Sign in
Sign in
Recover your password.
A password will be e-mailed to you.
ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର ଉଦଘାଟିତ
ବାଲିଗୁଡା,:ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତି ଙ୍କ ମିଳିତ ସହଯୋଗ ରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି | ଉକ୍ତ ଉଦଘାଟନ!-->…
ଓଡିଶାରେ ୪୦ ଡିଗ୍ରୀ ଉପରେ ୧୨ ସହର
ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ସୋମବାର ରାଜ୍ୟର!-->…
ହାର୍ଡକୋର ମାଓବାଦୀ ବନ୍ତଲା ରାଜୁର ଆତ୍ମସମର୍ପଣ
ଆଜି ମାଲକାନଗିରି ଏସ୍ପି ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ଥିବା ଆନ୍ଧ୍ର ଓଡିଶା ଜୋନାଲ କମିଟିର ଏସିଏମ ରେଙ୍କ ର ହାର୍ଡକୋର ମାଓବାଦୀ ବନ୍ତଲା ରାଜୁ ଓରଫ ସାଗର ଲାଲ ବାହିନୀର ହାତ ଛାଡି ଆତ୍ମ ସମର୍ପଣ କରିଛି । ସାଗର 2016 ମସିହାରେ ଏ.ଓ.ବି ମାଓ!-->!-->!-->…
ଚିକିଟିର ବିଭିନ୍ନ ସ୍ଥାନରେ ଶ୍ରୀରାମନବମୀ ପାଳିତ
ଚିକିଟି-ପବିତ୍ର ଚୈତ୍ର ଶୁକ୍ଳ ନବମୀ ଯାହା ଶ୍ରୀରାମ ନବମୀ ନାମରେ ସୁ ପ୍ରସିଦ୍ଧ। ଏହି ଅବସରରେ ଗତ କାଲି ଚିକିଟି ର ବିଭିନ୍ନ ସ୍ଥାନ ଯଥା ବକ୍ସିବଜାର ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଗଡ଼ ସ୍ଥିତ ଭଗବତ ଦାସ ସ୍ଥିତ ମଠ ରେ ପ୍ରଭୁ ଶ୍ରୀରାମଙ୍କୁ ନୀତିକାନ୍ତି ଅନୁଯାଇ ସଡ଼ଶ ଉପଚାରରେ!-->…
କ୍ଳଷ୍ଟର ସ୍ତରୀୟ ମୈଳିକ ସ୍ବାକ୍ଷରତା, ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ
ଚିକିଟି : ଗିରିସୋଲା ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ଉପରେ ପର୍ଯ୍ୟବେସିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ବସନ୍ତ ପଣ୍ଡା ଯୋଗଦେଇ ଥିଲା ବେଳେ ଗିରିସୋଲା ସରପଞ୍ଚ ଦିନା!-->…
ବାଲ୍ୟ ବିବାହର ରୋକିବା ଏବଂ କିଶୋର ସଶକ୍ତିକରଣ ଉପରେ କର୍ମଶାଳା
ବ୍ରହ୍ମପୁର : ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହ ଠାରେ ଏକ ଦିବସୀୟ ବାଲ୍ୟ ବିବାହର ନିଷେଧାଦେଶ ଏବଂ କିଶୋର ସଶକ୍ତିକରଣ ଉପରେ ସମସ୍ତ ସାମ୍ବାଦିକଙ୍କ ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପଟ୍ଟନାୟକ!-->!-->!-->…
ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର
ଭୁବନେଶ୍ୱର: ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଭିଜିଲାନ୍ସ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା!-->…
ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ
ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ!-->…
ଶିକ୍ଷକସଂଘ ପକ୍ଷରୁ ମୃତ ଶିକ୍ଷକ ପରିବାରକୁ ଆର୍ଥିକ ସହାୟତା
ଦାରିଙ୍ଗବାଡ଼ି,୧୧/୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଅଲାଞ୍ଜୁରୀ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୃତକ ଶୋକ ସନ୍ତପ୍ତ ପରିବାରକୁ!-->!-->!-->…
କୋର୍ଟରେ ହାଜର ହେଲେ ଶର୍ମିଷ୍ଠା
ଭଦ୍ରକ ଅଫିସ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଛନ୍ତି। ସେ ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହୋଇଛନ୍ତି।ଅନ୍ୟପକ୍ଷେ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ,!-->…