବା ପରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ସଦ୍ୟତମ ରିପୋର୍ଟ!-->…
ଆପଣଙ୍କ ପିଲାଙ୍କୁ ଗୁଣ୍ଡା ଓ ଦୁଷ୍କର୍ମକାରୀ କରିଦେବ ବିଜେପି: କେଜ୍ରିୱାଲ
ଚଣ୍ଡୀଗଡ଼: ହରିୟାଣାରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରବିବାର ଦିନ କୁରୁକ୍ଷେତ୍ରରେ ଆମ ଆଦମୀ ପାର୍ଟିର ‘ଅବ ବଦଲେଗା ହରିୟାଣା’ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ। ଏହି!-->…
ଗୋଟିକରେ ଲଢ଼ିବୁ, ଆରଟିକୁ ଛାଡ଼ିବୁ: ମାୟାବତୀ
ଲଖନଉ: ବହୁଜନ ସମାଜ ପାର୍ଟି ବା ବିଏସପିର ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଜୁନ୍ ୨୩ରେ ହେବାକୁ ଥିବା ଲୋକସଭା ଉପ-ନିର୍ବାଚନରେ ଆଜମଗଡରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦଳ ରାମପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆଜି!-->…
‘ମନ୍ କୀ ବାତ୍’ରେ ଦେଶର ‘ଷ୍ଟାର୍ଟ-ଅପ୍’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ‘ଷ୍ଟାର୍ଟ-ଅପ୍’ ହେଉଛି ତରୁଣ ଭାରତର ଉଚ୍ଛ୍ବାସ। ସେସବୁ ନୂତନ ଭାରତର ଉଦ୍ଦାମତାକୁ ପ୍ରତିଫଳିତ କରନ୍ତି ବୋଲି ଆଜି ‘ମନ୍ କୀ ବାତ୍’ର ୮୯ତମ ସଂସ୍କରଣରେ ସଫ୍ଟୱେର୍ ଓ ପ୍ରଯୁକ୍ତିବିଦ୍ୟା ସଙ୍ଗଠନର ଅଭିବୃଦ୍ଧିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ସେ!-->…
କେରଳ ଛୁଇଁଲା ମୌସୁମୀ ବାୟୁ
ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ।ମୌସୁମୀ ବାୟୁ ଛୁଇଁବା ପରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ତେବେ!-->…
ନୂଆ ଭାଇରସ CCHF ଆତଙ୍କ, ୧୯ ମୃତ
ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କରିସାରିଲାଣି ମହାମାରୀ କରୋନା। ନେଇସାରିଲାଣି ଅନେକ ମୁଣ୍ଡ। ଏହାରି ଭିତରେ ବର୍ତ୍ତମାନ ଆଉ ଏକ ନୂଆ ଭାଇରସ ସାମ୍ନାକୁ ଆସିଛି। ମଧ୍ୟ-ପୂର୍ବ ଏସିଆ ସ୍ଥିତ ଇରାକରେ ଭାଇରସ CCHF ଆତଙ୍କ ଖେଳାଇଛି। ଦ୍ରୁତ ଗତିରେ ମାଡି ଚାଲିଛି ଏହି ଭୂତାଣୁ। ଏହି ଭାଇରସରେ!-->…
ବିଜେପିର ନେତ୍ରୀ ନୂପୁର ଶର୍ମାଙ୍କ ନାମରେ ମାମଲା, ହୋଇପାରନ୍ତି ଗିରଫ
ମୁମ୍ବାଇ: ଦେଶରେ ଏବେ ଧାର୍ମକୁ ନେଇ ଜାରି ରହିଛି ବୟାନବାଜି। ମନ୍ଦିର ଆଉ ମସଜିଦକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଥିରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛନ୍ତି ବିଜେପିର ଜଣେ ନେତ୍ରୀ। ଯାହାକୁ ନେଇ ବିବାଦ ଉପୁଜିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।ବନ୍ଧା ହୋଇପାରନ୍ତି!-->…
ମହାରାଷ୍ଟ୍ରରୁ ଶନି ଯିବା ଉଚିତ: ନବନୀତ ରାଣା
ଅମରାବତୀ: ଶନିବାର ସ୍ୱାଧୀନ ସାଂସଦ ନବନୀତ ରାଣା ଅମରାବତୀକୁ ଫେରିଛନ୍ତି। ସଂସଦୀୟ ସ୍ୱାଧିକାର କମିଟି ସମ୍ମୁଖରେ ନିଜ ପକ୍ଷ ରଖିବାର ମାସକ ପରେ ନବନୀତ ମହାରାଷ୍ଟ୍ର ଫେରିଛନ୍ତି। ଘର ବାହୁଡ଼ିବା ପରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ତାଙ୍କୁ ‘ଶନି’ ବୋଲି ଆକ୍ଷେପ କରିଛନ୍ତି। ନବନୀତ!-->…
ପାରାଦୀପ ବନ୍ଦରର ବିକାଶ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବ ୩ ହଜାର କୋଟି
ଭୁବନେଶ୍ବର: ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦି ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ଆର୍ଥିକ ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ। ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି!-->…