Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…
ଖଲ୍ଲିକୋଟ : ଖଲ୍ଲିକୋଟ ଶ୍ରିମରଦରାଜ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳା କୁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଖଲ୍ଲିକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ବିରଜା ମଞ୍ଜରୀ ମିଶ୍ର ଜିଲ୍ଲା ବିଜ୍ଞାନ!-->!-->!-->…
ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ…
ହିଞ୍ଜିଳିକାଟୁ : ଶନିବାର ଭୋରରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ (ଓଡି୦୨ ବିବି ୦୧୩୨) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମର ପଙ୍କଜ ସେଠି (୪୫) । ପ୍ରକାଶ ଯେ, ଶନିବାର ଭୋରରୁ ଏକ ଗୁରୁତର ଅସୁସ୍ଥ!-->…
ବିଏମ୍ସି ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ମଞ୍ଜୁଲତା କହଁର
ଭୁବନେଶ୍ବର : ପୁଣି ମହିଳାଙ୍କୁ ଉପରେ ଆଶା ପ୍ରକଟ କଲେ ସୁପ୍ରିମୋ।ବିଏମ୍ସି କର୍ପୋରେସନ ଇତିହାସରେ ଚତୁର୍ଥ ଥର ପାଇଁ ଜଣେ ମହିଳା ଡେପୁଟି ମେୟର ଭାବେ ଦାୟିତ୍ବ ସମ୍ଭାଳିବେ । ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଡେପୁଟି ମେୟର ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି!-->…
କୋଭିଡ୍ ମୃତ୍ୟୁ କ୍ଷତିପୂରଣ ପାଇଁ ମେ’ ୨୮ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ
ଭୁବନେଶ୍ୱର: କୋଭିଡ୍ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି । ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍ରେ ମୃତ୍ୟୁବରଣ କରିଛନ୍ତି ଏବଂ!-->…
ସ୍ପଞ୍ଜ କାରଖାନାରେ କୋନଭର୍ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
ବଣାଇ: କୋନଭର୍ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ ଅଘଟଣ ଘଟିଛି । ମୃତକ ହେଲେ ମଧୁପୁର ଗାଁର ଅଜିତ ମାହାନ୍ତ ।
ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବିକ୍ଷୋଭ କରିଛନ୍ତି ପରିବାର ଲୋକ ।!-->!-->!-->…
କାଳବୈଶାଖୀ ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୯ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର!-->…
ରାଜ୍ୟରେ ଆରମ୍ଭ ହେବ ‘ମାଇଣ୍ଡ୍ ୱାର୍ସ’ ଶିକ୍ଷା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ପାଇଁ ଓଡ଼ିଶାରେ 'ମାଇଣ୍ଡ୍ ୱାର୍ସ' ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଦ୍ୟାଳୟ ଶିକ୍ଷା ପ୍ରୋଗ୍ରାମ ଅଥରିଟି (ଓସେପା), ରାଜ୍ୟରେ ସର୍ବୋଚ୍ଚ ଶିକ୍ଷା ପ୍ରାଧିକରଣ, ଯାହାର ଅଧିନରେ ୬୪,୦୦୦ ରୁ ଅଧିକ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଅଛି ।!-->…
ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ଗଣତନ୍ତ୍ରରେ ସାଧାରଣ ନାଗରିକଟିଏ ପ୍ରକୃତ ମାଲିକ। ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଅନାୟସରେ ଯୋଗାଇ ଦେବା ତୃଣମୂଳ ପ୍ରତିନିଧିମାନଙ୍କ ପ୍ରାଥମିକ ଦାୟିତ୍ୱ। ପ୍ରକୃତ ହିତାଧିକାରୀଙ୍କ ପାଇଁ ଯୋଜନା ସୁନିଶ୍ଚିତ କରିବା ସହ ଦୁର୍ନୀତିକୁ ରୋକିବା, ଗ୍ରାମାଞ୍ଚଳ ବିକାଶରେ '୫-ଟି!-->…
ହାତୀ ଆକ୍ରମଣରେ ବିଏସଏଫ୍ ବାଟାଲିୟନର ୬ ଯବାନ ଆହତ
ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ୮୮ ବିଏସବିଫ୍ ବାଟାଲିୟନର ୬ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।
ତେବେ ଅନ୍ଧାର ରାତିରେ!-->!-->!-->…
ଆଜିଠାରୁ ମା ତାରିଣୀଙ୍କ ଚଇତି ପର୍ବ ଆରମ୍ଭ
ଘଟଗାଁ/କେନ୍ଦୁଝର : ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବପର୍ବାଣି ମଧ୍ୟରେ ଗୋଟିଏ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ। କିନ୍ତୁ କରୋନା କାରଣରୁ ଗତ ଦୁଇବର୍ଷ ହେଲା ଚଇତି ପର୍ବ ରେ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ପାଳିତ ହେଉଥିଲା। କଟକଣା ହଟିବାରୁ ଏବର୍ଷ!-->…