ଶ୍ରୀରାମ ନବମୀରେ ଵିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ବଜରଙ୍ଗ ଦଳର ଶୋଭାଯାତ୍ରା

ହିଞ୍ଜିଳିକାଟୁ (୧୦ା୪): ଶ୍ରୀରାମ ନବମୀ ଅବସରରେ ହିଞ୍ଜିଳିଠାରେ ପ୍ରତିଷ୍ଠିତ ରଘୁନାଥ ମଠରେ ବିରାଜିତ ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ବିରାଜିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଦିନ ତମାମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା ।

ଖଲ୍ଲିକୋଟରେ ପବିତ୍ର ଶ୍ରୀରାମନବମୀ

ଖଲ୍ଲିକୋଟ(୯/୪) : ପବିତ୍ର ଶ୍ରୀ ରାମନବମୀ ଖଲ୍ଲିକୋଟ ସହରର ବିଭିନ୍ନ ମଠ ମନ୍ଦିର ମାନଙ୍କରେ ମହାସମାରୋହରେ ପାଳିତ ହେବା ସହ ରାମ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ଖଲ୍ଲିକୋଟ ସହର ରେ ଥିବା ରାମମନ୍ଦିର କୁ ସୁନ୍ଦର ଭାବେ ଆଲୋକମାଳା ରେ ସୁସଜ୍ଜିତ କରିବା ସହ

ଆଇପିଏଲ୍‌: କୋଲକାତାକୁ ୪୪ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍‌ସ, କୁଲଦୀପ ଯାଦବଙ୍କୁ ୪ ଓ୍ଵିକେଟ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୧୯ତମ ମ୍ୟାଚ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ ୪୪ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଠାରୁ ପରାସ୍ତ ହୋଇଛି। ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା କୋଲକାତା ୧୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୧

ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଓ ବିଲାୱାଲ୍‌ ଭୁଟ୍ଟୋ ବୈଦେଶିକ ମନ୍ତ୍ରୀ ହେବାର…

ନୂଆଦିଲ୍ଲୀ: ନୱାଜ୍‌ ଶରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି। ଇମ୍ରାନ୍‌ ଖାଁଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ନୱାଜ୍‌) ପାର୍ଟିର ଶରିଫ୍‌ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ତାଙ୍କୁ ହିଁ

ପାକିସ୍ତାନରେ ଆଜି ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି : ଇମ୍ରାନ

ଇସ୍‌ଲାମାବାଦ: ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ଇମ୍ରାନ ସରକାରର ପତନ ଘଟିଥିଲା। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ହରାଇବା

ମୋଦୀ ଓ ବାଇଡ଼େନଙ୍କ ଭିତରେ ଭର୍ଚୁଆଲ ବୈଠକ କାଲି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା

NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ

ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି ମାଲିକଙ୍କୁ ଚୂନ ଲଗାଇ ଫେରାର

ମହାନଦୀରେ ଭାସି ଯାଇ ନାବାଳକ ମୃତ, ୨ ନିଖୋଜ

କଟକ: ମହାନଦୀରେ ବୁଡ଼ି ଜଣେ ମୃତ, ଦୁଇ ନିଖୋଜ । କଟକ ଯୋବ୍ରା ନିକଟସ୍ଥ ମହାନଦୀରେ ଘଟିଛି ଏହି ବଡ଼ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଗଲେ ତିନି ନାବାଳକ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ହେଲେ ଏବେବି ୨ ଜଣ ନିଖୋଜ ଅଛନ୍ତି । ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ

ଜଗନ ମନ୍ତ୍ରିମଣ୍ଡଳ ୨.୦: ଏସସି, ଏସଟି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୭ ମନ୍ତ୍ରୀଙ୍କ ସମେତ ଆସନ୍ତାକାଲି ଶପଥ ନେବେ ୨୫ଜଣ

ହାଇଦ୍ରାବାଦ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ଜଗନଙ୍କ ମନ୍ତ୍ରିମଣ୍ଡଳ ୨.୦ରେ

ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ

ପାଟଣା: ବଡ଼ଭାଇକୁ ଶାବଳରେ ପିଟି ହତ୍ୟା କଲା ସାନଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ହେଲେ ଚତୁର୍ଭୁଜ ନାଏକ । ଅଭିଯୁକ୍ତ ସାନଭାଇ କମଳ ନାଏକକୁ ଗିରଫ କରିଛି ପୋଲିସ । ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ ବଚସା