ହନୁମାନ ପତାକା ନେବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ, ଯୋଡାରେ ୧୪୪ ଧାରା ଜାରି

ଯୋଡା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡାରେ ଏବେ ତୀବ୍ର ଉତ୍ତେଜନା ଲାଗିରହିଛି । ହନୁମାନ ଝଣ୍ଡା ନେବାବେଳେ ୨ ଗୋଷ୍ଠୀ ମୁହାଁମୁହିଁରୁ ପରିସ୍ଥିତି ସାଂଘାତିକ ହୋଇଛି । ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ହନୁମାନ ଝଣ୍ଡା ନେବାବେଳେ ହିନ୍ଦୁ ଏବଂ ମୁସଲମାନ ଦୁଇ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ : ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ଏଲ୍‍. ମାଣ୍ଡଭୀୟ ମଧ୍ୟ ଯୋଗ

ରୋପ ୱେ ମଧ୍ୟରେ ଧକ୍କା, ୨ ମୃତ, ୩୦ ଉଦ୍ଧାର

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଅଘଟଣରେ ଧିରେ ଧିରେ ସଫଳତା ପାଇବାରେ ଲାଗିଛି ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସୁଦ୍ଧା ୩୦ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଛି । ଫସି ରହିଥିବା ଅବଶିଷ୍ଟ ୧୮ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା

କିଭ୍‌ର ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର

କିଭ୍: ଋଷ ୟୁକ୍ରେନ୍ ଯୁଦ୍ଧରେ କିଭ୍‌ର ଏକ ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର ହେବା ପରେ ଆହୁରି ଆକ୍ରମଣାତ୍ମକ ହୋଉଛି ୟୁକ୍ରେନ୍। ଜୀବନ ଯିବ ପଛେ ସମ୍ମାନ ଛାଡ଼ିବେ ନାହିଁ ଜେଲେନ୍‌ସ୍କି। ଏଥିପାଇଁ ଯୁଦ୍ଧ ଆହୁରି ଚତୁରତାର ସହ ଆହୁରୀ ତୀବ୍ର କରିବାକୁ ୟୁକ୍ରେନ୍ ଯୋଜନା କରୁଛି। ଏପଟେ ଋଷ ମଧ୍ୟ

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ପାକିସ୍ତାନରେ ଶେଷ ହେଲା ଇମ୍ରାନ୍ ଖାନ୍‌ଙ୍କ ଯୁଗ ଆରମ୍ଭ ହେଲା ଶେହବାଜ୍ ସରିଫ୍‌ଙ୍କ ଯୁଗ । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ପିଏଏମ୍‌ଏଲ୍‌-ଏନ୍ ପାର୍ଟି ସଭାପତି ଶେହବାଜ୍ ସରିଫ୍ । ପାକିସ୍ତାନ ସଂସଦରେ ଆଜି ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରି ଶେହବାଜ୍

ରାମନବମୀ ଶୋଭାଯାତ୍ରାରେ ପଥର ମାରିଥିବା ଦଙ୍ଗାକାରୀଙ୍କ ଘର ଉପରେ ଚଢ଼ିଲା ବୁଲଡୋଜର

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ରାମନବମୀ ଦିନ ହୋଇଥିବା ହିଂସାକାଣ୍ଡରେ ପ୍ରତିକ୍ରିୟା ଦେଖାଇଛନ୍ତି ସରକାର । ଜିଲ୍ଲା ପ୍ରଶାସନ ଖରଗୋନରେ ରାମନବମୀରେ ପଥର ଫିଙ୍ଗିଥିବା ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇ ଦେଇଛନ୍ତି । ସୋମବାର ସହରର ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଛୋଟ ମୋହନ ଟକିଜ

ସ୍କୁଟି ହେଡ୍ ଲାଇଟ ଭିତରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର:ପୋଲିସ ଆଖିରେ ଧୂଳି ଦେବା ପାଇଁ ଅଭିନବ ଉପାୟ। ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର ପୁଡିଆ ରଖି ବ୍ରିକି କରାଯାଉଥିଲା। ରାଜଧାନୀ ଭୁବନେଶ୍ବରରେ ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଚି । କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ

ଗାଜିଆବାଦ: ବସ୍ତିରେ ଭୀଷଣ ନିଆଁ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୫୦ରୁ ଅଧିକ ଗାଈ

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଇନ୍ଦିରାପୁରମ୍‌ର କନାଓ୍ଵନୀ ଅଞ୍ଚଳରେ ଭୀଷଣ ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈ ଜିଅନ୍ତା ଜଳି ପାଉଁଶ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, ଏଠାରେ ଥିବା ଏକ ବସ୍ତିରେ

ଆର.ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ, ଲଳିତ ଦାସ ହେଲେ ଗୃହ ବିଭାଗର ଓଏସଡି

ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ ଗୁଇନ୍ଦା ନିର୍ଦ୍ଦେଶକ

ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ରାଉତ

ଭୁବନେଶ୍ବର : ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ସବଜେଲର ମହିଳା କଏଦୀ ସେଲରେ ଥିବା ଶର୍ମିଷ୍ଠା ରାଉତ ଏବେ କାନ୍ଦୁଛନ୍ତି । ତାଙ୍କ ସହ ଏକାଠି ଥିବା ଝୁନା ଭୋଇ ବି ପ୍ରତିଦିନ କାନ୍ଦୁଛନ୍ତି । ଏପରିକି ଉଭୟ ଅଭିଯୁକ୍ତ ଠିକ ଭାବେ ଖିଆପିଆ ବି କରୁନାହାନ୍ତି । ବୋଧହୁଏ