Sign in
Sign in
Recover your password.
A password will be e-mailed to you.
ପାତ୍ରପୁର ବ୍ଲକରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳିତ
ପାତ୍ରପୁର : ପବିତ୍ର ରାମ ନବମୀ ଉପଲକ୍ଷେ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ରାମ ନବମୀ ଯାତ୍ରା ପାଳିତ ହୋଇଯାଇଛି । ତୁରୁବୁଡି, ଖରିଆଗୁଡ଼ା , ପାତ୍ରପୁର, ବରଙ୍ଗ , ଗୋପାଳପଲ୍ଲୀ ପ୍ରମୁଖ ଗ୍ରାମ ମାନଙ୍କରେ ପ୍ରଭୁ ରାମଚନ୍ଦ୍ର ଙ୍କର ପୂଜାର୍ଚ୍ଚନା, ପାରାୟଣ , ଅନ୍ନ ଯଜ୍ଞ , ମନୋରଞ୍ଜନ!-->…
ଚିକିଟି ର ବିଭିନ୍ନ ସ୍ଥାନରେ ପବିତ୍ର ଶ୍ରୀରାମନବମୀ ପାଳିତ
ଚିକିଟି : ପବିତ୍ର ଚୈତ୍ର ଶୁକ୍ଳ ନବମୀ ଯାହା ଶ୍ରୀରାମ ନବମୀ ନାମରେ ସୁ ପ୍ରସିଦ୍ଧ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯିଏ ସ୍ୱୟଂ ପରଂବ୍ରହ୍ମ ପରମେଶ୍ୱର ଙ୍କ ର ସପ୍ତମ ଅବତାର। ରାଜା ଦଶରଥ ଓ ରାଣୀ କୌଶଳ୍ୟା ଙ୍କ ଔରସରୁ ଚୈତ୍ର ଶୁକ୍ଳ ନବମୀ ଭଳି ପବିତ୍ର ଦିନ ଓ ତିଥିରେ ଆବିର୍ଭାବ!-->…
ଆଇନ ସଚେତନତା ଶିବିର ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀ ତରଫରୁ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏଲଏସର ସମ୍ପାଦକ ରମାଦେବୀ ସୋରନ ଯୋଗ ଦେଇ ଆରଟିଆଇ ଏବଂ ଏଫଆଇଆରର ଫୁଲ ଫର୍ମ ଜାଣିଛନ୍ତି କି ବୋଲି!-->…
ଏସଟିଏଫ ଓ ବନ ବିଭାଗର ମିଳିତ ଚଢ଼ାଉ, ବାଘଛାଲ ଜବତ,ଜଣେ ଗିରଫ
ଦାରିଙ୍ଗବାଡ଼ି (୧୦/୪) : ଓଡିଶାରେ ଦିନକୁ ଦିନ ବାଘ ଛାଲ ବେପାର ବୃଦ୍ଧି ପାଉଥିବା ବେଳେ ଏହା ଏବେ ଦାରିଙ୍ଗବାଡ଼ି ବନାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଥାନା ୫୯ ଜାତୀୟ ରାଜପଥ ଡବେରି ଗ୍ରାମ ନିକଟରେ ଏସଟିଏଫ ଓ ବନବିଭାଗର ମିଳିତ ଟିମର ଚଢ଼ାଉରେ ବାଘଛାଲ ବେପାରୀକୁ ଗିରଫ!-->!-->!-->…
ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ
ଛତ୍ରପୁର : ଛତ୍ରପୁର ସହରର କୋର୍ଟ ଷ୍ଟେସନ ସାହି ସ୍ଥିତ ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଭେଙ୍କଟ ମହାଲକ୍ଷ୍ମୀ କୋଠଘର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କେପି ଜ୍ୟୋତିଷ ଶାସ୍ତ୍ରଜ୍ଞ ଦୀପକ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଛତ୍ରପୁର!-->!-->!-->…
ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ ସହ କାର ଜବତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଶ୍ରିପଡ଼ା ଛକ ନିକଟବର୍ତୀ ବୋଡକମ୍ବା ଗ୍ରାମରେ ଗୋଟିଏ ସୁଇଫ୍ ଡିଯେଆର୍ କାର ଗାଡ଼ି ନମ୍ବର୍ ଓଡି ୦୨/ଏଏନ୍/୪୦୯୬ ରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଜବତ କରିବା ସହ ୨!-->!-->!-->…
ଖ୍ରୀଷ୍ଟିୟ ଧର୍ମାଲମ୍ବିଙ୍କ ବିଜୟ ପର୍ବ ପାଳନ
ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟିୟ ଧର୍ମାଲମ୍ବି ମାନେ ବିଜୟ ପର୍ବ ପାଳନ କରିଛନ୍ତି । ଏହି ବିଜୟ ପର୍ବରେ ତାଳପତ୍ର ତଥା ଖଜୁରି ବାହୁଙ୍ଗା ଧରି ଶୋଭାଯାତ୍ରାରେ ବାହାରି ଚର୍ଚ୍ଚରେ ସମବେତ ହୋଇଥିଲେ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ପାଳନ
ଦାରିଙ୍ଗବାଡ଼ି,(୧୦/୪) : ଦାରିଙ୍ଗବାଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମନବମୀ ଉତ୍ସଵ ପାଳନ କରାଯାଇଛି । ଶିଶୁ ବିଦ୍ୟାମନ୍ଦିରର ଭାଇଭଉଣୀ ମାନେ ବିଭିନ୍ନ ବେସରେ ସଜିତ ହୋଇ ବିଦ୍ୟାଳୟର ବୈଦିକ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ଶ୍ରୀରାମଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ!-->!-->!-->…
ଏସଟିଏଫ ଟିମ ଦ୍ୱାରା ବାଘଛାଲ ଜବତ : ଜଣେ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ ରାସ୍ତା କଡରୁ ବନ ବିଭାଗ ର ଏସଟିଏଫ ଟିମ କୌଣସି ସୂତ୍ରରୁ ଖବର ପାଇ ବାଘ ଛାଲ ସହ ଘଟଣା ସ୍ଥଳରୁ ଦାରିିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ଥିବା ବନ!-->…
୧୨୭ ବାଟାଲିୟନ ଦ୍ୱାରା ବୀରତା ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତା ଦିବସ (ଶୌର୍ଯ୍ୟ ଦିବସ) ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l ୧୯୬୫ ମସିହା ଏପ୍ରିଲ ମାସ ୯!-->…