ସାମ୍ବାଦିକଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣା : ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ନିନ୍ଦା, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ…

ଛତ୍ରପୁର : ବାଲେଶ୍ୱର ଜ଼ିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣାକୁ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବ : ଜିଲ୍ଲାପାଳ..

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି (ପି.ସି. ଆଣ୍ଡ ପି.ଏନ୍.ଡି.ଟି) ନିୟମର ଜିଲ୍ଲା ପରାମର୍ଶଦାତା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ

ପୁରସ୍କୃତ ହେବାକୁ ଯାଉଛି ଡ଼ଃ ରଞ୍ଜନ ପ୍ରଧାନଙ୍କ ‘ବୁଢ଼ାବଳଙ୍ଗର ମାଝି’…

ଫୁଲବାଣୀ: ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର ପ୍ରଦାନ କରାଯିବ। ପଚାଶ ବର୍ଷରୁ କମ୍ ଲେଖକଙ୍କଠାରୁ ସଂଗୃହୀତ ୧୨ଟି

ରଶ୍ମିତା ବାଙ୍କା ହେଲେ ବାଲିମେଳା ନଗରର ନବ ନିର୍ବାଚିତ ଉପାଧ୍ୟକ୍ଷ…

ବାଲିମେଳା: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଉପାଧ୍ୟକ୍ଷ ଭାବେ ୭ ନଂ ୱାର୍ଡ କାଉନସିଲର ଶ୍ରୀମତି ରଶ୍ମିତା ବାଙ୍କା ନିର୍ଦ୍ୱନ୍ଦ ଭାବେ ବିଜେଡି ତରଫରୁ ନିର୍ବାଚିତ ହୋଇଛନ୍ତି। ବିଜେଡିର ନବ ନିର୍ବାଚିତ ୮ କାଉନସିଲର ମଧ୍ଯ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ଭାଗ୍ୟର

ରାଉରକେଲ। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅତ୍ୟାଧୁନିକ ନୂତନ ବିଜ୍ଞାନଭବନ ଓ ପାଠାଗାର ର ଭୂମିପୂଜନ…

ରାଉରକେଲା(ବସନ୍ତ କୁମାର ଜେନା) ; ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ ମହାବିଦ୍ୟାଳୟ ପରିସର ଭିତରେ ୧୫ କୋଟି ୫ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ନୂତନ ବିଜ୍ଞାନ ଭବନ ଓ ପାଠାଗାର ଦୁଇଟି ସ୍ଵତନ୍ତ୍ର

ଜି ଉଦୟଗିରି NAC ରେ ବିଜେଡ଼ି ର ଚମତ୍କାର ପ୍ରଦର୍ଶନ, ବିରୋଧୀ ଧରାଶାୟୀ…

ଫୁଲବାଣୀ:- ପୌର ନିର୍ବାଚନର ପର୍ବ ସରିଛି। ଜି ଉଦୟଗିରି ଏନଏସି ରେ ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡ଼ି ଚମତ୍କାର ପ୍ରଦର୍ଶନ କରିଛି। ନିର୍ବାଚନ ଅଧିକାରୀ ସୁଭ୍ରାଂଜଳି ପ୍ରଧାନ ନିର୍ବାଚନ ପରିଚାଳନା କରୁଥିଲେ ବିଜେଡ଼ିରୁ ସନ୍ତୋଷ କୁମାର ବାଘ, ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ଲେକଚର୍

ଛତିଶଗଡ଼ ଓଡିଶା ସୀମାନ୍ତରେ ବାଘ ବୁଲୁଥିବା ନେଇ ଆତଙ୍କ :ଜଙ୍ଗଲ ମଧ୍ୟରେ ପାଦ ଚିହ୍ନକୁ ନେଇ ଚର୍ଚ୍ଚା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ବାଟେନବାଡା, ତେଗଡାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଗୁଜବ ପ୍ରଚାରିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ସପ୍ତାହରେ ଛତିଶଗଡ଼

କାର୍ଯ୍ୟରତ ସାମ୍ବାଦିକଙ୍କୁ ଗିରଫ ସହ ଗୋଡରେ ବେଡି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ଫୋର୍ମ ତରଫରୁ…

ମାଲକାନଗିରି : ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ଫୋର୍ମ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଏସ.ପିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ନିଳଗିରି

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଏବଂ କୋଇଡା ବ୍ଲକ ରେ ୧୬ଟି ସଂଯୋଗୀକରଣ ରାସ୍ତା ଲୋକାର୍ପିତ…

ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଗମ କରାଯାଉଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆକରି ନିର୍ମାଣ କରାଯାଇଥିବା ୧୬ଟି ରାସ୍ତାର ଲୋକାର୍ପଣ କରାଯାଇଛି।ଗୁରୁବାର ଦିନ ଲହୁଣୀପଡ଼ା

ସୁନ୍ଦରଗଡ଼ ପୌରାଞ୍ଚଳର ବିକାଶକୁ ଆଗେଇ ନେବେ କି ତନୟା – ଲଲାଟେନ୍ଦୁ

ବିଶ୍ୱରଂଜନ ହୋତା, ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସୁନ୍ଦରଗଡ଼ : ସଦ୍ୟ ସମାପିତ ପୌର ପରିଷଦ ନିର୍ବାଚନରେ ସାରା ରାଜ୍ୟରେ ବାଜିମାତ କରିଥିଲା ବିଜୁ ଜନତା ଦଳ। ମାତ୍ର ସୁନ୍ଦରଗଡ଼ ଭୋଟରଙ୍କ ଭାବନା ଥିଲା ଏକ ବ୍ୟତିକ୍ରମ।ଏହି ଭାବଧାରାରେ ବିଜେଡିର ରଞ୍ଜନା ପଣ୍ଡା ଓ ସ୍ଵାଧୀନ ପ୍ରାର୍ଥୀନୀ