ଲାଉଡସ୍ପିକର ବିବାଦ: ଶିବସେନା ଭବନ ଆଗରେ ବାଜିଲା ହନୁମାନ ଚାଳିଶା

ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ଥମୁନି ବିବାଦ। ଶିବସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଏମ୍‌ଏନ୍‌ଏସ୍‌। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ରାମ ନବମୀ ଅବସରରେ ମୁମ୍ବାଇ ସ୍ଥିତ ଶିବସେନା ଭବନ ବାହାରେ ଲାଉସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ

ମୋବାଇଲ ପାଇଁ ପ୍ରଥମେ ଗଣ୍ଡଗୋଳ ପରେ ହତ୍ୟା

ନବରଙ୍ଗପୁର: ମୋବାଇଲ ପାଇଁ ସାଙ୍ଗ ସାଜିଲା ସଇତାନ । ବନ୍ଧୁକୁ ପଥରରେ ଛେଚି ମାରିଦେଲା ସାଙ୍ଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ହଜିବାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରବର୍ତ୍ତୀ ଘଟିଛି ନିର୍ମମ

CRPF ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀକୁ ଏନ୍‌କାଉଣ୍ଟର

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ। ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ

ଗାଈକୁ ଧକ୍କା ଦେଇ ଓଲଟିଲା ବସ, ୬ ଗୁରୁତର

ଭଦ୍ରକ ୧୦।୦୪ : ବସକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବସରେ ୨୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ। ଭଦ୍ରକ - ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ବସ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଓଁ ମା ନାମକ ବସଟି

ତାରାତାରିଣୀ ପାହାଡ଼ରେ ବସ- ଟ୍ରକ ମୁହାଁମୁହିଁ ଧକ୍କା: ୭ ଯାତ୍ରୀ ଆହତ, ୨ଗୁରୁତର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ହାଇୱା ଟ୍ରକ ଡ୍ରାଇଭର ବୁଗୁଡା ସୋଲାଙ୍ଗି

କଂଗ୍ରେସ ଆଗ ନିଜଘର ସଜାଡ଼ୁ : ମାୟାବତୀ

ଲକ୍ଷ୍ନୌ: ‘ନିଜ ଘର ସଜାଡ଼ି ପାରୁନ। କିନ୍ତୁ ବିଏସ୍‌ପି ଉପରକୁ ଅଙ୍ଗୁଳି ଉଠାଉଛ।’ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଆଜି ଏମିତି ପ୍ରତିକ୍ରିୟା ଦେଇଛନ୍ତି ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ। ଗତକାଲି ରାହୁଲ ଗାନ୍ଧି କହିଥିଲେ, ମାୟବାତୀ ହାତ ଟେକି

ଆସନ୍ତାକାଲି ଉଦଘାଟିତ ହେବ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ: ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ: ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ । ୧୨ ମାସର ବାଘ ଛୁଆ ରକି ହଠାତ ଅସୁସ୍ଥ ହୋଇପଡିଛି । ଗତ ଦୁଇ ଦିନ ହେଲା ରକିକୁ ତରଳ ଝାଡା ହେଉଥିଲା । ଫଳରେ ରକି ଅଧିକ ଦୁର୍ବଳ ହୋଇ ପଡିଛି । ଅସୁସ୍ଥତା କାରଣରୁ ରକିକୁ ଖୁଆଡରୁ ବାହାର କରି ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା

ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ଏକ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଘଟଣାସ୍ଥଳରେ