Sign in
Sign in
Recover your password.
A password will be e-mailed to you.
କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ
ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି । ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ!-->…
ରାଜଧାନୀରେ ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ
ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ ମିଟ୍ରେ ଜୁନିୟର ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ । ଜଣେ ପୋଲିସଙ୍କ ପୁଅ ତଥା ଖେଳାଳିଙ୍କୁ ଏମାନେ ଯୌନ ନିର୍ଯାତନା ଦେଇଥିବା ହୋଇଥିଲା ଅଭିଯୋଗ । ଇନଫୋସିଟ ଥାନାରେ ଏତଲା ପରେ ଅଭିଯୁକ୍ତ!-->…
ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ବାସଭବନରେ ବୋମା ମାଡ଼: ତଦନ୍ତ ଦାବି କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଏପ୍ରିଲ ୧୧: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ବାସଭବନରେ ବୋମା ମାଡ଼ ହୋଇଛି । ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ପରେ ଏହାର ତୁରନ୍ତ ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ!-->…
‘କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ’; ଜେଏନୟୁ
ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ଜବାହରଲାଲ ବିଶ୍ୱବିଦ୍ୟାଳୟ। ରବିବାର କ୍ଯାମ୍ପସର କାବେରୀ ହଷ୍ଟେଲରେ ଛାତ୍ରଙ୍କ ମଧ୍ୟରେ ହିଂସା ହୋଇଥିଲା। ଏହାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ପ୍ରଶାସନ କହିଛି ଯେ କ୍ୟାମ୍ପସରେ ହିଂସାକୁ ବରଦାସ୍ତ!-->…
ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ମାମଲାରେ!-->…
ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ମାନବବିହୀନ ଟ୍ୟାଙ୍କ
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି । ଡିଆରଡିଓ ଏନେଇ ଗବେଷଣା କରିବା ସହ ମାନବବିହୀନ ଟ୍ୟାଙ୍କର ବିକାଶ କରୁଛି । ଯେଉଁ ଟ୍ୟାଙ୍କରେ ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ ଅର୍ଜୁନ ଏମକେ-୧ଏ ରହିଥିବା ବେଳ ଯୁଦ୍ଧ ଭୂମିରେ ବିନା ଯୋଦ୍ଧାରେ!-->…
ରାଜଧାନୀରେ ଯୁବକଙ୍କୁ ହତ୍ୟା , ସ୍ତ୍ରୀ ଓ ଶିଶୁ ଚିକିତ୍ସାଧିନ
ଭୁବନେଶ୍ୱର: ରାଜଧାନୀର ଚାତି ଉପରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭା, ସଚିବାଳୟ, ପୋଲିସ କମିଶନର ଅଫିସ ଠାରୁ ମାତ୍ର ୫୦ ରୁ ୧୦୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ!-->…
ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥିବା ଆଉ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର , ଜଣେ ଏବେ ବି ନିଖୋଜ
କଟକ: ଗତକାଲି କଟକ ଯୋବ୍ରା ନିକଟ ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥବଲେ ତିନି ଯୁବକ । ଜଣେ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ ତେବେ ଉଦ୍ଧାର ହୋଇଥିବା ଚୂନଭାଟି ଚାରିଘରିଆର ସାହିଲ ଖାନ ନାମକ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଡାକ୍ତର!-->…
ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି
ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ସୋମବାର ଶ୍ରୀମନ୍ଦିର ଭିତରକାଠ ନିଟକରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ସେବାୟତ ଝୁଣ୍ଟି ପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି ।ଏହା ପରେ ସମସ୍ତ!-->…
ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍
ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି । ବଲିଉଡରେ ଅନେକ ଫିଲ୍ମରେ!-->…