ବାପା ମା ଛେଉଣ୍ଡ ୪ବର୍ଷର ଶିଶୁ ତେଲ କଡେଇରେ ପୋଡି ହୋଇ ଗୁରୁତର, ସାହା ବୃଦ୍ଧା ଜେଜେମା, ସରକାରୀ ସହାୟତା ଅପେକ୍ଷାରେ

ଦାରିଙ୍ଗବାଡି,୦୮/୦୪ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ବିଧବା ବୃଦ୍ଧା ଫୁଲ ନାୟକଙ୍କ ୪ ବର୍ଷର ନାତି(ଆମିସ ନାୟକ) ତେଲ କଡେଇରେ ପଡି ଗୁରୁତ୍ୱର ହୋଇଥିବା ଖବର ହସ୍ତଗତ ହୋଇଛି। ବୃଦ୍ଧା ଜେଜେମା ଅର୍ଥ ଅଭାବରୁ ନାତିକୁ ଚିକିତ୍ସା ପାଇଁ

ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ୩୯ମୃତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ‌ହୋଇଥିବା ଯୁଦ୍ଧକୁ ୧ମାସରୁ ଅଧିକ ହେଲାଣି। ହେଲେ ଥମିନି ଆକ୍ରମଣ। ଦୁଇ ଦେଶର ମୁଖ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏମଧ୍ୟରେ ଅନେକ ସାଧାରଣ ଲୋକ ଓ ସୈନ୍ୟଙ୍କ ଜୀବନ ଗଲାଣି। ଦିନକୁ ଦିନ ଆକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ପୂର୍ବ

ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି: ସଞ୍ଜୟ ରାଓ୍ଵତ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ ଶୁକ୍ରବାର ଦିନ ଅଭିଯୋଗ କରି କହିଛନ୍ତି ଯେ ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି। ଏବଂ ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନା

ଦିଲ୍ଲୀ ସରକାର ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀ ବଜେଟର ଅଗ୍ରଗତିର ସମୀକ୍ଷା କରିବା ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ପ୍ରସ୍ତୁତ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ଵିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ

ଛାତ୍ରୀଛାତ୍ରୀଙ୍କୁ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବେ ଯୋଗୀ

ଲକ୍ଷ୍ନୌ: ଶପଥ ଗ୍ରହଣ ପରେ ଆକ୍ସନ ମୋଡରେ ଯୋଗୀ ଆଦିତ୍ୟନାଥ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରିବା‌ ଆରମ୍ଭ କରିଛନ୍ତି ୟୁପି ମୁୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅପରାଧୀମାନଙ୍କୁ ବୁ‌ଲଡୋଜର ଭୟ ଦେଖାଇବା ସହ ଏବେ ରାଜ୍ୟର ଛାତ୍ରୀଛାତ୍ରୀଙ୍କୁ

ଆପାର୍ଟମେଣ୍ଟ ଧ୍ୱଂସ, ମିଳିଲା ୨୬ ମୃତଦେହ

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା

ରୁଷ ସୀମାନ୍ତ ସୁମୀକୁ ପୁଣି ନିଜ ନିୟନ୍ତ୍ରଣକୁ ନେଲା ୟୁକ୍ରେନ

କିଭ୍‌: ରୁଷ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ବଡ଼ ସଫଳତା ମିଳିଛି। ୟୁକ୍ରେନ ସେନା ଆଜି ସୁମୀର ଉତ୍ତରପୂର୍ବ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଏହି ଉତ୍ତରପୂର୍ବ ଅଞ୍ଚଳଟି ରୁଷ ସୀମାରେ ରହିଥିଲେ ହେଁ ୟୁକ୍ରେନ ସେନାକୁ ଏହାକୁ ଦଖଲ କରିବାରେ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦଙ୍କୁ ଶକ୍ତ ଝଟକା। ଖୋଦ ପାକିସ୍ତାନରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ତାଙ୍କୁ ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଶେଷ

ଜେଲରେ ଆଶାରାମ, ଆଶ୍ରମ ଭିତରୁ ମିଳିଲା ନାବାଳିକାର ମୃତ ଦେହ

ଲକ୍ଷ୍ନୌ: ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି। ତାଙ୍କ ମୃତଦେହକୁ ଆତ୍ମଘୋଷିତ ଭଗବାନ ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ମିଳିଛି ।

ବ୍ୟାପମ ଦୁର୍ନୀତି ବିରୋଧରେ ମୁହଁ ଖୋଲି ଆନନ୍ଦ ରାୟ ଗିରଫ, ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୁହଁ ଖୋଲି ଫସିଲେ। ବହୁଚର୍ଚ୍ଚିତ ବ୍ୟାପମ ସ୍କାମର ପର୍ଦ୍ଦାଫାଶକାରୀ ତଥା ନିକଟରେ ମଧ୍ୟପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଏମପିଟିଇଟି)ରେ ହୋଇଥିବା ଅନିୟମିତତାର ଗୁମର ଖୋଲିଥିବା ଆନନ୍ଦ ରାୟଙ୍କୁ ଗୁରୁବାର ଦିଲ୍ଲୀର ଏକ ହୋଟେଲରୁ ଗିରଫ କରାଯାଇଛି। ଏଥିସହ