Sign in
Sign in
Recover your password.
A password will be e-mailed to you.
ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ବିପୁଳ ମାତ୍ରାରେ ଦେଶୀ ମଦ ଓ ମହୁଲ ପୋଚ ଜବତ
ରାଉରକେଲା (୦୯/୦୪) ୨୦୨୨ (ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ବିଭାଗ ଓ ବୀରମିତ୍ରପୁର ପୋଲିସର ମିଳିତ ଉଦ୍ୟମରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ଏକ ଗୁପ୍ତ ସୂଚନା ଆଧାରରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ବିପୁଳ ମାତ୍ରାରେ ଦେଶୀ ମଦ ସହ ମହୁଲି ପୋଚ ଜବତ!-->!-->!-->…
ନୀଳଗିରି ସାମ୍ବାଦିକ ମାଡ଼ ଘଟଣାକୁ ନେଇ ରାଉରକେଲା ପ୍ରେସ ଫେଟରନିଟି ପକ୍ଷରୁ ତୀବ୍ର ନିନ୍ଦା
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ରାଉରକେଲା,(୦୯/୦୪) (ବସନ୍ତ କୁମାର ଜେନା) : ଏକ ନ୍ୟୁଜ ଚ୍ୟାନେଲର ନୀଳଗିରି ପ୍ରତିନିଧି ଲୋକାନଥ ଦଳେଇଙ୍କୁ ଥାନାରେ ମାଡ଼ ମାରି ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ନିଳଗିରି ଥାନା ଅଧିକାରୀ ଓ ତଦନ୍ତ!-->!-->!-->!-->!-->…
ପାର୍କିଙ୍ଗ୍ ଫି ମାଗିବା ହେଲା କାଳ,୧୦ ଟଙ୍କା ଲାଗି ୫ ଛାତ୍ର ଥାନାରେ ରାତି କଟାଇଲେ
ରାଉରକେଲାରେ ଆମ ପୁଲିସର ଦବଙ୍ଗଗିରୀ
ରାଉରକେଲା,(୯/୪)(ବସନ୍ତ କୁମାର ଜେନା) : ପାର୍କିଂ ଫିସ ୧୦ ଟଙ୍କା ମାଗିବାରୁ ସାଧା ପୋଷାକରେ ଆସିଥିବା ମହିଳା ପୁଲିସ୍ ଅଫିସର ନିକଟସ୍ଥ ଥାନାରେ ଅଧିକାରୀ ଥିବା ନିଜ ପତିଦେବଙ୍କୁ ଜଣାଇ ଗାଡି ଷ୍ଟାଣ୍ଡରେ ଥିବା ୫ଜଣ ଛାତ୍ରଙ୍କୁ ରାତିସାରା ଥାନାରେ!-->!-->!-->…
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ବି ନୂଆଁଗା ପଞ୍ଚାୟତ ଅନ୍ତର୍ଗତ ସବରଦାଇ ପେଟା ଗ୍ରାମ ଜାତୀୟ ରାଜପଥ ୧୬ ଦାଣ୍ଡୁଗେଡ଼ା ପାଖରେ ଆଜି ସକାଳୁ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସାଧାରଣ ସୁଚନା ପ୍ରକାରେ ସକାଳୁ ଖବର ପାଇ ଜରଡା ପୋଲିସ!-->!-->!-->…
ମା ଲିମେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ପାତ୍ରପୁର- ପାତ୍ରପୁର ବ୍ଳକ ଅନ୍ତର୍ଗତ ତୁମ୍ବା ଠାରେ ଆଜି ମା ଲିମେଶ୍ୱରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଆଲବମ୍ ହିରୋ ଆକାଶ ପଟ୍ଟନାୟକ, ଜରଡା!-->!-->!-->…
ଭଞ୍ଜନଗର ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଭଞ୍ଜନଗର : ଭଞ୍ଜନଗର ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ବି.ଇ.ଓ ଏସ୍ ଧନଞ୍ଜୟ ଙ୍କ ସମେତ ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ଶୁଭ ଉଦଘାଟନ କରିଥିଲେ | ଏଥିରେ!-->!-->!-->…
ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ସଂପର୍କିତ ପ୍ରଦର୍ଶନୀ
ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଛତ୍ରପୁର ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ସଂପର୍କିତ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ଉଦ୍ଘାଟକ ଛତ୍ରପୁର ବିଡିଓ!-->!-->!-->…
ଚିକିଟି ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
ଚିକିଟି : ଆଜି ଚିକିଟି ଗଡ଼ସ୍ଥିତ ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଂଚାୟତ ସମିତି ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୧ - ୨୨ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାକୁ ସମ୍ମାନନୀୟ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫାଲଗୁନୀ ମାଝୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର!-->…
ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି
ଦାରିଙ୍ଗବାଡ଼ି,୯/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ନୀଳକନ୍ଦର ସାହିରେ ଅଜିତ ମିଶ୍ରଙ୍କ ଘରର ତାଲାଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ଅଜିତ ମିଶ୍ରଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆଉ ତାଙ୍କ ସ୍ତ୍ରୀ ବିଶାଖାପାଟନା ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଅ ଅଭିଷେକ ଘରେ!-->!-->!-->…
ଜିିଲ୍ଲା ଗଠନର ଅନେକ ବର୍ଷ ପରେ ଲାଗିଲା ତାପମାପକ ଯନ୍ତ୍ର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଲାଗିଲା ତାପମାନମାପକ ଯନ୍ତ୍ର। ଆଜିଠାରୁ ଜିଲ୍ଲାବାସୀ ସିଧାସଳଖ ଗ୍ରୀଷ୍ମପ୍ରବାହ ର ସୂଚନା ପାଇପାରିବେ। ଦିନକୁ ଦିନ ଜଙ୍ଗଲକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତିବର୍ଷ ବଢି ବଢି ଚାଲିଛି । ଗ୍ରୀଷ୍ମପ୍ରବାହ ପାଇଁ!-->…