ଦେବାନନ୍ଦଙ୍କ ବିଜେଡିରେ ଯୋଗଦାନ ପରେ ହିଞ୍ଜିଳିକାଟୁ ବିଜେଡ଼ି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, ୮/୪(): ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ମେରିରାୟ ନୀତି, ଅହଂକାର, ଦଳୀୟ ଗୋଷ୍ଠୀ କନ୍ଦଳ, ଗଣତାନ୍ତ୍ରର ଶୂନ୍ୟତା, ଅପାରଗ ଓ ପ୍ରକୃତ କର୍ମୀଙ୍କୁ ହତାଦାର ନେଇ ବୁଧବାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର ଦଳରୁ ଇସ୍ତଫା

ଗ୍ରାହକଙ୍କୁ ସେବା ବଦଳରେ ଯନ୍ତ୍ରଣା ଦେଉଛି ଶିଭମ ପେଟ୍ରୋଲ ପମ୍ପ

ମାଲକାନଗିରି ସେବା ବଦଳରେ ଯନ୍ତ୍ରଣା ଦେଉଛି ପେଟ୍ରୋଲ ପମ୍ପ l ଏହି ଭଳିଆ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମଧ୍ୟରେ ରହିଥିବା ଶିଭମ ପେଟ୍ରୋଲ ପମ୍ପରେ ଦୈନିକ ତେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ଗ୍ରହକକୁ ଅତିଷ୍ଟ କରିପକାଇଛି l ପ୍ରତ୍ୟେକ ଦିନ ପେଟ୍ରୋଲ ପମ୍ପ ମାଲିକମାନେ ଲକ୍ଷ

ବସନ୍ତ ମହୋତ୍ସବ ପାଳନ ଉପଲକ୍ଷେ ନବଜୀବନର ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡ଼ (୦୮/୦୪) : ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ " ନବଜୀବନ" ଆସନ୍ତା ଅପ୍ରେଲ ୧୨ ଓ ୧୩ ତାରିଖରେ ବସନ୍ତ ମହୋତ୍ସବ ପାଳନ କରିବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ନବଜୀବନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନର ଶୁଭାରମ୍ଭ

ବିଦ୍ୟୁତ ବିଭ୍ରାଟ ସମୟରେ ଭରସାଯୋଗ୍ୟ ଯୋଗାଣ ପାଇଁ ବିକଳ୍ପ ସମାଧାନଭୁବନେଶ୍ୱର/ବ୍ରହ୍ମପୁର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଡେ୍

ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ (୮/୪) : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ହୋଇଥିବା ଗଣହତ୍ୟା ମୁଖ୍ୟ ଅଭିଯୁକ୍ତର ଭାଇକୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିଲନ କୁମାର ସ୍ୱାଇଁ (୨୫) | ଗତ ମାର୍ଚ୍ଚ ମାସ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯

ଦଳରୁ ନିଲମ୍ବିତ ହେଲେ ପୁର୍ବତନ କାଉନସିଲର

ଫୁଲବାଣୀ (୮/୪) : କନ୍ଧମାଳ ଜିଲ୍ଲା ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ବଢ଼ିବାରେ ଲାଗିଛି ।ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦେଶନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି। ଏ ମାନଙ୍କ ଯୋଗୁ ପଂଚାୟତ ଓ ପୌର ନିର୍ବାଚନରେ ଦଳ କୁ ପରାଜୟର ସମ୍ମୁଖୀନ

ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ପତ୍ର ପ୍ରଦାନ

ଫୁଲବାଣୀ-(୮/୪) : ବାଲେଶ୍ବର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି

ଅଙ୍ଗନବାଡ଼ି ଶିଶୁଙ୍କୁ ଦିଆଯାଉଛି ପଚା ଅଣ୍ଡା

ଦାରିଙ୍ଗବାଡ଼ି,୮/୪ : ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ ନିମନ୍ତେ ରାଜ୍ୟ ସରକାର ଅଙ୍ଗନବାଡ଼ି ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ ହୋଇଚି । ସିମନବାଡ଼ି

ସାମ୍ବାଦିକଙ୍କ ପ୍ରତି ପୋଲିସର ବର୍ବରତା ଘଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି,୮/୪ : ନୀଳଗିରିର ସାମ୍ବାଦିକଙ୍କ ପ୍ରତି ପୋଲିସର ବର୍ବରତା ନେଇ ଦାରିଙ୍ଗବାଡ଼ି ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା କରାଯିବା ସହ ପୋଲିସ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କୁ ଏକ ଦାବିପତ୍ର

ଦାରିଙ୍ଗବାଡି ଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ମହିଳା ସଂଘର ଦାବି

ଦାରିଙ୍ଗବାଡ଼ି,୮/୪ : ଦାରିଙ୍ଗବାଡି ଚାରିଛକ ଠାରେ ଯାତ୍ରୀ ବିଶ୍ରାମଗାର ସମେତ ପରିଶ୍ରାଗାର ନିର୍ମାଣ ନିମନ୍ତେ ଦାରିଙ୍ଗବାଡ଼ିର ଆଞ୍ଚଳିକ ମହିଳା ସଂଘ ଦାବି କରିଛନ୍ତି । ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡି ହୋଇଥିବା ସହ ଦାରିଙ୍ଗବାଡ଼ି ବ୍ଲକର ୨୫ ଗୋଟି ପଞ୍ଚାୟତର