Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ!-->!-->!-->…
ନୂତନ ପରିବାର ଅଦାଲତ ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ନବରଙ୍ଗପୁର : ପରିବାର ଅଦାଲତ ବିଚାରପତି ଭାବେ ଯୋଗଦେଇଥିବା ଶ୍ରୀମତୀ ମୁନ୍ ରାଣୀ ମିଶ୍ର ଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା କୋର୍ଟରୁ ଆସି ସେ ଆଜି ପରିବାର ଅଦାଲତ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇନଜୀବୀ ସଂଘ ପକ୍ଷରୁ!-->!-->!-->!-->!-->…
ଜଳ ସ୍ବଚ୍ଛତା ଅଭିଯାନରେ ପୋଖରୀ ସଫେଇ…
ଛତ୍ରପୁର : ଜିଲ୍ଲା ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ‘ଜଳ ସ୍ବଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମରେ ସୋମବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ରିକାପଲ୍ଲୀ ଲେବଲ କ୍ରସିଂ ନିକଟ ଗେଟ୍ ବନ୍ଧର ସଫେଇ କରାଯାଇଛି । ପୋଖରୀ ପୁନରୁଦ୍ଧାର, ଜଳ ଧାରଣ କ୍ଷମତା ବୃଦ୍ଧି, ପୋଖରୀରେ ପ୍ଲାଷ୍ଟିକ୍ ମୁକ୍ତ,!-->…
ବିଦ୍ୟୁତ ଆଘାତ ପାଇ ଶରଧାପୁର ଗ୍ରାମର ସତ୍ୟଭାମା ମହାନ୍ତଙ୍କ ମୃତ୍ୟୁ
ରାଉରକେଲା (୧୦/୦୪) : ସୁନ୍ଦରଗଡ ଜିଲ୍ଲା ବଣେଇଗଡ ଉପଖଣ୍ଡ ଗମଲେଇ ଗ୍ରାମରେ କୁଲର ରୁ ବିଦ୍ୟୁତ ଆଘାତ ପାଇ ମହିଳା ଙ୍କ ମୃତ୍ୟୁ । ମହିଳା ଜଣକ ଶରଧା ପୁର ଗ୍ରାମର ସତ୍ୟଭାମା ମହାନ୍ତ ବୋଲି ଜଣା ପଡ଼ିଛି । ସେ ନିକଟସ୍ଥ ମୋନିକା ସ୍ପଞ୍ଜ ଆଇରନ କାରଖାନାରେ କାମ ସାରି ଘରକୁ ଆସି ଏହି!-->…
୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତ ଙ୍କ ସମାଗମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଏହି ଯାତ୍ରା ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା!-->!-->!-->…
୨୦୮ କିଲୋ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କଲା ଚିତ୍ରକୋଣ୍ଡା ପୋଲିସ
ଚିତ୍ରକୋଣ୍ଡା (୧୦/୦୪) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଥାନା ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ସ୍ୱତନ୍ତ୍ର ଟିମ ଚିତ୍ରକୋଣ୍ଡା ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ!-->!-->!-->…
ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟ୍
ଟଙ୍କା ଜମା ବାହାନାରେ ଠକେଇ, ଜଣେ ଗିରଫହିଞ୍ଜିଳିକାଟୁ (୧୦ା୪) : ବ୍ୟାଙ୍କରେ ଟଙ୍କା ଜମା କରାଇଦେବା ବାହାନା କରି ଜଣେ ମହିଳାଙ୍କ ଠାରୁ କୌଶଳ କରି ଟଙ୍କା ଲୁଟି ନେବା ଅଭିଯୋଗରେ ହିଞ୍ଜିିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କବିସୂର୍ଯ୍ୟନଗର ବ୍ଳକ କଲୋନୀର ରାମକୃଷ୍ଣ!-->…
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଉରକେଲା ଡିଭିଜନସ୍ତରୀୟ ବୈଠକ ବଡଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି
ରାଉରକେଲା (୧୦/୦୪) : ଆଜି ରାଉରକେଲା ଡିଭିଜନ ଅନ୍ତର୍ଗତ ବଡଗାଁ ରେଞ୍ଜ ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଡିଭିଜନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପତ୍ର ସଂସ୍ଥା ରେ କାର୍ଯ୍ୟ ରତ ସିଜିନାଲ କର୍ମଚାରୀ ତୋଳାଲି ଓ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ!-->!-->!-->…
ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୧୧ ସହର
ଭୁବନେଶ୍ଵର ୧୦।୦୪: ରାଜ୍ୟରେ ଅସହ୍ୟ ହେଲାଣି ଗ୍ରୀଷ୍ମ ତାତି। ଦାଉ ଦାଉ ଖରାରେ ଡହଳବିକଳ ଜନଜୀବନ। ଅସ୍ତବ୍ୟସ୍ତ ସାଧାରଣ ଜୀବନ। ଦିନ ବେଳେ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ଲଗାତାର କିଛି ଦିନ ଧରି ଅନେକ ସ୍ଥାନରେ ଗରମ ଅସହ୍ୟ ହେଉଛି। ପ୍ରତ୍ୟେକ ଦିନ ୭ ରୁ ୮ଟି ସହରର ତାପମାତ୍ରା!-->…
୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର
ଖଲ୍ଲିକୋଟ (୧୦/୪) ଆଜି ଭୋର ରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୁରପାଲି ଗ୍ରାମ ନିକଟରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିବ ଫଳରେ ଟ୍ୟାଙ୍କରରେ ଥିବା ସହ ସହ ଲିଟର କେମିକାଲ ରାସ୍ତା ଉପରେ ଢାଳି ଯିବା ଫଳରେ ରାଜପଥ କଡରେ ଥିବା ଗ୍ରାମବାସୀ ମାନେ!-->…