Sign in
Sign in
Recover your password.
A password will be e-mailed to you.
ଗଛରେ ପିଟିହେଲା କାର୍: ଚାଳକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧ କରୋନା ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା!-->!-->!-->…
ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି, ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱରର ସାଳିଆ ସାହି ଅଞ୍ଚଳରେ କାର୍ତ୍ତିକେଶ୍ୱର ରାଉଳ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ, କାର୍ତ୍ତିକେଶ୍ୱର ଏବଂ ତାଙ୍କ ପରିବାର ସଦସ୍ୟଙ୍କଠାରୁ ଜବତ ହୋଇଥିବା ମୋଟ ନଗଦ ଏକ ରେକର୍ଡ ୩,୪୧,୬୬,୨୮୦!-->…
ଏପ୍ରଲି ୧୨ରେ ଛତିଶା ନିଯୋଗ ବୈଠକ
ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ଏପ୍ରିଲ ୧୨ ତାରିଖରେ ଡକାଯାଇଛି । ଏହି ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଆଭାସ ମିଳିଛି । ଏହା ବ୍ୟତୀତ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ!-->…
ମଞ୍ଜୁଲତା କହଁରଙ୍କୁ BMC ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କଲା BJD
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପାଇଁ ଡେପୁଟି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି । ବିଏମସିର ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତା କହଁରଙ୍କୁ ବିଜେଡି ସୁଯୋଗ ଦେଇଛି । ସୂଚନା ଅନୁସାରେ, ମଞ୍ଜୁଲତା କହଁର ହେଉଛନ୍ତି ୨୨ ନମ୍ବର ୱାର୍ଡର କର୍ପୋରେଟର ।!-->…
ମରିଚୀକୁଣ୍ଡର ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ
ଭୁବନେଶ୍ୱର : ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଶହ ଶହ ବର୍ଷ ଧରି ଏହି ପରମ୍ପରା ଚାଲିଛି । ମରିଚୀକୁଣ୍ଡର କଳେସିଏ ପାଣିକୁ ଜଣେ ବ୍ୟକ୍ତି ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଛନ୍ତି । ସେହିପରି ଆଉ ଏକ କଳସୀ ପାଣି ବି ୪୭ ହଜାର ଟଙ୍କାରେ ନିଲାମ ହୋଇଛି ।!-->…
ସମସ୍ତେ ମିଳିମିଶି ଭୁବନେଶ୍ୱର ବିକାଶ ପାଇଁ କାମ କରିବୁ- ସୁଲୋଚନା ଦାସ
ଭୁବନେଶ୍ବର ୦୯।୦୪ : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ, 'ସାଢେ ୧୧ ଲକ୍ଷ ଲୋକ ଆମ!-->…
ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ସାଧାରଣ ବୈଠକ
ଚିକିଟି-କଳା ସଂସ୍କୃତି ସାହିତ୍ୟଓ ଐତିହ ର ସହର ଚିକିଟି ଠାରେ ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନୂତନ ଭାବେ ଯୋଗ ଦାନ କରିଥିବା ଦୁଇ ସମ୍ବାଦିକ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।ପରେ!-->…
ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ପାତ୍ରପୁର : ପାତ୍ରପୁର ବ୍ଲକ, ତଣ୍ଡିପୂର ପଞ୍ଚାୟତ ଅନ୍ତର୍ଗତ ପୋଲାରଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷା ସୁଲୋଚନା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ, ଗୋଷ୍ଠି!-->…
ପରିବାରର ସ୍ୱୀକୃତି ନ ମିଳିବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ବ୍ରହ୍ମପୁର : ପ୍ରେମ ପାଇଁ ପ୍ରତିବନ୍ଧକ ସାଜିଲା ସମାଜ l ପରିବାର ର ସ୍ୱୀକୃତି ନ ମିଳିବାରୁ ପ୍ରେମିଯୁଗଳ ନେଲେ ଚରମ ପଦକ୍ଷେପ l ଗୋଟିଏ ଗଛର ଗୋଟିଏ ପୁଆରେ ପରିବାରକୁ ଭୁଲି ଝୁଲିପଡିଲେ ପ୍ରେମୀ ଯୁଗଳ l ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରି ଫାଣ୍ଡି ଅଧୀନ ପଥରଗଣ୍ଡା ଜଙ୍ଗଲ ଭିତରେ ଆଜି!-->…